ବାଲକୁନିରେ ଝୁଲୁଛି ମୃତଦେହ

ଭୁବନେଶ୍ୱର,୧୧/୧୧(ଏସ୍‌ଏସ୍‌ନିୟୁଜ)ଶହୀଦନଗରଥାନା ଅର୍ନ୍ତଗତ ରିଲାଏନ୍ସ ଫ୍ରେସ ସାମ୍ନାରେ ଥିବା ବିଲ୍ଡିଂର ବାଲକୁନିରେ ଏକ ମୃତଦେହ ଝୁଲି ରହିଛି ।ତିନିତାଲା ବିଶିଷ୍ଟ ଏହି କୋଠାର ବାଲକୁନିର ରୋଲିଂରେ ବେଡସିଟ ବେକରେ ବନ୍ଧାଯାଇ ମୃତଦେହଟି ଝୁଲୁଥିବାର ଦେଖିବାକୁ ମିଳିଛି ।ଏହା ହତ୍ୟା ନା ଆମ୍‌ହତ୍ୟା ତାହା ସ୍ପଷ୍ଟ ହୋଇନଥିବାବେଳେ ମୃତକ ପୁରୀର ଜାଜୁଲ୍ୟନାଥ ବୋଲି ଜଣାପଡିଛି ।ଖବରପାଇ ପୋଲିସ ଘଟଣାସ୍ଥଳରେ ଆସି ପହଁଚି ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment