ବର ହେଲା ଶିଶୁପାଳ

କଟକ,୧୧/୧୨(ଏସ୍‌ଏସ୍‌ନିୟୁଜ)ଦ୍ୱିତୀୟ ବିବାହ କରିବା ମହଙ୍ଗା ପଡିଛି ।କାହାକୁ ନଜଚ୍ଚାଇ ଲୁଚିଛପି ବିବାହ କରୁଥିବାବେଳେ ପାଲେିସ ହାବୁଡରେ ପଡିଛନ୍ତି ବର ।ଶେଷରେ ବିବାହ ନିଶା ଖସିଯିବା ସହ ବରକୁ ଶିଶୁପାଳ ହୋଇ ହାଜତକୁ ଯିବାକୁ ପଡିଛି ।ଏହିଭଳି ଏକ ଘଟଣା କଟକ ମଧୁପାଟଣା ଥାନା ଅର୍ନ୍ତଗତ ସାର୍ତୋଳ ମନ୍ଦରିରରେ ଘଟିଛି ।ପ୍ରଥମ ପତ୍ନୀ ଥାଇ ମଧ୍ୟ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତି ନୁହେଁ ସାର୍ତୋଳ ମନ୍ଦରିରରେ ବିବାହ କରୁଥିଲେ ।ଖବର ପାଇ ପୋଲିସ ମନ୍ଦିରରେ ପହଁଚି ପ୍ରଥମସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ କରୁଥିବାବେଳେ ବରକୁ ଉଠାଇନେଇଥିଲା । ଶେଷରେ ଅଧା ରହିଯାଇଥିଲା ବାହାଘର ଓ ବରକୁ ଶିଶୁପାଳହେବାକୁ ପଡିବା ସହ ହାଜତକୁ ଯିବାକୁ ପଡିଥିଲା ।

Comments (0)
Add Comment