ଭୂୟାଁ ସାହିରେ ସେର୍ଭେ କଲେ ସ୍ୱାସ୍ଥ୍ୟକର୍ମୀ

ବାରଙ୍ଗ,୧୭/୭(ଏସ ଏସ ନିଉଜ)ଭୁବନେଶ୍ୱର ବ୍ଲକ୍ ଅନ୍ତଗତ ବାରିମୁଣ୍ଡ ପଂଚୟତର ଭୂୟାଁ ସାହିରେ ଜଣଙ୍କର ପିଜି ଟିଭ ଚିହ୍ନଟ ହେବାପରେ ପଂଚାୟତ ପକ୍ଷରୁ ଏହାକୁ ସ ଟ ଡାଉନ ଘୋଷଣା କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ କଂଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି।ଗୁରୁବାର ଦିନ ଏହି ସାହିକୁ ସାନିଟାଇଜ କରାଯାଇଥିବା ବେଳେ ଶୁକ୍ରବାର ଦିନ ସ୍ୱାସ୍ଥ୍ୟବିଭାଗ ତରଫରୁ ଭୂୟାଁ ସାହିରେ କରୋନାସର୍ଭେ କରାଯାଇଥିବା ବରିମୁଣ୍ଡ ସରମ୍ପଚ ବିରେନ୍ଦ୍ର ଜେନା କହିଛନ୍ତି ।(ବରଙ୍ଗରୁ -ଗୌତମ ରାଉତଙ୍କ ରିପୋଟ)

Comments (0)
Add Comment