ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ପଜିଟିଭ୍

ଭୁବନେଶ୍ୱର,୧୧ /୮ (ଏସ ଏସ ନିୟୁଜ) ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନା ପଜିଟିଭ୍ ହୋଇଥିବା ନେଇ ମଙ୍ଗଳବାର ଟ୍ୱିଟ୍ କରି ସେ ସୂଚନା ଦେଇଛନ୍ତି। ‘ମୁଁ ଆଜି କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ମୁଁ ସୁସ୍ଥ ଅଛି’। ତେବେ ଗତ ସପ୍ତାହରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁମାନେ ଡାକ୍ତରୀ ପରାମର୍ଶ ନେବାକୁ ସେ ସେ ଟ୍ୱିଟ୍ କରି ଅନୁରୋଧ କରିଛନ୍ତି।

Comments (0)
Add Comment