ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ

ଚୌଦାର- ୨୭/୧୨(ଏସ ଏସ ନିୟୁଜ) ଚୌଦାର ର ଶଙ୍କରପୁର ରେ ଥିବା ସ୍ବଗତ ବିଜୁପଟ୍ଟନାୟକ ପ୍ରତି ମୃତିି ଠାରେ ବିଜୁଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ମନ୍ତ୍ରୀ ଶୀଯୁକ୍ତ ରଣେଦ୍ର ପ୍ରତାପ ସ୍ବାଈ ଙ୍କ ପ୍ରତିନିଧି କଟକ ବିଜୁ ଜନତା ଦଳ ର ସଭାପତି ଏସ କେ ସାହାଜାନ ଉପସ୍ଥିତ ରହି କାଯ୍ୟକ୍ରମ ଆରମ୍ଭ କରିଥିଲେ।ଏହି ସଭାରେ ଜିଲ୍ଲା ପରିଷଦସଭ୍ଯ। ଶୀମତି ମଧୁସ୍ମିତା ସେଠି,ଶଙ୍କରପୁର ଗ୍ରାମପଞାୟତ ସରପଞ୍ଚ ,ମଙ୍ଗରାଜପୁର ସରପଞ୍ଚ ,ବରମପୁର ସରପଞ୍ଚ,ମହିଷାଲଣ୍ଡା ସରପଞ୍ଚ,ବଡ ପଦାଗାଁ ସରପଞ୍ଚ ଉକ୍ତ ସଭାରେ ଉପସ୍ଥିତ ଥିଲେ।

Comments (0)
Add Comment