ବସ୍ ଓଲଟି ୨୦ ଆହତ

ଖୋର୍ଦ୍ଧା,୩/୭(ଏସ ଏସ ନିଉଜ)ଯାତ୍ରୀବାହୀ ବସ୍ ଓଲଟି ୨୦ରୁ ଊର୍ଦ୍ଧ ଆହତ ହୋଇଛନ୍ତି ।ବାଘମାରୀ ରାସ୍ତାର ସିମୋର ନିକଟରେ ରାସ୍ତା କଡ଼କୁ ଓଲଟିପଡିଛି ବସ୍ ।ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ବେଳେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

Comments (0)
Add Comment