Browsing category

ବାଣିଜ୍ୟ

ପ୍ରଥମଥର ପାଇଁ ମାହେଲା ଜୟଶ୍ରୀ

ଭୁବନେଶ୍ୱର,୨୮। ୧୨(ଏସଏସନିଉଜ)ନନ୍ଦନକାନନକୁ ନୂଆ ବର୍ଷ ଭେଟି ଦେଇଛି ବାଘୁଣୀ ଜୟଶ୍ରୀ। ପ୍ରଥମଥର ପାଇଁ ମା ହୋଇଛି ୩ବର୍ଷ ବୟସ୍କା ସାଧାରଣ ରଙ୍ଗର ବାଘୁଣୀ ଜୟଶ୍ରୀ। ପ୍ରାଣୀଉଦ୍ୟାନ ନନ୍ଦନକାନନର ବାଘୁଣୀ ଜୟଶ୍ରୀ ଶନିବାର ୩ଟି ଶାବକକୁ ପର୍ଯ୍ୟାୟକ୍ରମେ ଜନ୍ମ ଦେଇଛି। ସେଥିମଧ୍ୟରୁ ଦୁଇଟି ଶାବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଶାବକକୁ ମା ଗ୍ରହଣ କରିନାହିଁ। ଫଳରେ ଜୀବିତ ଅବସ୍ଥାରେ ଶାବକକୁ ମାଆଠାରୁ ଅଲଗା କରାଯାଇ ଶିଶୁ ଲାଳନ ପାଳନ କେନ୍ଦ୍ରର ଆଇସିୟୁ ରେ ପ୍ରାଣୀ ଚିକିତ୍ସକଙ୍କ […]

ବଡଦିନରେ ବଢ଼ିଲେ ପର୍ଯ୍ୟଟକ

ଭୁବନେଶ୍ୱର,୨୫।୧୨(ଏସଏସନିଉଜ)ଚଳିତ ବର୍ଷ ବଡଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି।ଏଥର ବଡଦିନରେ ୩୧୬୦୮ ଜଣ ପର୍ଯ୍ୟଟକ ନନ୍ଦନକାନନକୁ ବୁଲିବାକୁ ଆସିଥିବା ବେଳେ ଗତବର୍ଷ ୧୫,୬୦୧ଜଣ ପର୍ଯ୍ୟଟକ ନନ୍ଦନକାନନ ଆସିଥିଲେ।ଏଥର ୧୬ହଜାରେ ୭ଜଣ ପର୍ଯ୍ୟଟକ ଅଧିକ ଆସୁଛନ୍ତି।ସେହିଭଳି ଭାବେ ଗତବର୍ଷ ବଡଦିନରେ ବଟାନିକାର୍ଲ ଗାର୍ଡେନକୁ ୨୧୦ଜଣ ପର୍ଯ୍ୟଟକ ଆସିଥିବାବେଳେ ଏଥର ୧୯୧୯ ଜଣ ପର୍ଯ୍ୟଟକ ଆସିଛନ୍ତି। ଗତବର୍ଷ ତୁଳନାରେ ଏଥର ୧୭୦୯ଜଣ ଅଧିକ ପର୍ଯ୍ୟଟକ ଆସିଛନ୍ତି।ପର୍ଯ୍ୟଟକ ମାନେ ପ୍ରାଣିଉଦ୍ୟାନରେ ବିଭିନ୍ନ ପ୍ରାଣୀଙ୍କୁ ଦେଖିବା ସହିତ ସଫାରୀ, ରୋପୱେର ମଜା […]

ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ଅବଧି ଫେବ୍ରୁଆରୀକୁ ଘୁଞ୍ଚିଲା

ଭୁବନେଶ୍ୱର,୨୪।୧୨(ଏସଏସନିଉଜ)ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ ନିଷ୍ପତ୍ତି ଲାଗୁ ନିଷ୍ପତ୍ତିକୁ ଘୁଞ୍ଚାଯାଇଛି । ପୂର୍ବରୁ ଜାନୁଆରୀରୁ ଏହା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗର ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଯାଇଛି । ଏହି ଅବଧି ମଧ୍ୟରେ ମୋଟର […]

ମରିଗଲା ନା ମାରିଦେଲେ …

ଭୁବନେଶ୍ୱର,୨୩।୧୨(ଏସଏସନିଉଜ)ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମାଛେଉଣ୍ଡ ହାତୀ ଛୁଆ ସମ୍ଭୁ ମଙ୍ଗଳବାର ସକାଳେ ମୃତ୍ୟୁ ବରଣ କରିଛି।ମୃତ୍ୟୁର ପକୃତ କାରଣ ଜଣାପଡିନାହିଁ ।ତେବେ ଆସିବାର ଦିନକେଇଟା ପରେ ଛୁଆହାତୀର ମୃତ୍ୟୁକୁ ଗ୍ରହଣକରିପାରୁନାହାନ୍ତି ଅଂଚଳବାସୀ ।ସଠିକ ରୋଗ ନିରୁପଣ ନକରିପାରିବା ଯୋଗୁ ହାତୀଛୁଆଟିର ଜୀବନ ଚାଲିଗଲା ବୋଲି ଚର୍ଚ୍ଚା ଯୋର ଧରିଥିବାବେଳେ ହର୍ପିକ୍ସ୍ କିମ୍ବା ଆଭ୍ୟନ୍ତରିଣ ଅସୁବିଧା ଯୋଗୁ ହାତୀ ଛୁଆର ମୃତ୍ୟୁ ଘଟିଛି ବୋଲି ବନବିଭାଗ ସନ୍ଦେହ କରିଛି। ପ୍ରକାଶ ଯେ,ଚଳିତ ମାସ ୧୪ ତାରିଖରେ […]

କୁଞ୍ଜବିହାରୀ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ସେମିନାର

ଭୁବନେଶ୍ୱର,୧୮।୧୨(ଏସଏସନିଉଜ) ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟରେ ଗୁରୁବାରଦିନ ଇତିହାସ ବିଭାଗ ଦ୍ବାରାଏକବିଂଶ ଶତାବ୍ଦୀରେ ମହାତ୍ମାଗାନ୍ଧୀଂକର ପ୍ରାସଂଗିକତାକୁନେଇ ଏକ ରାଜ୍ୟସ୍ତରୀୟ ସେମିନାର ଆୟୋଜିତ ହୋଇଥିଲା। ଏହି ସେମିନାରରେ ଗାନ୍ଧୀବାଦୀ ଲେଖକ ଓ ପ୍ରଫେସର ଡକ୍ଟର ଖାରବେଳ ମହାନ୍ତି ଅତିଥି ଭାବେ ଯୋଗଦେଇ ମହାତ୍ମାଗାନ୍ଧୀଂକୁ ଜଣେ ଯୁଗସ୍ରଷ୍ଟା ଭାବରେ ବର୍ଣ୍ଣିତ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଶେଖ୍ ନୈମୁଦ୍ଦିନ୍ ଙ୍କ ସଭାପତିତ୍ବରେ ଅନୁଷ୍ଟିତସଭାରେ ଇତିହାସ ବିଭିଗର ମୁଖ୍ୟ ସୁକାନ୍ତ କୁମାର ରାଉତ ସଭାର ଆଭିମୁଖ୍ୟ ବିଷୟରେ ସୂଚନାପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରଶାନ୍ତ […]

ଖଣି ବିଭାଗ ପାଉନାହି ,ପୋଲିସ ଧରୁଛି ବାଲି ଗାଡି

କଟକ,୧୮।୧୨(ଏସଏସନିଉଜ)ବାଲି ଓ ମୋରମର ଚୋରା ଚାଲାଣର ପେଣ୍ଠସ୍ଥଳ ଏବେ ପାଲଟିଛି ବାରଙ୍ଗ ଅଞ୍ଚଳ।ରାତି ହେବା ମାତ୍ରେ ମାଫିଆ ମାନେ ସକ୍ରିୟ ହୋଇଉଠୁଛନ୍ତି।ସ୍ଥାନୀୟ କୁଜିନେତାମାନଙ୍କୁ ହାତରେ ରଖି ବେଶ୍ ଲାଭବାନ ହେଇଥିବା ବେଳେ  ସରକାରଙ୍କ ରାଜସ୍ବ ହାନି ହେବାରେ ଲାଗିଛି।ସବୁଠାରୁ ବଡକଥା ହେଲା ଖଣି ବିଭାଗ ଏସବୁର ଟେର ପାଉନଥିବା ବେଳେ ପୋଲିସ ବାଲି ମାଫିଆଙ୍କୁ ସାବାଡ କରିବାରେ ଲାଗିଛି।ବୁଧବାର ବିଳମ୍ବିତ ରାତିରେ ୯ଟି ବାଲି ବୋଝେଇ ଗାଡ଼ିକୁ ଜବତ କରିଛି ବାରଙ୍ଗ ଥାନା ପୋଲିସ। ପ୍ରକାଶଯେ,ବୁଧବାର ବିଳମ୍ବିତ […]

ମାଟିତଳୁ ବାହାରୁଛି ରାମୁହାତୀର କଙ୍କାଳ

ଭୁବନେଶ୍ୱର,୧୩।୧୨(ଏସଏସନିଉଜ)ଚାଲିଛି ରାମୁ ହାତୀର କଙ୍କାଳ ଉଦ୍ଧାର ପ୍ରକ୍ରିୟା। ଭରତପୁର ଜଙ୍ଗଲ ମଧ୍ୟରେ ପୋତା ଯାଇଥିବା ରାମୁହାତୀର କଙ୍କାଳକୁ ଏକ ବର୍ଷ ପରେ ଉଦ୍ଧାର କରାଯାଉଛି। ଉଦ୍ଧାର ପରେ ରାମୁର କଙ୍କାଳକୁ ଗୋଡ଼ିବାରି ପ୍ରକୃତିଉଦ୍ୟାନ ମଧ୍ୟରେ ସଂରକ୍ଷଣ ରଖାଯିବ।ଯେଉଁଠି ପର୍ଯ୍ୟଟକ ରାମୁର କଙ୍କାଳକୁ ପ୍ରତ୍ୟକ୍ଷ ଦେଖିବା ସହ ତାର ଇତିହାସ ବିଷୟରେ ଜାଣିପାରିବେ।ଏକ ୨୫ଜଣିଆ ବିଶେଷଜ୍ଞଦଳଙ୍କ ଉପସ୍ଥିତରେ ଏହି ଖନନ କାମ ଆରମ୍ଭ ହୋଇଛି।ଚନ୍ଦକା ଡମପଡାଅଭୟାରଣ୍ୟ ର ସବୁଠୁ ବୟସ୍କ ଏବଂ ବଡ଼ ଅଣ୍ଡିରା ହାତୀରାମୁ ୪୦ବର୍ଷ ବୟସରେ […]

ଜଳିଗଲା ୬ ଗାଡ଼ି, ୪ଦୋକାନ,ଘର

ଭୁବନେଶ୍ୱର,୧୩।୧୨(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।ଏଥିରେ ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇ ଯାଇଛି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।ନିଆଁ ଲାଗିବାର ପକୃତ୍ କାରଣ ଜଣାପଡିନଥିବା ବେଳେ ପୁଲିସ ଜଣେ ମହିଳାଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ବଜାରରେ ଥିବା ଚା ଦୋକାନ,ମଥୁରାକେକ୍ ଦୋକାନ , ମକାଦୋକାନ […]

ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ଭିଭିପ୍ରସ୍ତର କଲେ ମୂଖ୍ୟମନ୍ତ୍ରୀ

କଟକ,୧୧।୧୨(ଏସଏସନିଉଜ) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ ଯାଇ କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ସମେତ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି। ସୂଚନା ଯୋଗ୍ୟଯେ ସ୍ପେଶାଲ ସର୍କିଟ୍ ହାଉସ୍‌ ବିଲ୍‌ଡିଙ୍ଗଟି ୫ ମହଲା ବିଶିଷ୍ଟ କରାଯିବ ଏବଂ ପ୍ରାୟ ୨୦,୧୭୫ ବର୍ଗ ମିଟର ଯାଗାରେ ଏହି ବିଲ୍‌ଡିଙ୍ଗ ପାଇଁ ୧୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ […]

ନନ୍ଦନକାନନକୁ ଆସିଲା ପାଣିଓଧ ସମେତ ୧୯

ଭୁବନେଶ୍ଵର,୫।୧୨(ଏସଏସନିଉଜ)ଶୁକ୍ରବାର ବଢ଼ିଭୋର ସମୟରେନନ୍ଦନକାନନ ପ୍ରାଣୀଉଦ୍ୟାନକୁ ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ୧୯ଟି ନୂଆ ଅତିଥି ଆସି ପହଂଚିଛନ୍ତି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ଚଳିତ ବର୍ଷ୨୦୨୫-୨୬ ମସିହାର ପ୍ରଥମ ପର୍ଯ୍ୟାୟ ଅଦଳବଦଳ ପ୍ରକିୟା ନନ୍ଦନକାନନ ଓ ଗୁଜୁରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନ ମଧ୍ୟରେ ହୋଇଛି। ଆସିଥିବା ନୂଆ ଅତିଥିମାନେ ହେଲେ ୩ ପୁରୁଷ ଓ ୨ ମାଈକୁ ମିଶାଇ ୫ପାଣି ଓଧ,୨ ପୁରୁଷ ଭାରତୀୟ ଧୂସର ଗଧିଆ,୫ ପୁରୁଷ ଓ ୫ ମାଈକୁ ମିଶାଇ ୧୦ […]