Browsing category

ବାଣିଜ୍ୟ

ଜଙ୍ଗଲରେ ପାଣି ବୋତଲ ଫ୍ୟାକ୍ଟ୍ରି

ବାରଙ୍ଗ,୨।୫(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗଗାଁ ମୁଣ୍ଡ ଜଙ୍ଗଲରେ ଥିବା ଦେଶୀ ମଦ ଫ୍ୟାକ୍ଟ୍ରିକୁ ଠାବ କରିଛି ଭୁବନେଶ୍ୱର ଅବକାରୀ ବିଭାଗ।ଶୁକ୍ରବାର ସକାଳେ ଅବକାରୀ ବିଭାଗର କର୍ମଚାରିମାନେ ଅତର୍କିତ ଭାବେ ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରି ଉପରେ ଚଢାଉ କରିଥିଲେ।ଚଢାଉ ସମୟରେ ଦେଶୀ ମଦ ପ୍ରସ୍ତୁତ ହେଉଥିବାର ଜଣାପଡିଥିଲା।ପ୍ରାୟ ୧୯ ଲକ୍ଷ ଟଙ୍କାର ପ୍ରସ୍ତୁତ ହୋଇଥିବା ଦେଶୀ ମଦକୁ ଜବତ କରିବା ସହ ୪ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା ଅବକାରୀ ବିଭାଗ।ତେବେ ବେଆଇନ ଭାବେ ଏହି ପାଣି ବୋତଲ […]

ପୁଣି କିଟ୍‌ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀଛାତ୍ରୀଙ୍କର ମୃତ୍ୟୁ

ଭୁବନେଶ୍ୱର,୧ା୫(ଏସଏସନିଉଜ) କିଟ୍‌ ବିଶ୍ଵବିଦ୍ୟାଳୟ ପୁଣି ବିବାଦ ମଧ୍ୟକୁ ଆସିଛି । କମ୍ପ୍ୟୁଟର ସାଇନ୍ସର ପ୍ରଥମ ବ୍ୟାଚ୍‌ ଜଣେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛିା ମୃତ ଛାତ୍ରୀ ହେଉଛନ୍ତି ୨୧ ବର୍ଷୀୟା ପ୍ରୀଶା ସାହା । ତାଙ୍କ ଘର ନେପାଳର ବୀରଗଞ୍ଜ ଅଞ୍ଚଳରେ । ସେ ୪ ନମ୍ବର ଛାତ୍ରୀ ନିବାସରେ ରହୁଥିଲେ ।ତାଙ୍କର ମୃତ ଦେହକୁ ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ନା ଅନ୍ୟ କୌଣସି […]

ଶ୍ରମିକମାନଙ୍କ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ଟଙ୍କା ବୃଦ୍ଧି

ଭୁବନେଶ୍ୱର,୨୯।୪(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁରୀ ଦେଇଛନ୍ତି । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକ ମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ମଜୁରୀ ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକ ମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୪୫୨ ଟଙ୍କାରୁ […]

ପାକ୍‌ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ୟାନ

ଭୁବନେଶ୍ଵର,୨୮।୪(ଏସଏସନୀୟୂଜ୍)ଭାରତରେ ପାକିସ୍ତାନ ୟୁଟୁବ୍‌ ଚ୍ୟାନେଲ ବ୍ୟାନ୍‌ କରାଯାଇଛି।୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରୁଛି ଭାରତ ସରକାର।ଶୋଏବ ଅଖତର, ଆର୍‌ଜୁ କାଜ୍‌ମୀ, ସୟଦ ମୁଜାମ୍ମିଲ ଶାହ ଭଳି ଚ୍ୟାନେଲ ବ୍ୟାନ ହୋଇଛି।ସମା ଟିଭି, ଏରି ନ୍ୟୁଜ୍‌, ଜିଓ ନ୍ୟୁଜ୍‌, ଡନ୍‌ ନ୍ୟୁଜ୍‌ ଚାନେଲ ମଧ୍ୟ ବ୍ୟାନ୍‌ ହୋଇଛି।ମିଥ୍ୟା ଖବର ପ୍ରସାରଣ କରିବା ନେଇ ପଦକ୍ଷେପ ନିଆଯାଇଥିବାର ଜଣାପଡିଛି।

ଅନ୍ଧାରରେ ଅଧା ୟୁରୋପ

ଭୁବନେଶ୍ଵର,୨୮।୪(ଏସଏସ ନୀୟୂଜ୍)ଅନ୍ଧାରରେ ଅଧା ୟୁରୋପ ରହିଛି। ୟୁରୋପର ସ୍ପେନ୍‌, ପର୍ତ୍ତୁଗାଲ, ବେଲଜିୟମ୍‌ ଅନ୍ଧାରରେ ରହିଛି।ଦକ୍ଷିଣ ଫ୍ରାନ୍ସ ମଧ୍ୟ ଅନ୍ଧକାର ଆଚ୍ଛାଦିତ ହୋଇଛି।ଯାହାଫଳରେବିମାନ ଓ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହେବା ସହ କାମ କରୁନି ଟେଲିଫୋନ୍‌।ଏତେବଡ଼ ବିଦ୍ୟୁତ ବିଭ୍ରାଟର ପ୍ରକୃତ କାରଣ ଅଦ୍ୟାବଧି ଜଣାପଡ଼ିନି।

ବେଙ୍ଗାଲୁରୁ-କାମାକ୍ଷା ସୁପରଫାଷ୍ଟ ଏକ୍ସପ୍ରେସ୍ ଲାଇନଚ୍ୟୁତ

ଭୁବନେଶ୍ଵର,୩୦।୩(ଏସଏସନିୟୁଜ)କଟକଜିଲ୍ଲା ଚୌଦ୍ୱାରର ନିର୍ଗୁଣ୍ଡି ନିକଟରେ କାମାକ୍ଷା ଏକ୍ସପ୍ରେସ୍ ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଲାଇନଚ୍ୟୁତ ହୋଇଛି।ଏପର୍ଯ୍ୟନ୍ତ ସୁଦ୍ଧା କେହି ମୃତାହତ ହୋଇଥିବାର ପୂର୍ବତଟ ରେଳବାଇ ପାଖରେ ସୂଚନା ନଥିବାର କୁହାଯାଇଛି। ପୂର୍ବାହ୍ନ ୧୧.୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଏହାପରେ ଯାତ୍ରୀମାନଙ୍କୁ ଅନ୍ୟ ଟ୍ରେନରେ ପଠାଇବାର ବ୍ୟବସ୍ଥା କରାଯାଉଛି। ଖବର ପାଇଁ ରେଳବାଇ ପୋଲିସ, ଏନଡିଆରଏଫ ଓ ଫାୟାର ଟିମ୍,ଘଟଣାସ୍ଥଳରେ ପହଞ୍ଚିଛି । ତେବେ କେଉଁ ପରିସ୍ଥିତିରେ […]

ଆଜିଠୁ IPL ମହାସମର

ଭୁବନେଶ୍ୱର,୨୨।୩(ଏସଏସନୀୟୂଜ)ଆଜିଠୁ ଆରମ୍ଭ ହେବ ଆଇପିଏଲ୍ ମହାସମର।କୋଲକାତା ଇଡେନ୍ ଗାର୍ଡେନ୍ସରେ ପ୍ରଥମ ମ୍ୟାଚ୍।ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ RCB-KKR।ସନ୍ଧ୍ୟା ୬ଟାରେ ଉଦ୍‌ଘାଟନୀ ଉତ୍ସବ, ୭ଟା ୩୦ରେ ମ୍ୟାଚ୍ ବୋଲି ଜଣାପଡିଛି।

ପାଣ୍ଡେରାରେ ହେବ ଆଧୁନିକ ମାଛବଜାର

ଭୁବନେଶ୍ବର,୧୩।୩(ଏସଏସନିୟୁଜ୍)ଭୁବନେଶ୍ବରରେ ସ୍ଥାପନ ହେବାକୁ ଯାଉଛି ୫୦ କୋଟି ଟଙ୍କା ବ୍ୟୟବରାଦରେ ଏକ ଆଧୁନିକ ମାଛ ମାର୍କେଟ୍ । ଉତ୍ତର ଭୁବନେଶ୍ବରର ପାଣ୍ଡେରା ଅଂଚଳରେ ଏହି ଆଧୁନିକ ମାଛ ମାର୍କେଟ ପାଇଁ ଦୀର୍ଘ ସମୟରୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆସୁଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨୦୨୪ ସେପ୍ଟେମ୍ବର ମାସରେ ଭୁବନେଶ୍ବର ସାଂସଦ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ସବିଶେଷ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ […]

International Women’s Day celebrated at Sri Sri University

  Cuttack,8।3(SSNEWS) International Women’s Day was celebrated in a grand ceremony at the campus of Sri Sri University at Vidyadharpur, Cuttack. It has been celebrated by Churchika – Women Leadership Forum. This year’s theme was ‘Leadership, Knowledge and Strength’. Eminent women who have made a name for themselves in various walks of life participated in […]

୧କୋଟି ୬୪ହଜାର ମହିଳା ପାଇଲେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି

ଭୁବନେଶ୍ୱର, ୮।୩(ଏସଏସନିୟୂଜ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ୫୧ତମ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୯ ମାସର ଆମର ନୂଆ ସରକାର ଆଜି ରାଜ୍ୟର ୧ କୋଟିରୁ ଅଧିକ ମା’ଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ରାସ୍ତା ଖୋଲି ପାରିଛି । ସବୁ ମା’ଙ୍କୁ ୨ଟି […]