Browsing category

ବାଣିଜ୍ୟ

ଦୁର୍ଗାପୂଜାପାଇଁ ମାଟିଅନୁକୂଳ ପର୍ବ

ରଙ୍ଗ,୨୬।୯(ଏସଏସନିଉଜ)ଭୁବନେଶ୍ୱରବ୍ଲକ ଅଧୁନସ୍ତ ଦାରୁଠେଙ୍ଗ କିସ ରୋଡ଼ ମଧ୍ୟ ଭାଗରେ କଳିଙ୍ଗ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଚଳିତବର୍ଷ ପ୍ରଥମକରି ଦୁର୍ଗାପୂଜା ପାଳନ କରାଯିବାକୁ ଯାଉଛି। ସେଥିପାଇଁ ମଙ୍ଗଳବାର ଦିନ କମିଟିର କର୍ମକର୍ତାମାନଙ୍କ ସହ ଆଖପାଖ ଗାଁ ପଥରଗାଡିଆ. ଚନ୍ଦକା. ଦାରୁଠେଙ୍ଗ. ଅଳସୁଆ. ମହିମାନଗର ଆଦି ଅଂଚଳର ବହୁଭକ୍ତ ମାଟି ଅନୁକୂଳ ପର୍ବରେ ସାମିଲ ହୋଇଥିଲେ l ବାଜା. ମହୁରୀ. ଶଙ୍ଖ. କାହାଳୀଦ୍ୱାରା ରୋଶନି କରି ନିକଟତମ ବୁଡୁ ନଈ କୂଳେ ପୂଜା ଅର୍ଚନା କରି ମାଟି ସଂଗ୍ରହକରି ଶୋଭାଯାତ୍ରା […]

ଚାଲିଗଲା କଳାହଂସର ଜୀବନ

ବାରଙ୍ଗ,୨୫।୯(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନର ୭୫ନମ୍ବର(ବି) ଏନକ୍ଲୋଜରରେ ରହୁଥିବା ଏକ ଅଣ୍ଡିରା କଳାହଂସର ରବିବାରଦିନ ମୃତ୍ୟୁ ଘଟିଛି।ତେବେ ହଂସଟି ଏନକ୍ଲୋଜରରେ ଠିକ ଭାବେ ବିଚରଣ କରୁଥିବାବେଳେ ହଠାତ୍ କିପରି ମୃତ୍ୟୁ ଘଟିଲା ତାକୁନେଇ କର୍ତ୍ତୁପକ୍ଷ ଖୋଳତାଡ ଆରମ୍ଭ କରିଥିବାର ଜଣାପଡିଛି।ଶବବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଚିକିତ୍ସକଙ୍କଠାରୁ ଶୁଣିବାକୁ ମିଳିଛି।ଏହି ହଂସର ମୃତ୍ୟୁପରେ ସେମାନଙ୍କ ସଂଖ୍ୟା ହ୍ରାସପାଇ ୪ରେ ପହଂଚିଛି। ଅଷ୍ଟେଲିଆ ଓ ତାସମାନିଆର ଆର୍ଦ୍ରଭୂମିରେ ଏହି ପ୍ରଜାତିର କଳାହଂସଙ୍କ ନିବାସସ୍ଥଳୀ।ମାଈ କଳାହଂସମାନେ ଗଭୀର ହ୍ରଦ ମଧ୍ୟରେ […]

ଆଉ ୭ଟି ଫ୍ଲାଏଓଭର

ଭୁବନେଶ୍ୱର,୧୬ା୯(ଏସଏସନିଉଜ) ରାଜଧାନୀ ଭୁବନେଶ୍ୱରରେ ରାଜଭବନ ଛକଠାରୁ ବାରଙ୍ଗ ମଧ୍ୟରେ ଆଉ ୭ଟି ଫ୍ଲାଏଓଭର ନିର୍ମାଣ କରାଯିବ । ନିକୋପାର୍କ ଛକ, ଜୟଦେବବିହାରଛକ, ଜନତାମଇଦାନ ଛକ, ଜାଭିୟରଛକ, କଳିଙ୍ଗହସ୍ପିଟାଲ ଛକ, ପାୱାରହାଉସ ଛକ ଓ ନନ୍ଦନକାନନଛକ ନିକଟରେ ଫ୍ଲାଏଓଭର ନିର୍ମାଣ କରାଯିବ ।ରାଜଭବନ ଛକଠାରୁ ନନ୍ଦନକାନନ ଦେଇ ବାରଙ୍ଗ ଛକ ପର‌୍ୟ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ କାର‌୍ୟ୍ୟ କରାଯିବା ସହିତ ଫ୍ଲାଏଓଭର ନିର୍ମାଣ କରାଯିବ ।ଏହାସହ ଭବନେଶ୍ୱର, କଟକ, ବ୍ରହ୍ମପୁର, ବଲାଙ୍ଗିର, ବରଗଡ଼, ଭବାନିପାଟଣା ଓ ଭଦ୍ରକ ଆଦି ସହରମାନଙ୍କରେ […]

ନନ୍ଦନକାନନକୁ ଆସିଲା ୪ ଓଟପକ୍ଷୀ

ବାରଙ୍ଗ,୨୧।୯(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଗୁରୁବାର ଅପରାହ୍ନରେ ହାଇଦ୍ରାବାଦରୁ ଗୋଟିଏ ଅଣ୍ଡିରା ୩ଟି ମାଈ ଓଟପକ୍ଷୀ ଅଣାଯାଇଛି।ଯାହା ଫଳରେ ଏହି ପ୍ରଜାତିର ଓଟପକ୍ଷୀ ସଂଖ୍ୟା ନନ୍ଦନକାନନରେ ବୃଦ୍ଧିପାଇଛି।ବେଗମ୍ ପେଟ ସ୍ଥିତ ଏକ ସଂସ୍ଥାରୁ ଉପହାର ସ୍ବରୁପ ଏହି ନୂଆ ଅତିଥିଙ୍କୁ ୮ଲକ୍ଷଟଙ୍କା ଗସ୍ତ ଖର୍ଚ୍ଚ କରି ନନ୍ଦନକାନନ କର୍ତ୍ତୁପକ୍ଷ ଆଣିଛନ୍ତି।ଏହି ନୂଆ ଅତିଥି ପ୍ରାଣୀଉଦ୍ୟାନକୁ ଆସିବାପରେ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ସେମାନଙ୍କର ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।ଏହାପରେ ସେମାନଙ୍କୁ ନନ୍ଦନକାନନ ନୂତନ କ୍ବାରେଣ୍ଟାଇନର ପୃଥକୀକରଣ ଏନକ୍ଲୋଜରରେ ଛଡାଯାଇଛି।ପୂର୍ବରୁ ପ୍ରାଣୀଉଦ୍ୟାନ […]

ନୂଆଖାଇରେ କାଳିଆଭେଟି

ଭୁବନେଶ୍ୱର,୨୦।୯(ଏସଏସନିଉଜ)ଖାତାକୁଗଲା କାଳିଆ ଟଙ୍କା।ଚାଷୀଙ୍କଖାତାକୁ ଗଲା ୯୦୦ କୋଟିର କାଳିଆ ଟଙ୍କା।ନୂଆଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଭେଟି।୨୦୨୩-୨୪ ରବି ଫସଲ ପାଇଁ ଦିଆଗଲା ସହାୟତା।୪୪ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଉପକୃତ।ପ୍ରତ୍ୟେକ ଖାତାରେ ଜମା ହେଲା ୨-୨ ହଜାର ଟଙ୍କା।

ପ୍ରମିଳାହେବେ ବିଜେଡି ବାଚସ୍ପତିପ୍ରାର୍ଥୀ

ଭୁବନେଶ୍ୱର,୨୦।୯(ଏସଏସନିଉଜ)ରାଜସ୍ୱମନ୍ତ୍ରୀ ପ୍ରମିଳାମଲ୍ଲିକ ହେବେ ବାଚସ୍ପତିପ୍ରାର୍ଥୀ।ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିବାପାଇଁ ଘୋଷଣା କରିଛି ବିଜେଡି।ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା୨୨ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ ବୋଲି ଜଣାପଡିଛି।

ନବକଳେବରହେବ ନରାଜ – ମାର୍ଥାପୁରଷ୍ଟେସନ

ବାରଙ୍ଗ ,୧୭।୯(ଏସଏସନିଉଜ) ବାରଙ୍ଗ ବ୍ଳକ ଅନ୍ତର୍ଗତ ନରାଜ – ମାର୍ଥାପୁର ରେଲୱେ ଷ୍ଟେସନର ହେବ ନବୀକରଣ । ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମିଳିଥିବା ସୂଚନା ଅନୁଯାୟୀ, ନରାଜ- ମାର୍ଥାପୁର ରେଲୱେ ଷ୍ଟେସନ ନବୀକରଣ ନେଇ ଉଦ୍ୟମ ଆରମ୍ଭ ହେଇଛି । ଷ୍ଟେସନର ରୂପରେଖ ବଦଳିବା ସହିତ ନୂତନ ରେଳ ପଥ କରିବାର ମଧ୍ୟ ଯୋଜନା ରହିଛି । ରବିବାର ଅପରାହ୍ନରେ ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୧୭ତାରିଖ ରବିବାର।କନ୍ୟାସଂକ୍ରାନ୍ତି, ବିଶ୍ଵକର୍ମାପୂଜା, ଶ୍ରୀମନ୍ଦିରରେ ନିକୁଞ୍ଜଲୀଳା, ଶ୍ରୀ ବରାହ ଅବତାର ଜୟନ୍ତୀ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୭/ ୫୦, ସୂର୍ଯ୍ୟାସ୍ତ- ଘ୫/୪୪/ ୫୪,ଭାଦ୍ରବମାସ ,ଶୁକ୍ଳ ପକ୍ଷ,ଆଦିତ୍ୟବାସ,ତିଥି- ଦ୍ବିତୀୟା ଦିବା ଘ୧୧/୯ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ଦିବା ୧୧/୯ମି ପରେ ଆଗ୍ନେୟ କୋଣରେ। ସଂକ୍ରମଣ ଦୋଷ, ମଙ୍ଗଳଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ରାତ୍ରି ଘ୧୧/୪୪ମିମଧ୍ୟେ ବୃଷ ରାଶିର ଘାତଚନ୍ଦ୍ର,ଘାତବାର- ମେଷରାଶିର ଘାତବାର ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ପାର୍ବଣଶ୍ରାଦ୍ଧ,ନିଷିଦ୍ଧ ଖାଦ୍ୟ-ବୋଇତାଳୁ ଦିବା ଘ୧୧/ […]

ଆଜି ଲୋକାର୍ପିତ ହେବ ନେତାଜୀ ଟର୍ମିନାଲ

ଭୁବନେଶ୍ୱର,୧୬ା୯(ଏସଏସନିଉଜ) ଆଜି ଲୋକାର୍ପିତ ହେବାକୁ ଯାଉଛି କଟକ ନେତାଜୀ ଟର୍ମିନାଲାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଏହା ଲୋକାର୍ପଣ କରାଯିବ ।ଅପରାହ୍ନରେ କଟକରେ ଲୋକାର୍ପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ ।୧୬ଏକରରୁ ଅଧିକଅଞ୍ଚଳରେ ନିର୍ମିତ ହୋଇଛି ବସ୍ ଟର୍ମିନାଲ ।ଏଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ରହିଥିବାବେଳେ ବସ୍ ଟର୍ମିନାଲପାଇଁ ଖର୍ଚ୍ଚ ହୋଇଛି ୯୦କୋଟି ।

ଆସିକା ବିଜ୍ଞାନମହାବିଦ୍ୟାଳୟରେ

ଆସିକା, ୧୫।୯(ଏସଏସନିଉଜ) ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଶାଖା ଏବଂ ଜାତୀୟ ସେବା ଯୋଜନାର ସୁପରିଚାଳନାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଅତିଥିରୂପେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ, ସମ୍ମାନିତ ଅତିଥି ରୂପେ ପ୍ରାଧ୍ୟାପକ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ଉପସ୍ଥିତ ଥିଲେ। ରକ୍ତଦାନ ମହତ୍ ଦାନ ବିଷୟରେ ସମସ୍ତେ ଆଲୋକପାତ କରିଥିଲେ। […]