Browsing category

ମହାନଗର

ବାତ୍ୟା ପାଇଁ ଦୁଇଦିନ ଧଉଳି ଶାନ୍ତିସ୍ତୁପ ବନ୍ଦ

ଭୁବନେଶ୍ୱର,୨୪/୧୦(ଏସଏସନିଉଜ) ସମ୍ଭାବ୍ୟ ବାତ୍ୟା ଦାନାର ଗଭୀର ପ୍ରଭାବରେ ଜିଲ୍ଲାର ସମୁନ୍ଦ୍ର ଉପକୂଳ ଅଞ୍ଚଳମାନଙ୍କରେ ପ୍ରବଳରୁ ଅତି ପ୍ରବଳବର୍ଷା, ବିଜୁଳି ଏବଂ ପାଗଖରାପ ରହିବାଦୃଷ୍ଟିକୁ ଆଖିଆଗରେ ରଖି ଆଜିଠାରୁ ଦୁଇଦିନ ପାଇଁ ପର୍ଯ୍ୟଟକମାନଙ୍କ ନିମନ୍ତେ ଧଉଳି ଶାନ୍ତିସ୍ତୁପ ବନ୍ଦ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପ୍ରଶାସନ ପକ୍ଷରୁ ନିଷ୍ପତି ନିଯାଇଅଛି। ତଦନୁଯାୟୀ ଧଉଳି ଶାନ୍ତିସ୍ତୁପ ଆଜି ଅପରାହ୍ନ ୧ଘଟିକାରୁ ଆସନ୍ତାକାଲି ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶରେ ଅତିରିକ୍ତ […]

ଗୋଦାମରେ ଚଢ଼ାଉ, ୫ ଜଣଙ୍କୁ ନୋଟିସ

କଟକ,୨୪/୧୦(ଏସଏସନିଉଜ)ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜିସନ୍ଧ୍ୟାରେ ଅଚାନକ କଟକ ଗସ୍ତ କରିଛନ୍ତି । ସେଠାରେ ମାଲଗୋଦାମସ୍ଥିତ ବିଭିନ୍ନ ଗୋଦାମ ଏବଂ ଛତ୍ରବଜାର ଆଳୁ ଗୋଦାମରେ ଚଢ଼ାଉ କରି ଗଚ୍ଛିତ ସାମଗ୍ରୀର ସ୍ଥିତି ଯାଞ୍ଚ କରିଛନ୍ତି । ଏଠାରେ ପ୍ରଚୁର ପରିମାଣର ସାମଗ୍ରୀ ମହଜୁଦ ରହିଛି ଏବଂ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଅନାବଶ୍ୟକ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ […]

ଦେଖାଗଲା ବାତ୍ୟା ‘ଦାନା’ର ଆଖି

ଭୁବନେଶ୍ବର,୨୪ା୧୦(ଏସଏସନିଉଜ) ଦାନାକୁ ନେଇ ଏବେ ସାରା ରାଜ୍ୟବାସୀ ଆଶଙ୍କାରେ ରହିଛନ୍ତି । ସ୍ଥଳଭାଗର ନିକଟତର ହେଉଛି ବାତ୍ୟା ଦାନା । ଏବେ ପାରାଦୀପଠୁ ମାତ୍ର ୧୦୦ କିମି ଦୂରରେ ରହିଛି । କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଧାମରା ସ୍ଥଳଭାଗ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବରୁ ଆକଳନ କରାଯାଇଥିବାବେଳେ ଏବେ ବାତ୍ୟା ତା’ର ଗତିପଥ ବଦଳାଯାଇଛି । ଚାନ୍ଦବାଲିରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି କୁହାଯାଇଛି ।ପାରାଦ୍ବୀପ ରାଡାରକୁ ଆସିଛି ବାତ୍ୟା ଦାନାର ଆଖିା […]

ତାଳଚୁଆରେ ଲ୍ୟାଣ୍ଡ କରିବ ଦାନା !

ଭୁବନେଶ୍ୱର,୨୪ା୧୦(ଏସଏସନିଉଜ)ବାତ୍ୟା ଦାନାକୁ ନେଇ ଆସିଛି ଆଉ ଏକ ବଡଖବର । କେନ୍ଦ୍ରାପଡା ତାଳଚୁଆରେ ଲ୍ୟାଣ୍ଡ କରିପାରେ ବୋଲି ଆକଳନ କରାଯାଉଛି । ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇସାରିଛି । ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଭିତରକନିକା- ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବାକୁ ନେଇ ପୂର୍ବରୁ ମଧ୍ୟ ଆକଳନ କରିସାରିଛି ପାଣିପାଗ ବିଭାଗ । ସମୁଦ୍ର ଉପକୂଳ ଯୋଗୁଁ ଏଠାରେ ଲ୍ୟାଣ୍ଡଫଲ କରିବା ନେଇ ଅଧିକ ସମ୍ଭାବନା ରହିଥିବା ବିଭାଗ […]

ବାତ୍ୟା ପାଇଁ ନନ୍ଦନକାନନ ବନ୍ଦ

ବାରଙ୍ଗ,୨୩/୧୦(ଏସଏସନିଉଜ)ଆସନ୍ତାକାଲି ଓ ୨୫ ତାରିଖରେ ବନ୍ଦ।ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ବନ୍ଦ ରହିବ।ଦୁଇଦିନ ପାଇଁ ନନ୍ଦନକାନନ ଓ ବଟାନିକାଲ ବନ୍ଦ ରହିବା ନେଇ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ

ଭୁବନେଶ୍ୱର,୨୩ା୧୦(ଲିଙ୍ଗରାଜରାଉତ)ବାତ୍ୟାକୁ ନେଇ ଆଉ ଏକ ବଡ ଖବର ମିଳିଛି । ଏବେଯାଏଁ ମିଳିଥିବା ସୂଚନା ଅନୁସାରେ, ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ଏହାର ପ୍ରଭାବରେ କେନ୍ଦ୍ରାପଡାରେ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ପାରାଦୀପରେ ମଧ୍ୟ ଦେଖିବାକୁ ମିଳିଲାଣି ପ୍ରଭାବ […]

ମାଡି ଆସୁଛି ଦାନା

ଭୁବନେଶ୍ବର,୨୩ା୧୦(ଏସଏସନିଉଜ)ବାତ୍ୟା ଦାନାକୁ ନେଇ ଏବେ ବଡଖବର ଆସିଛି ।ଦାନା ଆଜି ବାତ୍ୟାର ରୂପ ନେଇଥିବା ବେଳେ ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେଇପାରେ । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିବା ଅନୁଯାୟୀ ଭିତରକନିକା-ଧାମରା ଭିତରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ସୁଦ୍ଧା ଏହା ଉପକୂଳ ଅତିକ୍ରମ କରିବା ନେଇ ସୂଚନା ରହିଛି । ତେବେ ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ ଭିତରେ […]

ଆମ୍ବୁଲାନ୍ସ ଡ୍ରାଇଭରଙ୍କ ନିର୍ମମ ହତ୍ୟା!

ଭୁବନେଶ୍ୱର,୨୧/୧୦(ଏସଏସନିଉ ଜ)ଭୁବନେଶ୍ୱରରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ନିର୍ମମ ଭାବେ ହତ୍ୟା କରାଯାଇଛି । ରାଜଧାନୀ ପଟିଆ ଅଞ୍ଚଳରେ ଏକ ନିର୍ମାଣାଧିନ ମନ୍ଦିର ନିକଟରୁ ମିଳିଛି ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ । ମୃତକ ପଥରଗାଡ଼ିଆ ଅଞ୍ଚଳର ସୁଶାନ୍ତ ବେହେରା ବୋଲି ଜଣାପଡ଼ିଛି ।ସେ ଭୁବନେଶ୍ୱରର ଅହଲ୍ୟା ହସ୍ପିଟାଲରେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ ।ସୁଶାନ୍ତ ଗତକାଲି ଅପରାହ୍ନ ୨.୩୦ ମିନିଟରୁ ଘରୁ ବାହାରି ଆସିଥିଲେ ।ଏହାପରେ ତାଙ୍କ ଫୋନ୍ ନଲାଗିବାରୁ ଏନେଇ ପରିବାର ଲୋକେ ଇନ୍ଫୋସିଟି ଥାନାରେ […]

ମାଡିଆସୁଛି ବାତ୍ୟା

ଭୁବନେଶ୍ୱର,୨୨ା୧୦(ଏସଏସନିଉଜ)ବଙ୍ଗୋପସାଗରରେ ସକ୍ରିୟ ୱେଲ୍ ମାର୍କଡ ଲୋ ପ୍ରେସର ଆଜି ଡିପ୍ରେସନରେ ପରିଣତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଅବପାତ।ଡିପ୍ରେସନ ଏବେ ପାରାଦୀପ ଉପକୂଳରୁ ୭୩୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୭୯ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ବାଂଲାଦେଶ ଖେପୁପରା ଉପକୂଳରୁ ୭୪୦ କିଲୋମିଟର ଦକ୍ଷିଁଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ। ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ […]

ହୋଟେଲରେ ବିଜେଡି ପୂର୍ବତନ ବିଧାୟକଙ୍କ ମେଳି

ଭୁବନେଶ୍ୱର,୨୧/୧୦(ଏସଏସନିଉଜ) ଭୁବନେଶ୍ବରରେ ବିଜେଡିର ପରାଜିତ ବିଧାୟକ ପ୍ରାର୍ଥୀମାନେ ମେଳି କରିଛନ୍ତି ।ପରାଜିତ ବିଧାୟକ ପ୍ରାର୍ଥୀଙ୍କ ମେଳିକୁ ନେଇ ବଢିଛି ଚର୍ଚ୍ଚା ।ଭୁବନେଶ୍ବରର ଏକ ହୋଟେଲରେ ୭ଜଣ ପରାଜିତପ୍ରାର୍ଥୀ ବୈଠକ କରିଛନ୍ତି ।ବାସୁଦେବପୁରର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବରଗଡ଼ର ପୂର୍ବତନବିଧାୟକ ଦେବେଶଆଚାର୍ଯ୍ୟ,କଟକସଦରର ପୂର୍ବତନବିଧାୟକ ଚନ୍ଦ୍ରସାରଥୀ ବେହେରା,ପାରାଦୀପ ପୂର୍ବତନ ବିଧାୟକ ସମ୍ବିତରାଉତରାୟ, ଧର୍ମଶାଳାର ପୂର୍ବତନବିଧାୟକ ପ୍ରଣବ ବଳବନ୍ତରାୟ, ପିପିଲିର ପୂର୍ବତନବିଧାୟକ ରୁଦ୍ରପ୍ରତାପ ମହାରଥୀ,ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବୈଠକ କରିଥିବା ସୂଚନା ମିଳିଛି।ଯାହାକୁ ନେଇ ରାଜନୈତିକ ମହଲରେ […]