Browsing category

ମହାନଗର

ବାତ୍ୟା ପାଇ ସ୍କୁଲ୍ ଛୁଟି

ଭୁବନେଶ୍ୱର,୨୧/୧୦(ଏସଏସନିଉଜ)ଆସୁଛି ବାତ୍ୟା, ସ୍କୁଲବନ୍ଦ ଘୋଷଣା କରିଛନ୍ତି ରାଜ୍ୟସରକାର ।ବାତ୍ୟା ଦାନାକୁ ଆଖିଆଗରେ ରଖି ସ୍କୁଲଛୁଟି ଘୋଷଣା କରିଛନ୍ତି ସରକାର ।ବାତ୍ୟାପ୍ରଭାବିତ ୧୪ ଜିଲ୍ଲାରେ ଆସନ୍ତା ୨୩ ତାରିଖରୁ ୨୫ତାରିଖ ପର୍ୟ୍ୟନ୍ତ ସ୍କୁଲ ବନ୍ଦରହିବ ବୋଲି ସରକାର ଘୋଷଣା କରିଛନ୍ତି । ସରକାରଙ୍କ କହିବା ମୁତାବକ, ବଙ୍ଗୋପସାଗରରେ ବାତ୍ୟା ଆସିବାକୁଅଛି ।ଯେଉଁଥିରେ କି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବୋହିପାରେ । ଏହାକୁ ଆଖି ଆଗରେ ରଖି ୧୪ଜିଲ୍ଲା ଗଞ୍ଜାମ ସହିତ ପୁରୀ, ଜଗତସିଂହପୁର,କେନ୍ଦ୍ରାପଡା,ଭଦ୍ରକ,ବାଲେଶ୍ୱର, ମୟୂରଭଞ୍ଜ,କେନ୍ଦୁଝରରେ ସ୍କୁଲ […]

ମିଛ କନିଆଁକୁ ଖୋଜୁଛି ପୋଲିସ

ଭୁବନେଶ୍ୱର,୨୧/୧୦(ଏସଏସନିଉଜ)ଜଣେ ଯୁବକଙ୍କୁ ବାହାକରାଇ ଦେବାପାଇଁ ଠକଜଣଙ୍କ ପ୍ରସ୍ତାବ ଦେଇଥିଲେ।ଉପଯୁକ୍ତ ପାତ୍ରି ସହ ଭିଡିଓ କଲଯୋଗେ କଥାବାର୍ତ୍ତା ବି କରାଇଦେଲେ।ବାହାଘରଦିନ ଧାର୍ଯ୍ୟ ହେଲା, ଲୁଗାପଟାରୁ ଆରମ୍ଭ କରି ଗହଣା ବି କିଣାହେଲା । ଭିଡିଓ କଲରେ ମିଛ କନିଆଁ ସହ କଥା ମଧ୍ୟ କରାଇଦେଲେ।ସୋସିଆଲ ମିଡିଆରେ ଦେଖାଚାଁହା,ଫସନ୍ଦ୍,କନ୍ୟା ଦେଖା ସବୁ ଆରମ୍ଭ ହୋଇ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଗଲା।ଶେଷରେ ମିଛ କନିଆ ବୋଲି ଜଣାପଡିବା ପରେ ବରକୁ ଶିଶୁପାଳ ହେବାକୁ ପଡ଼ିଥିଲା।ଏହିଭଳି ଘଟଣା ଭୁବନେଶ୍ୱର ଭରତପୁର ଥାନା ଅଧୀନରେ […]

ଦାନା ପାରାଦୀପ-ବାଲେଶ୍ବର ମଧ୍ୟରେ ଲ୍ୟାଣ୍ଡଫଲ!

ଭୁବନେଶ୍ବର,୨୧/୧୦(ଏସଏସନିଉଜ)ସାମ୍ଭବ୍ୟ ବାତ୍ୟା ଦାନା ପାରାଦୀପରୁ ବାଲେଶ୍ବର ମଧ୍ୟରେ ୨୪ ତାରିଖରେ ଲ୍ୟାଣ୍ଡଫଲ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି।ଦାନା ଅତି ଭୀଷଣ ବାତ୍ୟାର ରୂପନେଇ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଉପକୂଳ ଓଡ଼ିଶାରେ ତାଣ୍ଡବରଚିବ ବୋଲି କୁହାଯାଉଛି। ଦାନା ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୦୦ ରୁ ୧୫୦କିମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନାଦେଇଛି।ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କକାର୍ଯ୍ୟାଳୟରେ ୨୪ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲାଯାଇ ବାତ୍ୟାର ଗତିପଥ ଉପରେ […]

ଆସୁଛି ବାତ୍ୟା ଦାନା

ଭୁବନେଶ୍ୱର,୨୦/୧୦(ଏସଏସନିଉଜ)ଆସୁଛି ବାତ୍ୟା ଦାନା ।ଏହାରପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳବର୍ଷା ସମ୍ଭାବନା ରହିଛି ।ବର୍ଷା ପ୍ରଭାବରେ ତଳିଆଅଞ୍ଚଳ ଜଳମଗ୍ନ ହୋଇପାରେ । ଭୁସ୍ଖଳନ ବି ହୋଇପାରେ ।କଚ୍ଚାଘର ପ୍ରଭାବିତ ହୋଇପାରେ ।ବର୍ଷାପବନରେ ଗଛ ବି ଭାଙ୍ଗିପାରେ । ବିଦ୍ୟୁତ ସେବା ପ୍ରଭାବିତ ହୋଇପାରେ ବୋଲି ଅନୁମାନ କରାଯାଉଛି।ଏହାର ପ୍ରଭାବ ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ ଖୋର୍ଦ୍ଧା, ଗଞ୍ଜାମ, ଗଜପତିରେ ଥିବାରୁ ପ୍ରବଳ ବର୍ଷାର ଆକଳନ କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁଦେଖି […]

୨୩ରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର,୨୦/୧୦(ଏସଏସନିଉଜ) ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ ସୂଚନା ମିଳିଛି । ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୪ ସକାଳ ସୁଦ୍ଧା ଓଡ଼ିଶା- ପଶ୍ଚିମବଙ୍ଗ ଉପକୂଳ ଛୁଇଁବାନେଇ ସମ୍ଭାବନା ରହିଛି । ଏନେଇ IMD ପକ୍ଷରୁ ସୂଚନା ଜାରି ହୋଇଛି । ୨୨ ତାରିଖ ସକାଳେ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବ । ୨୩ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବ । ବାତ୍ୟା ରୂପ […]

ସେଲୁନ୍ ଆଣ୍ଡ୍ ସ୍ପାରେ ସେକ୍ସ ରାକେଟ୍ !

ଭୁବନେଶ୍ବର,୧୯/୧୦(ଏସଏସନିଉଜ) ଭୁବନେଶ୍ବରସ୍ଥିତ ରବିଟକିଜ ଛକ ଡାଇମଣ୍ଡ ସେଲୁନ୍ ଆଣ୍ଡ୍ ସ୍ପାରେ ଉତ୍ତେଜନା ଦେଖାଦେଇଛି ।ଜଣେ ଯୁବତୀଙ୍କୁ ଜବରଦସ୍ତ ଖରାପ କାର୍ଯ୍ୟରେ ନିୟୋଜିତ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ବଡ଼ଗଡ଼ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି। ରବିଟକିଜ ଛକରେ ଥିବା ଏକ ସେଲୁନ୍ ଓ ସ୍ପାରେ ସେକ୍ସ ରାକେଟ୍ ଚାଲୁଥିବା ନେଇ ପୋଲିସ ସନ୍ଦେହ କରି ଚଢାଉ କରିଥିଲା।ସେଠାରୁ ୨ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ଯୁବକକୁ ଅଟକ ରଖିଛି ପୋଲିସ। ସ୍ପାରୁ କିଛି ଆପତ୍ତିଜନକ […]

ବସମାଲିକଙ୍କ ମହାନତା

ବାରଙ୍ଗ,୧୯/୧୦(ଏସଏସନିଉଜ) ଶନିବାର ଦିନ ଜଣେ ବସ ମାଲିକ ଯାତ୍ରୀଙ୍କ ଲାପ୍ ଟପ୍ ଓ କିଛି ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇ ନିଜର ସଚ୍ଚୋଟ ପଣିଆକୁ ପ୍ରମାଣିତ କରିଛନ୍ତି । ବସ ମାଲିକଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି । ସୂଚନା ଯୋଗ୍ୟ ଯେ , ଶୁକ୍ରବାର ଦିନ ବ୍ରହ୍ମପୁର ଅଞ୍ଚଳର ଅଭିଳାଷ କୁମାର ପାତ୍ର ନାମକ ଯୁବକ ନିଜ ସାଙ୍ଗମାନଙ୍କ ସହିତ ନନ୍ଦନକାନନ ଚିଡ଼ିଆଖାନା ବୁଲିବା ପାଇଁ ଆସିଥିଲେ । ନନ୍ଦନକାନନ […]

ଚୌଦ୍ବାରରେ ହେବ ସମନ୍ବିତ ଟେକ୍ସଟାଇଲ ପାର୍କ

ଚୌଦ୍ବାର,୧୯/୧୦(ଏସଏସନିଉଜ)ୱେଲସ୍ପୁନ କମ୍ପାନୀର ମୁଖ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ।ବିଜୟ ଓ ବାଳକୃଷ୍ଣ ଗୋଏଙ୍କାଙ୍କ ସହ ମୋହନଙ୍କ ଆଲୋଚନା ହୋଇଛି।ଟେକ୍ସଟାଇଲରେ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଥିବା ସହସମ୍ବଲପୁର ନିର୍ଗୁଣ୍ଡିରେ ଖୁବ୍‌ଶୀଘ୍ର ହେବ DI ପାଇପ୍‌ ପ୍ରକଳ୍ପ ହେବା ନେଇ ଜଣାପଡିଛି।

ଶ୍ବେତାଶ୍ରୀ ମହାପାତ୍ର ଓଏଏସ୍ ଟପ୍ପର

ଭୁବନେଶ୍ୱର,୧୯/୧୦(ଏସଏସନିଉଜ)ପ୍ରକାଶ ପାଇଛି ୨୦୨୨ର ଓଏଏସ୍ ରେଜଲ୍ଟ । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ । ଟପ୍ ଟେନ୍‌ରେ ରହିଛନ୍ତି ୫ମହିଳା ଓ ୫ପୁରୁଷ । ସାରା ଓଡ଼ିଶାରେ ଟପ୍ କରିଛନ୍ତି ଭଦ୍ରକର ଶ୍ବେତାଶ୍ରୀ ମହାପାତ୍ର। ଟପ୍‌ ୧୦ରେ ରହିଛନ୍ତି୧. ଶ୍ବେତାଶ୍ରୀ ମହାପାତ୍ର ୨. ପ୍ରିଙ୍କିଲ ପରବୀନ ପରିଡ଼ା ୩. ଦୀପ୍ତିରଞ୍ଜନ ପତି ତୃତୀୟ୪- ପ୍ରଜ୍ଞା ପାରଙ୍ଗମ୫- ଆଜାଦ ସାହୁ୬- ଦୀପମ ରାଉତ୭- ଦେବବ୍ରତ ଗୌଡ଼୮- ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ୯- କପିଳ କୁମାର ମହାନ୍ତି୧୦- ଅମ୍ରିତା […]

୨୩ରୁ ୨୫ବର୍ଷା-IMDଡିଜି

ଭୁବନେଶ୍ୱର,୧୯/୧୦(ଏସଏସନିଉଜ)ସମ୍ଭାବ୍ୟ ଲଘୁଚାପ ଓ ଅବପାତ ନେଇ IMD ଡିଜି ସୂଚନା ଦେଇଛନ୍ତି।ସେ କହିଛନ୍ତି୨୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ,ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଗତିପଥ ନେଇ ଆକଳନ ହେବ।୨୩ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହେବ।ସମୁଦ୍ର ମଧ୍ୟରେ ପବନର ବେଗ ୪୫ରୁ ୫୫ କିମି ରହିବ।୨୨ ପରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀଜୀ ୨୧ ସୁଦ୍ଧା ଫେରିଆସନ୍ତୁ ବୋଲି କୁହାଯାଇଛି।୨୩ରୁ ୨୫ ମଧ୍ୟରେ […]