Browsing category

ମହାନଗର

ବାତ୍ୟା କ୍ଷତିଗ୍ରସ୍ତଙ୍କ ସହାୟତା ରିଲିଫପାଣ୍ଠିକୁ ସହାୟତା

ଭୁବନେଶ୍ୱର,୩୦/୧୦(ଏସଏସନିଉଜ)ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତଙ୍କ ସହାୟତା ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାରକାର୍ଯ୍ୟ ପାଇଁ ଆଜି ଲୋକସେବାଭବନ ଠାରେ ବିଭିନ୍ନ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ବାତ୍ୟାବିପନ୍ନଙ୍କ ସହାୟତା ପାଇଁ ସେମାନଙ୍କଠାରୁ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗ୍ରହଣ କରିଛନ୍ତି।ଏହି ସଂସ୍ଥା ହେଉଛନ୍ତି କେଏମ୍‌ଭି ପ୍ରୋଜେକ୍ଟ ଲିମିଟେଡେ ପକ୍ଷରୁ ୫୦ଲକ୍ଷ ଟଙ୍କା, ବିଜ୍ଞାନଭାରତୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୧୦ଲକ୍ଷ , ହାଇଇଲ୍‌ଡ ଇଷ୍ଟେଟ୍‌ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ୫ଲକ୍ଷ ,ସୂର୍ଯ୍ୟକ୍ଷେତ୍ର […]

ମନୋରଂଜନ ସାହୁ ହେଲେ ଭୁବନେଶ୍ବର ଉପଜିଲ୍ଲାପାଳ

ଭୁବନେଶ୍ୱର,୨୮ା୧୦(ଏସଏସନିଉଜ)OASସ୍ତରରେ ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାରାଶୈଳେନ୍ଦ୍ର କୁମାର ଜେନା ମିଶନଶକ୍ତି ଯୁଗ୍ମସଚିବ ହୋଇଥିବାବେଳେ ମମତା ବାରିକ ଓଡ଼ିଶା ଜୀବିକାମିଶନ ଯୁଗ୍ମସଚିବ,ବିନୋଦ କୁମାର ଜେନା ପର‌୍ୟ୍ୟଟନ ବିଭାଗ ଯୁଗ୍ମ ସଚିବ,ଗୋପୀନାଥ କୁଅଁରଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଯୁଗ୍ମ ସଚିବ .ମନୋରଂଜନ ସାହୁ ଭୁବନେଶ୍ବର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି ।

ପୋଲିସ ପିନ୍ଧିବେ ବଡି କ୍ୟାମେରା

ଭୁବନେଶ୍ୱର,୨୭ା୧୦(ଏସଏସନିଉଜ) ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ୍‌ରେ କମିଶନରେଟ୍ ପୋଲିସାଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ ପୋଲିସର ନୂଆଯୋଜନା ଆରମ୍ଭ କରିବାକୁ ଯାଉଛିାଥାନାରିସେପସନ୍ ଦାୟିତ୍ବରେଥିବା ଅଧିକାରୀ ପିନ୍ଧିବେ ବଡିକ୍ୟାମେରା ।ଥାନାରେ ଉତ୍ପାତକରୁଥିବା ଅମାନିଆଙ୍କ ଅଡିଓ,ଭିଡିଓ ରେକର୍ଡହେବ ।କେବଳ ଏତଲାକାରୀନୁହେଁ, ପୋଲିସର ବ୍ୟବହାର ମଧ୍ୟ ରେକର୍ଡ ହେବାକ୍ୟାମେରାରେ ରେକର୍ଡଦୃଶ୍ୟକୁ ସିଧାସଳଖଦେଖିବେ ସିପି ଓ ଡିସିପିାପାନିକ୍ ବଟନ ଦବାଇବାମାତ୍ରେ ଅଭାବନୀୟଘଟଣା ରେକର୍ଡ ହେବାପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ୍ ପୋଲିସା

ବିମାନବନ୍ଦର ପାଖରେ ବୁଲୁଛି ବାଘ

ଭୁବନେଶ୍ୱର ୨୬/୧(ଏସଏସନିଉଜ)ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ବାଘ ବୁଲିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏୟାର ପୋର୍ଟ ଡମ୍ପିୟାର୍ଡ ନିକଟରେ ଏକ କଳରାପତରିଆ ବାଘ ବୁଲୁଥିବାର ଦେଖିବାକୁ ମିଳିଥିଲା । ଯାହାଫଳରେ ଭୟରେ ସେଠାରେ କାମ କରୁଥିବା ଲୋକେ ଭିତରକୁ ପଶୁନାହାନ୍ତି।ଖବରପାଇ ଘଟଣାସ୍ଥଳରେ ବନବିଭାଗ ଟିମ୍ ଏବଂ ପୋଲିସ ଟିମ୍ ପହଞ୍ଚିବାଘଟିକୁ ଧରିବାକୁ ଅନୁଧ୍ୟାନ କରୁଥିବାର୍ ଜଣାପଡିଛି।

ଅଦିନିଆ ରଥଯାତ୍ରାକୁ ନେଇ ବିବାଦ

ଭୁବନେଶ୍ୱର,୨୬/୧୦(ଏସଏସନିଉଜ)ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ଦେଖାଦେଇଛି । ଆମେରିକା ହୁଷ୍ଟନରେ ନଭେମ୍ବର ୩ତାରିଖରେ ସ୍ନାନଯାତ୍ରା ଏବଂ ନଭେମ୍ବର୯ ତାରିଖରେ ଇସ୍କନ ଏହି ରଥଯାତ୍ରା ଆୟୋଜନ କରିବାକୁ ଯାଉଛି । ଇସ୍କନ ତରଫରୁ ରଥଯାତ୍ରା ପ୍ରସ୍ତୁତିକୁ ନେଇ ତେଜିଛି ଅସନ୍ତୋଷ।ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ହୁଷ୍ଟନର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । କୋଟିକୋଟି ଜଗନ୍ନାଥପ୍ରେମୀ ମଧ୍ୟ ଏଭଳି ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରତିବର୍ଷ […]

ଦାନାର ଲ୍ୟାଣ୍ଡଫଲ୍ ପରେ ୩ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି ।ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଆଜି ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ।ବାତ୍ୟାର ପରବର୍ତିସମୟରେ ଅନୁଗୁଳ, ବାଲେଶ୍ବର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀଆଦି ୧୬ ଜିଲ୍ଲାରେ ଫ୍ଲାସ୍ ଫ୍ଲଡ ଆଶଙ୍କା ଦେଖାଦେଇଥିବାନେଇ ଆଇଏମଡି ପକ୍ଷରୁ ଏନେଇ […]

ୱାର୍ଡରଙ୍କୁ ଆକ୍ରମଣ କଲେ କଏଦୀ

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) ଝାରପଡ଼ା ଜେଲରେ ଅଶାନ୍ତି ଦେଖାଦେଇଛି । ଜେଲ ଭିତରେ ୱାର୍ଡରଙ୍କୁ କିଛି କଏଦୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମାରପିଟ୍ ପରେ ଜେଲରେ ଏମର୍ଜେନ୍ସି ସାଇରନ୍ ବାଜି ଉଠିବାରୁ ଲକ୍ଷ୍ମୀସାଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ୱାର୍ଡରଙ୍କୁ କିଛି କଏଦୀ ଆକ୍ରମଣ କରିବାର ପକୃତ କାରଣ ଜଣାପଡିନଥିବାବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’ ?

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ଦାନା ? କାହିଁକି ବିଳମ୍ବ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା ।ଏହାକୁନେଇଚର୍ଚ୍ଚା ଯୋରଧରିଛି ।ବାତ୍ୟା ‘ଦାନା’ ଉପକୂଳ ମୁହାଁ ହେଉଥିବା ବେଳେ ଉଭୟ ପୂର୍ବ ଓ ପଶ୍ଚିମ ଦିଗରୁ ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବାରୁ ବାତ୍ୟାର ଗତି ସାମାନ୍ୟ ମନ୍ଥର ହୋଇଯାଇଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲ୍ୟାଣ୍ଡଫଲ ପ୍ରକ୍ରିୟା ସାଧାରଣତଃ ୫ରୁ ୬ ଘଣ୍ଟା ଲାଗିଥାଏ । ହେଲେ ବାତ୍ୟା ଦାନାର ଲ୍ୟାଣ୍ଡଫଲ […]

ଧାମରାରେ ଫସିଲା ୨ଟ୍ରଲର

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) ବାତ୍ୟା ପାଇଁ ଧାମରା ବନ୍ଦରରେ ଫସିଛି ୨ ଟ୍ରଲର । ଫସିଥିବା ଟ୍ରଲର ଦୁଇଟି ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି । କିଛି ଦୂରରେ ଲଙ୍ଗର ପକାଇ ରହିଛନ୍ତି । ତେବେ ଟ୍ରଲରରେ କେତେ ମତ୍ସ୍ୟଜୀବୀ ଅଛନ୍ତି ଜଣାପଡ଼ିନି ।ଅନ୍ୟପଟେ ବାତ୍ୟା ଦାନା ରାତି ପ୍ରାୟ ୧୨ଟା ୫ ମିନିଟରୁ ସ୍ଥଳଭାଗ ଛୁଇଁବା ପରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍। ବାତ୍ୟା ଦାନା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା […]

ଭିଣୋଇର ଭୁଜାଲି ଚୋଟରେ ଚାଲିଗଲା ଶଳାର ଜୀବନ

ମେଣ୍ଢାଶାଳ,୨୪ା୧୦(ଏସଏସନିଉଜ)ପାରିବାରିକ ବିବାଦ ଯୋଗୁ ନିଶାଶକ୍ତ ଭିଣୋଇର ଭୁଜାଲି ଚୋଟରେ ଶଳାର ଜୀବନ ଯିବାସହ ୩ଜଣ ଆହତ ହୋଇଛନ୍ତି ।ଏହିଭଳିଘଟଣା ବୁଧବାର ବିଳମ୍ଭିତରାତିରେ ମେଣ୍ଢାଶାଳ ଫାଣ୍ଡି ଅଧିନସ୍ଥ ମେଣ୍ଢାଶାଳ ଗ୍ରାମରେ ଘଟିଛି । ପ୍ରକାସ ଯେ,ଗଙ୍ଗାପଡାଗ୍ରାମର ଲକ୍ଷ୍ମୀଧରଦାସ (୫୭) ମେଣ୍ଢାଶାଳଗ୍ରାମର ପ୍ରଶାନ୍ତବିଶ୍ୱାଳଙ୍କ ଭଉଣୀକୁ ବିବାହ କରିଥିଲେ ।ପରବର୍ତି ସମୟରେ ଲକ୍ଷ୍ମୀଧର ପିଲାଛୁଆଙ୍କୁ ଧରି ଶଶୁରଘର ମେଣ୍ଢାଶାଳରେ ରହୁଥିଲେ ।ବୁଧବାର ବିଳମ୍ଭିତରାତିରେ ନିଶାଶକ୍ତଅବସ୍ଥାରେ ଲକ୍ଷ୍ମୀଧର ଘରକୁ ଫେରିଥିଲେ ।ବାଇକର ହର୍ଣଶୁଣି ଶଳା ପ୍ରଶାନ୍ତବିଶ୍ୱାଳ କବାଟ ଖୋଲିବା କ୍ଷଣି ଏକ ଭୁଜାଲିରେପ୍ରଶାନ୍ତଙ୍କ […]