କାଠଯୋଡିକୁ ଡେଇଁ୨ ନିଖୋଜ
ବାରଙ୍ଗ,୯ା୮(ଏସଏସନିଉଜ)ତ୍ରିଶୂଳିଆ ସୁବାଷ ସେତୁରେ ପୁଣି ଅଘଟଣଘଟିଛି। ଶୁକ୍ରବାରରାତିରେ ସେତୁ ଉପରୁ କାଠଯୋଡିକୁ ଡେଇଁ ପଡ଼ି ଆତ୍ମହତ୍ୟା କରିଛନ୍ତି ଦୁଇଜଣ ।ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ବିବାହିତ ମହିଳା ଓ ଅନ୍ୟଜଣେ ଯୁବକ ଥିବାର ଜଣାପଡିଛି ।ତେବେ ମହିଳାଜଣଙ୍କ ହେଉଛନ୍ତି ବାଙ୍କୀ ଥାନାଅଧିନସ୍ଥ ବାଆଁରା ପଞ୍ଚାୟତ ରାମଚଣ୍ଡୀ ଗ୍ରାମର ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପତ୍ନୀ ବର୍ଷା ଲେଙ୍କା ଓ ଅନ୍ୟଜଣଙ୍କର ପରିଚୟ ମିଳିପାରିନାହିଁ ।ସ୍ଥାନୀୟଲୋକଙ୍କଠାରୁ ଖବରପାଇ ବାରଙ୍ଗ ପୋଲିସ ଏବଂ ବାରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜଙ୍କୁ ଖୋଜାଖୋଜି […]