Browsing category

ମହାନଗର

ଶେଷରେ ଆଖିବୁଜିଲା ବାଘଛୁଆ

ବାରଙ୍ଗ,୧ା୮(ଏସଏସନିଉଜ) ମା ଆଡେଇଦେବାରୁ କର୍ତୁପକ୍ଷଙ୍କ ନିର୍ଦ୍ଦେଶରେ କର୍ମଚାରୀଙ୍କ କୋଳରେ ଜୀବନ ଆରମ୍ଭ କରିବାକୁ ଆସିଥିବା ବାଘଛୁଆଟି ଶେଷରେ ଗୁରୁବାରଦିନ ଆଖିବୁଜିଛି ।ପ୍ରାଣିଉଦ୍ୟାନ ନନ୍ଦନକାନନରେ ମଙ୍ଗଳବାର ଦିନ ଅର୍ଥାତ ୩୦ ତାରିଖରେ ବାଘୁଣୀ ମୌସୁମୀ ୩ଟି ଶାବକ ଜନ୍ମ ଦେଇଥିଲା । ଦୁଇଟି ମଲା ଶାବକ ଜନ୍ମ ଦେଇଥିବା ବେଳେ ଗୋଟିଏ ସୁସ୍ଥ ଶାବକ ଜନ୍ମ ଦେଇଥିଲା କିନ୍ତୁ ଛୁଆଙ୍କୁ ଗ୍ରହଣ କରିନଥିଲା ମା ମୌସୁମୀ । ଅନାଥ ହୋଇଯାଇଥିଲା ଏହି ବାଘ ଶାବକଟି । କର୍ତ୍ତୁପକ୍ଷ ଏହି […]

ମେଣ୍ଢାଶାଳରେ ୨ଡେଙ୍ଗୁରୋଗୀ ଚିହ୍ନଟ

ମେଣ୍ଢାଶାଳ,୧ା୮(ଏସଏସନିଉଜ) ମେଣ୍ଢାଶାଳଗ୍ରାମରେ ଦୁଇଜଣ ମହିଳା ଡେଙ୍ଗୁରୋଗୀଚିହ୍ନଟ ହୋଇଥିବାର ଜଣାପଡିଛି ।ସେମାନେ ହେଲେ ରାନୁସାହୁ ନାମକ ୨୦ବର୍ଷିୟାଯୁବତୀ ଓ ରେବତୀଭୋଇ ନାମକ ୨୫ବର୍ଷୀୟା ଯୁବତୀା ଡେଙ୍ଗୁରୋଗରେ ଆକ୍ରାନ୍ତହୋଇ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସ୍‌ିତ ହେଉଥିବାର ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟଚିକିସ୍‌ାଅଧିକାରୀ ଡ.ମୋହନହେମ୍ରମ କହିଛନ୍ତି ।ଭୁବନେଶ୍ୱରବ୍ଲକର କୈାଣସି ଗ୍ରାମରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନଥିବାବେଳେ ପ୍ରଥମକରି ମେଣ୍ଢାଶାଳରେ ଚିହ୍ନଟ ହୋଇଥିବାର ସେ କହିଛନ୍ତି ।ଗାଁଚାରିପଟେ ମଇଳାପାଣି ଜମାହୋଇରହୁଥିବାରୁ ମଶାମାନଙ୍କର ସଂଖ୍ୟା ଧିରେଧିରେ ବୃଦ୍ଧିପାଇବାସହ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଖୁବଶିଘ୍ର ସ୍ୱାସ୍ଥ୍ୟକର୍ମୀମାନଙ୍କଦ୍ୱାରା […]

ଓଆଇଏସଏଫ ନଜରରେ ରହିବ ନନ୍ଦନକାନନ

ବାରଙ୍ଗ,୧ା୮(ଏସଏସନିଉଜ)ଗୁରୁବାରଠାରୁ ନନ୍ଦନକାନନ ଜଗିବେ ଓଆଇଏସଏଫ । ଓଆଇଏସଏଫର ୩୫ଜଣିଆ ସଦସ୍ୟଙ୍କୁ ନେଇ ଗଠିତ ଏକ ପ୍ଲାଟୁନ ଫୋର୍ସର ନଜରରେ ରହିବ ନନ୍ଦନକାନନ ।ନନ୍ଦନକାନନର ସୁରକ୍ଷାନେଇ ଏଭଳି ପଦକ୍ଷପ ନେଛନ୍ତି କର୍ତୁପକ୍ଷ ।ଏହି ପ୍ଲାଟୁନ ଫୋର୍ସରେ ଜଣେ ଇନ୍ସପେକ୍ଟର, ୪ ସବ୍ ଇନ୍ସପେକ୍ଟର ଏବଂ ୩୦ କନଷ୍ଟେବଳ ରହିଛନ୍ତି ।ପର୍ଯ୍ୟଟକମାନଙ୍କ ସହ ଅନ୍ୟାନ୍ୟ ସୁରକ୍ଷା ପାଇଁ ଏଭଳି ଯୋଜନା କରିଛି ନନ୍ଦନକାନନ ।ତେବେ ଏନେଇ ନନ୍ଦନକାନନ କର୍ତୁପକ୍ଷ ଓ ଓଆଇଏସଏଫ(ଓଡିଶା ଶିଳ୍ପ ସେବା ବାହିନୀ) ମଧ୍ୟରେ ଜୁଲାଇରେ ଗୋଟିଏ […]

ରଖେ ହରି ତାକୁ ମାରେ କିଏ

ଭୁବନେଶ୍ୱର,୧ା୮(ଏସଏସନିଉଜ) ଗୋଡ଼ରେ ବେଡି ପଡ଼ିଥିଲେ ବି ମହାନଦୀରେ ଖସିପଡ଼ି ପ୍ରାୟ ୫୦କିମି ଆସିବାପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଜଣେ ମାନସିକବିକୃତ ମହିଳା।ସେ ଛତିଶଗଡ଼ରୁ ଆସି ଓଡ଼ିଶାର ଝାରସୁଗୁଡ଼ା ପଲସଦାରେ ଲାଗିଥିବାବେଳେ ମତ୍ସ୍ୟଜୀବୀମାନେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରକରି ପଲସଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ମହିଳା ଜଣଙ୍କ ଛତିଶଗଡ ରାୟଗଡା ଜିଲ୍ଲା ପୁସୋର ଥାନା ଅଧିନ ପୁରଥ ଗ୍ରାମର ବୋଲି ଜଣାପଡିଛି । ମହିଳାଜଣକ ସ୍ୱାମୀ ପରିତ୍ୟକ୍ତା ହୋଇଥିବା ବେଳେ ନିଜ ବାପ ଘରେ ରହୁଥିଲେ। […]

ଆରମ୍ଭ ହେଲା ବିଜେପି-ବିଜେଡ଼ି ବାକ୍‌ଯୁଦ୍ଧ

ଭୁବନେଶ୍ବର, ୧ା୮(ଏସଏସନିଉଜ) ମମତାଙ୍କ ଇସ୍ତଫାକୁ ନେଇ ବିଜେପି-ବିଜେଡ଼ି ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି ।ରାଜ୍ୟସଭା ସାଂସଦ ପଦରୁ ବିଜେଡି ସାଂସଦ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି । ଦଳ ମୋର ସେବାର ଆବଶ୍ୟକତା ଅନୁଭବ କରୁ ନ ଥିବାରୁ ବିଜେଡ଼ି ଛାଡୁଥିବା ନେଇ ସୋସିଆଲ ମିଡ଼ିଆରେ ମମତା ଦର୍ଶାଇଥିଲେ । ତେବେ ଏହିଘଟଣାପଛରେ ବିଜେପିର ହାତ ଥିବା ବିଜେଡ଼ି ନେତା ଅଭିଯୋଗ କରିଛନ୍ତି ।କିନ୍ତୁ ବିଜେଡ଼ିରେ ସ୍ବାଧୀନତା ନ ଥିଲା, କିଛି ଲୋକ ଦଳ ଚଲାଉଥିଲେ ବୋଲି […]

କମୁଛି ମୁଣ୍ଡଳୀ ଜଳସ୍ତର

ଭୁବନେଶ୍ବର,୩୧/୭(ଏସଏସନିଉଜ)କଟକ ମୁଣ୍ଡଳୀରେ କମିଲା ମହାନଦୀର ଜଳସ୍ତର।ସକାଳ ୬ଟା ସୁଦ୍ଧା ୪ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଛି।ଅପଷ୍ଟ୍ରିମ୍‌ରେ ୮୭.୮୦ ଓ ଡାଉନଷ୍ଟ୍ରିମ୍‌ରେ ୮୪.୯୦ ଫୁଟ ଜଳସ୍ତର ରହିଛି।ରାତିରେ ୪ ଲକ୍ଷ ୮୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା।ଜଳସ୍ତର କମିଥିବାରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା ନଥିବାର ଜଣାପଡିଛି।ଅନ୍ୟପଟେହୀରାକୁଦର ୨ଟି ଗେଟ୍ ବନ୍ଦ ହୋଇଛି।ଏବେ ୧୮ଟିଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।ବାମପାର୍ଶ୍ବରେ ୧୨ ଓ ଦକ୍ଷିଣ ପାର୍ଶ୍ବର ୬ଟି ଗେଟ୍‌ ଖୋଲାରହିଛି।ହୀରାକୁଦର ଜଳସ୍ତର ୬୧୧.୮୫ […]

କେରଳ ଭୂସ୍ଖଳନ- ୧୪୩ମୃତ

ଭୁବନେଶ୍ବର,୩୧/୭(ଏସଏସନିଉଜ)କେରଳ ୱାଏନାଡରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୪୩ ରେ ପହଁଚିଛି।ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା।

ତ୍ରିଶୁଳିଆ ବ୍ରିଜରେ ଅଜଣାସ୍କୁଟି

  କଟକ,୩୧/୭(ଏସଏସନିଉଜ) ତ୍ରିଶୁଳିଆ ସୁବାଷ ସେତୁରେ ନାଲି ସ୍କୁଟିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ବ୍ରିଜ ଉପରେ ସ୍କୁଟି ସହ ରହିଛି ଚପଲ, ଆରୋହୀଙ୍କ ମିଳୁନି ପତ୍ତା।କେହି ଗାଡ଼ି ରଖିଦେଇ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି।ପାଣି ଅଧିକ ଥିବାରୁ କିଛି ଜଣାପଡ଼ୁନି, ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଗାଡ଼ିର ନମ୍ୱର ଯାଞ୍ଚ କରି ଗାଡ଼ି ମାଲିକ ର ନାମ ଓ ଠିକଣା ଜାଣିବାକୁ ଉଦ୍ୟମ କରିଛି ପୋଲିସ।ଏହାସହ ସେହି ପରିବାରକୁ ଗାଡ଼ି ଥୁଆ ହୋଇଥିବା ନେଇ […]

୪ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ!

ଭୁବନେଶ୍ବର,୩୧/୭(ଏସଏସନିଉଜ)୩ଘଣ୍ଟା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରିକରିଛି ପାଣିପାଗ ବିଭାଗ।ରାଜ୍ୟରେ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ସେଗୁଡିକ ହେଲା ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ମାଲକାନଗିରି ।ଏହି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷାର ଆକଳନ କରାଯାଇଛି।କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ମଧ୍ୟ ଚେତାବନୀ ଦିଆଯାଇଛି।

ସାବଧାନ! ନନ୍ଦନକାନନ ମୁଖ୍ୟରାସ୍ତାରେ ଗାତ

ବାରଙ୍ଗ,୩୦ା୭(ଏସଏସନିଉଜ) ରାଜ୍ୟରେ ଆରମ୍ଭହୋଇଯାଇଛି ଲଘୁଚାପଜନିତ ବର୍ଷା ଏହି ବର୍ଷାଜଳ ସଠିକଭାବେ ନିସ୍କାସନ ହେଉନଥିବାରୁ ବର୍ଷା ସମୟରେ ରଘୁନାଥପୁର ଗ୍ରାମମୁଣ୍ଡ ନନ୍ଦନକାନନ ମୁଖ୍ୟରାସ୍ତାରେ ପାଣି ଜମି ରହୁଥିବାର ଦେଖିବାକୁ ମିଳିଛି ।ଯାହାଫଳରେ ଗାଡିମଟର ଯାତାୟତରେ ବାଧା ସୃଷ୍ଟିହେବା ସହ ଦୁର୍ଘଟଣାର କାରଣ ପାଲଟିଛି ।ଏହାରିଭିତରେ ମୁଖ୍ୟରାସ୍ତାରେ କେତେକସ୍ଥାନରେ ଗର୍ତ ହୋଇଥିବାର ଦେଖିବାକୁ ମିଳିଛି ।ଏକସଂସ୍ଥାଦ୍ୱାରା ନନ୍ଦନକାନନ-ଜୟଦେବବିହାର ମୁଖ୍ୟ ରାସ୍ତାରେ ମାଟି ତଳେ କେବୁଲ ଲାଇନ ବିଛାଯିବା କାର୍ଯ୍ୟ ଆରମ୍ଭ ହୋଇଛି ।ଏହିକାମର ଦାୟିତ୍ୱରେ ଥିବା ସଂସ୍ଥା ରାସ୍ତାକଡ଼ରେ ଗାତ […]