Browsing category

ମହାନଗର

ଫାଇନାନ୍ସ କର୍ମଚାରୀମାନଙ୍କୁ କୋଦାଳମାଡ

ବାରଙ୍ଗ,୩୦ା୭(ଏସଏସନିଉଜ) ରୁଣ ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ମାନେ ଷଣ୍ଢପୁରଗ୍ରାମକୁ ରୁଣଆଦାୟ କରିବାକୁ ଆସିଥିବାବେଳେ ସେମାନଙ୍କୁ ମରଣାନ୍ତକ ଆକ୍ରମଣର ଉଦ୍ୟମ କରାଯାଇଥିବାର ଗୋଡିସାହି ଫାଣ୍ଡିରେ ଅଭିଯୋଗ ହୋଇଛି । ଏହି କର୍ମଚାରୀମାନେ ଘଟଣାସ୍ଥଳରୁ ଖସିଆସି ଗ୍ରାମବାସୀମାନଙ୍କ ହାବୁଡରେ ପଡିଯିବାରୁ ସୈାଭଗ୍ୟ ବଶତଃ ବଂଚିଯାଇଥିବାର ଜଣା ପଡିଛି । ପ୍ରକାଶଯେ , ମଙ୍ଗଳବାର ସକାଳସାଢ଼େଦଶଟା ସମୟରେ ଆଡିଏଫସି ଫାଇନାନ୍ସ, ଅନ୍ନପୂର୍ଣ୍ଣା ଫାଇନାନ୍ସ ଓ ଉଜ୍ଜିବନି ଫାଇନାନ୍ସ ଆଦି ତିନୋଟି ରୁଣପ୍ରଦାନକାରୀ ସଂସ୍ଥାଠାରୁ ୩ଜଣ କର୍ମଚାରୀ ୨ଟିବାଇକ ଯୋଗେ କଟକ ମହାନଗରନିଗମର […]

ମୁଣ୍ଡଳୀରେ ପହଞ୍ଚିଲା ବନ୍ୟାଜଳ

ବାରଙ୍ଗ,୩୦ା୭(ଏସଏସନିଉଜ) ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବାବେଳେ ମହାନଦୀର ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି ।ସୋମବାର ବିଳମ୍ଭିତ ରାତିରୁ ମହାନଦୀର ମୁଣ୍ଡଳୀ ଦେଇ ପ୍ରବାହିତ ହୋଇଛି ଚଳିତବର୍ଷର ପ୍ରଥମ ବନ୍ୟାଜଳ। ଉପର ମୁଣ୍ଡରେ ଲଗାଣ ବର୍ଷାଯୋଗୁ ହୀରାକୁଦର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ରବିବାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଥିଲେ। ଖୋଲା ଯାଇଥିବା ୨୦ଟି ସୁଇସ୍ ଗେଟ ଦେଇ ଡ୍ୟାମରୁ ୩ଲକ୍ଷ ୪୬ହଜାର ୬୯୮ ଘନଫୁଟ ବନ୍ୟା ନିଷ୍କାସନ କରାଯାଉଛି।ମଙ୍ଗଳବାର […]

ମା ହେଲା ମୈାସୁମୀ

ବାରଙ୍ଗ,୩୦ା୭(ଏସଏସନିଉଜ) ପ୍ରାଣିଉଦ୍ୟାନ ନନ୍ଦନକାନନ ପାଇଁ ଖୁସିଖବର ।ପ୍ରଥମଥରପାଇଁ ମା ହୋଇଛି ଧଳାବାଘୁଣୀ ମୈାସୁମି ।ଆର୍ନ୍ତଜାତିକ ବ୍ୟାଘ୍ରଦିବସରେ ଗୋଟିଏ ଛୁଆକୁ ଜନ୍ମଦେଇଥିବା ବେଳେ ମଙ୍ଗଳବାରଦିନ ଆଉ ୨ଟିଛୁଆକୁ ଜନ୍ମଦେଇଥିଲା ୮ବର୍ଷର ଧଳାବାଘୁଣୀ ବାଘୁଣୀ ମୈାସୁମି ।୩ଟିଛୁଆମଧ୍ୟରୁ ୨ ମଲା ଛୁଆକୁ ଓ ଅନ୍ୟଟି ଜିବିତ ଥିବାର ଜଣାପଡିଛି ।ସୋମବାର ରାତିରେ ଗୋଟିଏ,ମଙ୍ଗଳବାର ସକାଳେଗୋଟିଏ ଓ ରାତିରେ ଆଉ ଗୋଟେଛୁଆକୁ ମୈାସୁମି ଜନ୍ମଦେଇଛି । ମହାବଳବାଘ ରାଜେଶ ସହ ମିଳନ ଘଟି ପ୍ରଥମ ଥରପାଇଁ ମାହେବାର ସୈାଭାଗ୍ୟ ଅର୍ଜନ କରିଛି […]

ରାଜଧାନୀରୁ ନିଖୋଜ, ନିଆଳିରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୩୦ା୭(ଏସଏସନିଉଜ) ରାଜଧାନୀରୁ ନିଖୋଜ, ନିଆଳିରୁ ମୃତଦେହ ଉଦ୍ଧାର। ପରିବାର ଆଣିଲେ ହତ୍ୟା ଅଭିଯୋଗ । ମୃତକ ଜଣଙ୍କ ହେଉଛନ୍ତି ବରମୁଣ୍ଡାର ନବଘନ ପାଟ୍ଟଶାଣୀ। ଗତ ୧୭ ତାରିଖରେ ସେ ବରମୁଣ୍ଡାରୁ ନିଜ କାର ଧରି ବାହାରିଥିଲେ। କିନ୍ତୁ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ପ୍ରଥମେ ଖଣ୍ଡଗିରି ଥାନା ଓ ପରେ ଭରତପୁର ଥାନା ଯାଇ ମିସିଂ ଏଫଆଇଆର ଦେଇଥିଲେ।ଦିନକ ପରେ ତାଙ୍କ ଗାଡି ଆଉ ଜଣେ ଚଲାଉଥିବା ସ୍ଥାନୀୟ ଲୋକେ ଜାଣିବା ପରେ ସୌଭାଗ୍ୟ […]

ରାସ୍ତା ଉପରେ ଜଳିଗଲା କାର

ଚନ୍ଦ୍ରଶେଖରପୁର,୩୦ା୭(ଏସଏସନିଉଜ) ପଟିଆ ନିକଟ କୋୟଲ କ୍ୟାମ୍ପସ ପାଖରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଚଳନ୍ତା କାର ରାସ୍ତାଉପରେ ହୁତୁହୁତୁ ହୋଇ ଜଳିଯାଇଛି। ହଠାତ କାରଟି ଜଳିବାଦେଖି ସ୍ଥାନୀୟ ଲୋକମାନେ କାର ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ କାରଟିକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇଥିଲେ।

ବରିଷ୍ଠ IPS ରାଜେଶ ପଣ୍ଡିତ ସସ୍‌ପେଣ୍ଡ

ଭୁବନେଶ୍ୱର,୩୦ା୭(ଏସଏସନିଉଜ) ବରିଷ୍ଠ IPS ରାଜେଶ ପଣ୍ଡିତଙ୍କ ବିରୁଦ୍ଧରେ ଶୃଙ୍ଖଳତାଗତ କାର୍ଯ୍ୟାନୁଷ୍ଠାନ ନେଇଛି ଗୃହ ବିଭାଗାରାଜେଶ ପଣ୍ଡିତ ଅଗ୍ନିଶମ ବିଭାଗର ଊଓଏ ଥିଲୋ୨୭ ତାରିଖ ରାତିର ଏକ ଘଟଣାକୁ ନେଇ ସସ୍‌ପେଣ୍ଡ ହୋଇଛନ୍ତି ।ତାଙ୍କ ନାମରେ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବବ୍ୟହାର ଅଭିଯୋଗଆସିଛି ।ମହିଳା ଅଧିକାରୀଙ୍କୁ ଘରୁ ଟାଣି ଆଣିଥିବା ସହ ବାହା ହେବାକୁ ଧମକ ଦେଇଥିଲେ ।ତେବେ ଊଓଏ ରାଜେଶ ପଣ୍ଡିତଙ୍କ ନିଲମ୍ବନ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁସୂଚନା ଦିଆଯାଇଛି ।ପଦ ମର୍ଯ୍ୟାଦାର ଅପବ୍ୟବହାର ଅଭିଯୋଗ ଥିଲାûଦିଲ୍ଲୀରୁ ନୀତି […]

ବିପଦ ସଂକେତ ଟପିଲା ଜଳକା

ଭୁବନେଶ୍ୱର,୩୦ା୭(ଏସଏସନିଉଜ) ଜଳକାନଦୀର ଜଳସ୍ତର ମଥାନୀଠାରେ ବିପଦ ସଂକେତ ୫.୫୦ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୨ ମିଟରରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ସହ ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି । ବିପଦ ସଙ୍କେତ ଉପରେ ପ୍ରବାହିତ ଜଳକା ନଦୀର ଜଳସ୍ତର ପ୍ରଭାବିତ ହେରଉଥିବାରୁ ଆଖପାଖ ଗ୍ରାମବାସୀମାନେ ଭୟଭୀତ ହୋଇପଡିଛନ୍ତି […]

କେରଳରେ ବଡ଼ ଧରଣର ଭୂସ୍ଖଳନ

ଭୁବନେଶ୍ୱର,୩୦ା୭(ଏସଏସନିଉଜ) ପ୍ରବଳ ବର୍ଷା ପରେ ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ନେଇ ସୂଚନା ମିଳିଛି । ଭୂସ୍ଖଳନରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଫସି ରହିଥିବା ନେଇ ସୂଚନା ମିଳିଛି ।ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ଲାଗିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ MI 17 ଓ ALH ହେଲିକପ୍ଟର ଯାଇଛି। ତେବେ ମୃତ୍ୟୁ ସଂଖ୍ୟା […]

ଲାଭବାନ ଠିକାସଂସ୍ଥା

ବାରଙ୍ଗ,୨୯ା୭(ଏସଏସନିଉଜ)ବାରଙ୍ଗ ମୁଖ୍ୟରାସ୍ତାର ଉଭୟ ପାର୍ଶ୍ଵରେ ଲାଗୁଛି ବଡବଡ ହୁଡ଼ିଂ।ଠିକା ସଂସ୍ଥାମାନେ ଏହାକୁନେଇ କାମ କରୁଛନ୍ତି।ନିଜେ ଲାଭବାନ ହେବା ଉଦ୍ଦେଶ୍ୟରେ ଶ୍ରମିକ ମାନଙ୍କୁ କାମରେ ଲଗାଉଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ ଦୃଷ୍ଟି ଦେଉନଥିବାର ଦେଖିବାକୁ ମିଳିଛି।ସୋମବାର ଦିନ ତ୍ରିଶୂଳିଆରୁ ଓଡିଶା ଉଚ୍ଚନ୍ୟାୟାଳୟକୁ ସଂଯୋଗ କରୁଥିବା ସୁବାଷସେତୁ ନିକଟରେ ଏକ ବିଜ୍ଞାପନ ହୋର୍ଡିଂକାର୍ଯ୍ୟ ଚାଲୁ ରହିଛି। ବିପଦସଙ୍କୁଳ ଅବସ୍ଥାରେ ଏକ ବିଜ୍ଞାପନ ହୋର୍ଡିଂକାର‌୍ୟ୍ୟରେ ଶ୍ରମିକମାନେ କାମ କରୁଥିବାର ଦେଖିବାକୁ ମିଳିଛି।ବହୁ ଉଚ୍ଚରେରହି କାମ କରୁଥିବାରୁ ସେମାନଙ୍କ ସୁରକ୍ଷାସାମଗ୍ରୀ (ବେଲ୍ଟ, […]

ବର୍ଷାସାଜିଲା କାଳ

ବାରଙ୍ଗ,୨୯ା୭(ଏସଏସନିଉଜ)ରାଜ୍ୟରେ ଆରମ୍ଭ ହୋଇଥିବା ଲଘୁଚାପଜନିତ ବର୍ଷାରେ ଭାଙ୍ଗିଯାଇଛି ବୃଦ୍ଧ ଦମ୍ପତିଙ୍କ ଛାତଘର।ଘର ଭାଙ୍ଗିଯିବା ଫଳରେ ଅନେକ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଏହିଭଳି ଘଟଣା ବାରଙ୍ଗବ୍ଲକ ଅନ୍ତର୍ଗତ ଦାଢ଼ାପାଟଣା ପଞ୍ଚାୟତର କାନପୁର ଗ୍ରାମରେ ଦେଖିବାକୁ ମିଳିଛି।ଏହି ଗ୍ରାମର ମନମୋହନ ବେହେରା ନାମକ ବୃଦ୍ଧ ନିଜ ପତ୍ନୀଙ୍କ ସହ ବହୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପୁରୁଣା କୋଠାଘରେ ଦୀର୍ଘଦିନ ହେବ ରହି ଆସୁଥିଲେ। ବୃଦ୍ଧ ଜଣକ ଏହି ପରିଣତ ବୟସରେ ଗ୍ରାମ ନିକଟରେ ଏକ ଛୋଟଦୋକାନଟିଏ କରି […]