ଭୁବନେଶ୍ବର,୨୦ା୮(ଏସଏସନିଉଜ)ରାଜ୍ୟରେ ଅଛନ୍ତି ୨୭ ମହାବଳ ବାଘ ଓ ୨୦୯୮ ହାତୀାବିଧାନସଭାରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ।ସେ କହିବାଅନୁଯାୟୀ ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର, ମହାନଦୀରେ ୧୪ ଘଡ଼ିଆଳ କୁମ୍ଭୀର,ସାତକୋଶିଆରେ ୯୭, ଶିମିଳିପାଳରେ ୭୬, ଘୋଡ଼ାହାଡ଼ରେ ୮୪ ଗୋମୁହାଁ କୁମ୍ଭୀର ଅଛନ୍ତି ।ସେହିଭଳିଭାବେ
ଚିଲିକା ଓ ସାମୁଦ୍ରିକ ଅଞ୍ଚଳରେ ରହିଛନ୍ତି ୭୪୩ ଡଲ୍ଫିନ୍ ଥିବାର ସେ ପ୍ରକାସ କରିଛନ୍ତି ।