ସାମାନ୍ୟବର୍ଷାରେ ଗାଁଦାଣ୍ଡରେ ପାଣି
ବାରଙ୍ଗ,୨୯ା୭(ଏସଏସନିଉଜ)ଲଗାଣବର୍ଷାରେ ଭୁବନେଶ୍ବର ବ୍ଲକଅଧିନସ୍ତ ଦାଢ଼ାପଞ୍ଚାୟତର ସାନ ବାଲିପଡ଼ା ଗ୍ରାମରାସ୍ତା ଜଳମଗ୍ନ ହୋଇପଡ଼ିଛି। ଯାହାଫଳରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ୟ୍ୟନ୍ତ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଗ୍ରାମର ଏକ ପାର୍ଶ୍ଵରେ ଆପାର୍ଟମେଣ୍ଟମାନ ଗଢ଼ିଉଠିବା ଫଳରେ ବର୍ଷାଜଳ ଆଉ ନିଷ୍କାସିତ ହେଇ ପାରୁନାହିଁ। ଉକ୍ତ ଆପାର୍ଟମେଣ୍ଟର ସଂସ୍ଥା ଜଳନିଷ୍କାସନ ପାଇଁ ନିଜର କୌଣସି ସେଭଳି ଡ୍ରେନ ନିର୍ମାଣ କରିନଥିବାରୁ ଏହି ସମସ୍ୟା ଉପୁଜିଛି। ସମସ୍ତ ବର୍ଷାଜଳକୁ ଗ୍ରାମ ପଟକୁ ଛାଡ଼ି ଦେବାରୁ ସାମାନ୍ୟ ଟିକିଏ […]