ରାତିଅଧରେ ଚୋରିକରି ଧରାପଡିଲେ
ବାରଙ୍ଗ,୧୭ା୭(ଏସଏସନିଉଜ) ରାତିଅଧରେ ବାଡିରେ ପଡିଥିବା ଇଲେକକ୍ଟ୍ରିପୋଲକୁ ଟ୍ରକଲଗାଇ ଚୋରୀକରିନେବାକୁ ଉଦ୍ୟମ କରୁଥିବାବେଳେ ଧରାପଡିଛନ୍ତି ।ଏହିଘଟଣାରେ ଜଣେ ଧରାପଡିଥିବାବେଳେ କୈାଶଳକ୍ରମେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି ।ଏହିଭଳି ଏକ ଘଟଣା ବାରଙ୍ଗଥାନା ଅଧିନସ୍ଥ ଗଦେଇକୁଦରେ ମଙ୍ଗଳବାର ବିଳମ୍ଭିତ ରାତିରେ ଘଟିଛି । ପ୍ରକାସ ଯେ,ଗଦେଇକୁଦର ପରମେଶ୍ୱରଦାସଙ୍କ ବାଡିରେ ପଡିଥିବା ମେଂଟାଲ ଇଲେକକ୍ଟ୍ରିପୋଲକୁ କିଛିଲୋକ ମଙ୍ଗଳବାର ବିଳମ୍ଭିତରାତିରେ ଏକ ଟ୍ରକସାହାର୍ଯ୍ୟରେ ଲଦି ନେଉଥିବାର ପଡୋଶି ବାପିମହାରଣା ଫୋନକରି ଜଣାଇଥିଲେ ।ଏହାପରେ ପରମେଶ୍ୱର ନିଦରୁ ଉଠି ବାଡିକୁଯାଇ ଟ୍ରକକୁ ରୋକିବା ସହ ୧୧୨କୁ […]