Browsing category

ମହାନଗର

ପଦ୍ମ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ 

ଭୁବନେଶ୍ଵର,୮ା୬(ଏସଏସନିଉଜ)ବିଜେଡି ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡ଼ି ଆଜି ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ଲୋକସଭା ଆସନର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଆଜି ଦଳ ଛାଡ଼ି ପଦ୍ମ ଧରିଛନ୍ତି । ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ବିଜେପିକୁ ନିଜର କରିଛନ୍ତି ପ୍ରସନ୍ନ।ବିଜେଡି ଟିକେଟ ନ ଦେବାରୁ ଅସନ୍ତୁଷ୍ଟ ଥିଲେ ବୋଲି ସେ କହିଛନ୍ତି।

୧୭ରେ ଖୋଲିବ ବିଦ୍ୟାଳୟ

ଭୁବନେଶ୍ଵର,୮ା୬(ଏସଏସନିଉଜ) ୧୭ତାରିଖରେ ବିଦ୍ୟାଳୟ ଖୋଲିବାକୁଯାଉଛି ।ଏଥିପାଇଁ ସପ୍ତାହେ ପୂର୍ବରୁ ପ୍ରସ୍ତୁତ ହେବେ କୃର୍ତ୍ତୁପକ୍ଷା ଶ୍ରେଣୀ ଗୃହ ଶୌଚାଳୟ ଓ କ୍ୟାମ୍ପସକୁ ସଫେଇ କରାଯିବା ସ୍ମାଟ କ୍ଲାସ ରୁମ ଓ ଇ ଲାଇବ୍ରେରୀ ପ୍ରସ୍ତୁତ ରଖାଯିବ ।ମଧ୍ୟାହ୍ନ ଭଜନ ପାଇଁ ସାମଗ୍ରୀ ଯାଞ୍ଚ କରିବେ ପାଚିକା ।ବିଦ୍ୟାଳୟରେ ଶିକ୍ଷକମାନେ ଶ୍ରେଣୀଗୃହରେ ପିଲାମାନଙ୍କୁ ପାଠନପଢାଇ ମୋବାଇଲ ଦେଖିବା ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି ।ଏହାସହ ପାନୀୟ ଜଳକୁ ଗୁରୁତ୍ୱ ଦିଆଯିବ ଓ ପିଲାଙ୍କୁ ଶୁଦ୍ଧପାଣି ଯୋଗାଇବା ପାଇଁ ପଦକ୍ଷେପ ନେବାକୁ […]

ମହାପ୍ରଭୂଙ୍କ ଦର୍ଶନ କଲେ ନବନିର୍ବାଚିତ ବିଧାୟକ

ଭୁବନେଶ୍ଵର,୮ା୬(ଏସଏସନିଉଜ) ବିଜେପି ବିଧାୟକମାନେ ବିଜୟ ମୁକୁଟ ପିନ୍ଧିଲା ପରେ ପୁରୀଯାଇ ଜଗନ୍ନାଥମହାପ୍ରଭୂଙ୍କ ଦର୍ଶନ କରିଛନ୍ତି ।ଶ୍ରୀକ୍ଷେତ୍ରରେ ଜଗତରନାଥ ,କାଳିଆ ଠାକୁର, ପତିତପାବନ, ନୀଳାଞ୍ଚଳ ନିବାସୀ, ପରମାତ୍ମା , ନୀଳ କନ୍ଦ୍ରେରେଶ୍ୱେର , ମାଧବ , ପୁଣ୍ଡରିକାକ୍ଷ୍ୟ ଙ୍କୁ ଦର୍ଶନ କରିଥିବା ଜଣାପଡ଼ିଛି । ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ନେଇ ସଂକଳ୍ପ ନେଇଥିବା ସୂଚନା ।  

ନିଲମ୍ବନ ହଟିଲା

ଭୁବନେଶ୍ଵର,୮ା୬(ଏସଏସନିଉଜ) କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ ।ମୁଖ୍ୟସଚିବ ପ୍ରଦୀପ ଜେନାଙ୍କୁ ରିପୋର୍ଟ କରିବେ କୁଟ୍ଟେ ।ଓଚଝ ଆଶୀଷ ସିଂ ଶାରୀରିକ ଓ ମାନସିକ ସୁସ୍ଥାଭୁଲ ତଥ୍ୟ ପାଇଁ ଆଶୀଷ ସିଂ ଉପରେ ହୋଇପାରେ ଆକ୍ସନ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଲେ ସୂଚନାା

୫୩ବର୍ଷ ପରେ ରଥଯାତ୍ରାଦିନ ବିରଳ ଯୋଗ

ଭୁବନେଶ୍ଵର,୮ା୬(ଏସଏସନିଉଜ) ଚଳିତବର୍ଷ ୧୫ଦିନ ବଦଳରେ ୧୩ଦିନ ଅଣସରନୀତି। ୫୩ବର୍ଷପରେ ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ହାତରେ ଦୁଇଦିନ ସମୟ କମ୍ ଥିବାରୁ ଚଳିତ ରଥଯାତ୍ରା ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ନୂଆ ସରକାରଙ୍କୁ ନେଇ ଚଳିତ ରଥଯାତ୍ରା କିଭଳି ସମନ୍ବୟ ଭିତ୍ତିରେ ଶେଷ ହେବ, ତାହା ଚିନ୍ତାର କାରଣ ପାଲଟିଛି। ଏ ଉପରେ ଆଜି ଶ୍ରୀମନ୍ଦିର ଦଇତାପତି ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ […]

ମେଣ୍ଢାଶାଳରେ ଗଛଲଗାଇଲେ ଛାତ୍ରୀ

ମେଣ୍ଢାଶାଳ,୬।୬(ଏସଏସନିଉଜ)ମେଣ୍ଢାଶାଳ ଗ୍ରା:ପ କାର୍ଯ୍ୟାଳୟ ପରିସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ସ୍ୱଚ୍ଛଭାରତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ରମାଦେବୀ ମହିଳାବିଶ୍ୱବିଦ୍ୟାଳୟ ତରଫରୁ ଜିଲ୍ଲା ସଂଯୋଜକ ଡ଼ଃ ରେବତୀକାନ୍ତ ମହାରଣା, ଏନଏସଏସ ର ଡ଼ଃ ସୁଶାନ୍ତ କୁମାର ପଟ୍ଟନାୟକ, ଯୁବ ରେଡକ୍ରସର ଡ଼ଃ ବିମଳାପାତ୍ର ପ୍ରମୁଖ କର୍ମଶାଳାରେ ଯୋଗଦେଇ ଉପସ୍ଥିତ ଗ୍ରାମବାସୀମାନେ ନିଜ ପରିବାରର ସ୍ୱଚ୍ଛତା ଗୃହର ସ୍ୱଚ୍ଛତା ଓ ସର୍ବୋପରି ଗ୍ରାମର ସ୍ୱଚ୍ଛତା ରକ୍ଷା କରିବାକୁ ପରାମର୍ଶ ପ୍ରଦାନ କରିଥିଲେ।ଗ୍ରାମବାସୀମାନେ ସଂକ୍ରମିତ ରୋଗରୁ […]

କାହାକୁ ଛଡ଼ାଯିବନି,ସମସ୍ତେ ଜେଲ୍ ଯିବେ

ଭୁବନେଶ୍ଵର,୬ା୬(ଏସଏସନିଉଜ) ବିଜେପିର ବିପୁଳ ବିଜୟ ପରେ ଜୟନାରାୟଣମିଶ୍ର ପ୍ରେସମିଟ୍ କରିଛନ୍ତି ।ସେକହିଛନ୍ତି ଲୋକଙ୍କ ଭିତରେ କ୍ରୋଧ ଥିଲା, ଡାକ୍ତର , ଶିକ୍ଷକ ନାହାନ୍ତି , ଧାନମଣ୍ଡି ଇସ୍ୟୁ ତାସାଙ୍ଗକୁ ନିର୍ଦ୍ଦିଷ୍ଟ ରଣନୀତି କରି ବିଜେଡିକୁ ଆକ୍ରମଣ କରିଥିଲୁ , କିନ୍ତୁ ବିକଳ୍ପ ନଥିଲା , ଲୋକେ ବିକଳ୍ପ ଖୋଜୁଥିଲେ ଆମେ ସଫଳ ହେଲୁ । ମୁଁ ଯେଉଁଦିନ ବିରୋଧୀ ଦଳର ନେତା ହେଲି ସେଦିନଠାରୁ କହୁଛି ବିଜେପି ଜିତିବ। ମୋ କଥା ଆଜି ସତ୍ୟ ହୋଇଛି। ଅନେକ […]

୨ରୁ ୩ଦିନରେ ଓଡ଼ିଶାଛୁଇଁବ ମୌସୁମି

ଭୁବନେଶ୍ଵର,୬ା୬(ଏସଏସନିଉଜ) ୨ରୁ ୩ ଦିନରେ ଓଡ଼ିଶା ଛୁଇଁବ ମୌସୁମିା ଓଡ଼ିଶାକୁ ମୌସୁମି ଆସିବା ପାଇଁ ପାଗ ଅନୁକୂଳ ରହିଛି। ପ୍ରଥମେ ଦକ୍ଷିଣ ଓଡ଼ିଶା ପ୍ରବେଶ କରିବ ମୌସୁମି।ପରେ ରାଜ୍ୟର ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ ମୌସୁମି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକାଙ୍କ ସୂଚନା ଦେଇଛନ୍ତି ।

BSKY ଚାଲୁ ରହିଛି-ମୁଖ୍ୟସଚିବ

ଭୁବନେଶ୍ଵର,୬ା୬(ଏସଏସନିଉଜ) ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ସ୍ପଷ୍ଟିକରଣ ରଖିଲା ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟସଚିବ ଶାଳିନୀପଣ୍ଡିତ କହିଲେ ଜାରି ରହିଛି ଯୋଜନା , ବଳବତ୍ତର ଅଛି ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାରଙ୍କ ଏମଓୟୁ ।ରାଜ୍ୟରେ BSKY ଚାଲୁ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟସଚିବାଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ସ୍ପଷ୍ଟୋକ୍ତି କରିଛନ୍ତି ।ସେକହିଛନ୍ତି BSKY ଚାଲୁ ରହିଛି, ଏହି ଯୋଜନାରେ ରୋଗୀ ଚିକିତ୍ସା ଅବ୍ୟାହତ ଅଛିା BSKY ହିତାଧିକାରୀଙ୍କୁ […]

୭ ତାରିଖରୁ (+୨) ନାମଲେଖା ଆବେଦନ

ଭୁବନେଶ୍ଵର,୬ା୬(ଏସଏସନିଉଜ) ଆସନ୍ତା ୭ ତାରିଖଠାରୁ ଯୁକ୍ତଦୁଇ (+୨) ପ୍ରଥମ ବର୍ଷରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୬ ପର୍ଯ୍ୟନ୍ତ ଚାଲିବ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ବିଭାଗରେ ପଢ଼଼ିବାକୁ ଛାତ୍ରଛାତ୍ରୀମାନେ ସାମ୍‌‌ସ ୱେବସାଇଟ୍ www.samsodisha. gov.inରେ ଆବେଦନ କରିପାରିବେ। ଆବେଦନ ଫି’ ବାବଦକୁ ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ଓ ଅନାଥ ପିଲାଙ୍କ ପାଇଁ ନିଶୁଳ୍କ ରହିଥିବାବେଳେ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୨ଶହ ଟଙ୍କା ଏବଂ ଅନୁସୂଚିତ ଜାତି ଓ […]