Browsing category

ମହାନଗର

ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ନେତା

ଭୁବନେଶ୍ୱର,୫।୬(ଏସଏସନିଉଜ)କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ।ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ନେତା ରହିଥିବାବେଳେ ଚର୍ଚ୍ଚାରେ ଗିରିଶ ମୁର୍ମୁଙ୍କ ନାଁ ରହିଛି। ଓଡ଼ିଶାରେ ସାଧାରଣ ନିର୍ବାଚନ ପରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଭାଜପାର ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। କିଏ ହେବେ ତାହା ଏବେ କହିବା ଅସମ୍ଭବ ହୋଇଥିବାବେଳେ ଏହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖପାତ୍ର ସମ୍ବିତ ପାତ୍ର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ […]

ମୋଦିଙ୍କୁ ପ୍ରଧାନମନ୍ତ୍ରୀପ୍ରାର୍ଥୀ ମନୋନୀତ କଲେ

ଭୁବନେଶ୍ୱର,୫।୬(ଏସଏସନିଉଜ)ଏନ୍‌ଡିଏ ସହଯୋଗୀଦଳ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମନୋନୀତ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା।ଏଥିରେ ବିହାରମୁଖ୍ୟମନ୍ତ୍ରୀ ନୀତୀଶକୁମାର ଏବଂ ଟିଡିପିମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଉପସ୍ଥତି ଥିଲେ। ଏନ୍‌ଡିଏସରକାର ଗଠନ ନୀତୀଶକୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ଭାଜପାକୁ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି।ଏହାସହ ମୋଦିଙ୍କୁ ପ୍ରଧାନମନ୍ତ୍ରୀପ୍ରାର୍ଥୀ ଭାବେ ଏନ୍‌ଡିଏର ସହଯୋଗୀ ଦଳ ମନୋନୀତ କରିଥିଲେ।ଏହି ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସମେତ ଏନ୍‌ଡିଏର […]

ଏଥର ନିର୍ବାଚନରେ ହାରିଲେ ୩ଦଳ ମୁଖିଆ

ଭୁବନେଶ୍ୱର,୫ା୬(ଏସଏସନିଉଜ) ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପି ୭୮ବିଧାନସଭା ସହ ୨୦ଲୋକସଭା ସିଟ୍ ହାତେଇ ସରକାର ଗଠନ କରିବାକୁ ଯାଉଛି ।ତେବେ ଶାସକ ବିଜେଡି ୫୧ବିଧାନସଭା ସିଟ୍ ଜିତିଥିବା ବେଳେ ଲୋକସଭାରେ ଖାତା ବି ଖୋଲି ପାରିନି। ହେଲେ ରାଜ୍ୟ କଂଗ୍ରେସ ଏଥର ୧୪ ବିଧାନସଭା ଆସନରେ ବିଜୟୀ ହୋଇଛି। ସବୁଠାରୁ ବଡକଥାହେଲା ୩ଦଳର ସଭାପତି ଏହି ନିର୍ବାଚନୀ ବୈତରଣୀ ପାର୍ କରିପାରିନାହାନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ବ୍ୟୋମକେଶ […]

ବିଜେଡିକୁ ପଛରେପକାଇ ବହୁମତପାଇଲା ବିଜେପି

ଭୁବନେଶ୍ୱର,୪।୬(ଏସଏସନିଉଜ)ଶାସକ ବିଜେଡିକୁ ପଛରେ ପକାଇ ବହୁମତ ପାଇଲା ବିଜେପି ।ଖୋଲିଲା ବିଜେପିର ଭାଗ୍ୟର ପେଡ଼ି ।ମୋଟ୍ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଏକାକୀ ୭୮ ଆସନ ପାଇଥିବାବେଳେ ୫୧ ଆସନରେ ବିଜେଡିକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । କଂଗ୍ରେସକୁ ୧୪, ସ୍ୱାଧୀନ ପ୍ରାର୍ଥୀଙ୍କୁ ୩ ଓ ସିପିଆଇଏମ୍‌କୁ ଗୋଟିଏ ଆସନ ମିଳିଛି ।ଏହାଫଳରେ ନବୀନଙ୍କ ରାଜନୈତିକ ଜୟଯାତ୍ରାରେ ଲାଗିଛି ବିରାମ ।ବିଶେଷକରି କଣ୍ଟାବାଞ୍ଜୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏକାମ୍ର ଭୁବନେଶ୍ୱରରୁ ଅଶୋକ ପଣ୍ଡା, ବଡ଼ମ୍ବା ଆସନରୁ […]

ନନ୍ଦନକାନନରେ ଭିତରେ ପଶି ଆକ୍ରମଣ ଘଟଣା

ବାରଙ୍ଗ,୪ା୬(ଏସଏସନିଉଜ) ସୋମବାର ପ୍ରାଣୀଉଦ୍ୟାନ ନନ୍ଦନକାନନ ବନ୍ଦ ଦିନରେ ଜଣେ ଯୁବକ ବେଆଇନ ଭାବେ ପସିବା ଏବଂ ଏହାକୁ ବାରଣ କରିବାରୁ ଜଣେ ସୁରକ୍ଷା କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ ଓ ଜୀବନରୁ ମାରିଦେବାକୁ ଧମକ ଘଟଣାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ନିଜଆଡୁ ଏକ ମାମଲା ରୁଜୁକରିଛି। ଜଙ୍ଗଲ ଓ ବନ୍ୟପ୍ରାଣୀ ନିୟମ ଅନୁଯାୟୀ କେସ ନଂ ୨/୨୪ ରେ ମାମଲା ରୁଜୁ କରାଯାଇଥିବା ନନ୍ଦନକାନନ ସୁରକ୍ଷା ବିଭାଗ ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ […]

ଆଜି ଆସିବ ଜନାଦେଶ

ଭୁବନେଶ୍ୱର,୪।୭(ଏସଏସନିଉଜ)ପ୍ରତୀକ୍ଷାର ଅନ୍ତ ହେବ।ଆଜି ଆସିବ ଜନାଦେଶ।ଖୋଲିବ ଇଭିଏମ୍ ପେଡି।ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟଫଳ। କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଓଡ଼ିଶାରେ କାହା ଦଖଲକୁ ଯିବ କ୍ଷମତା ? ଆଜି ଲୋକସଭା ସମେତ ଓଡ଼ିଶା ବିଧାନସଭା ନିର୍ବାଚନର ଆସିବ ରେଜଲ୍ଟ।

କାଲିହେବ ନେତାଙ୍କ ଭାଗ୍ୟପରୀକ୍ଷା

ଭୁବନେଶ୍ୱର,୩ା୬(ଏସଏସନିଉଜ) ଆସନ୍ତାକାଲି ଭୋଟ ଗଣତି । ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ ।ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ । ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୋଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ୍ ଦାୟିତ୍ୱରେ ରହିଛନ୍ତି । ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିସହ ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍ । ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି […]

ଆଜିଠୁ +୩ ନାମ ଲେଖା ଆବେଦନ

ଭୁବନେଶ୍ୱର,୩ା୬(ଏସଏସନିଉଜ)ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ +୩ ନାମ ଲେଖା ପାଇଁ ଆବେଦନ ଜୁନ୍ ୩ ଅପରାହ୍ନ ୪ଟା ରୁ ଆରମ୍ଭ ହୋଇ ଜୁନ୍ ୧୭ ପର୍ଯ୍ୟନ୍ତ ଚାଲିବ। ଛାତ୍ର ଛାତ୍ରୀ ମାନେ www.samsodisha.gov.in ୱେବସାଇଟକୁ ଯାଇ ପଞ୍ଜିକରଣ କରି ପାରିବେ।୨୫ ଜୁନ୍ ସନ୍ଧ୍ୟା ରେ ପ୍ରକାଶ ପାଇବ ପ୍ରଥମ ମେଧାତାଲିକା ଓ ୨୬ଜୁନ୍ ରୁ ପ୍ରଥମରାଉଣ୍ଡ ନାମ ଲେଖା ହେବାସୂଚନାଯୋଗ୍ୟ ଏଥର ୨ଟିପର୍ଯ୍ୟାୟରେ ନାମ ଲେଖା ହେବ।କଳା, ବିଜ୍ଞାନ, ବାଣିଜ୍ୟ ରେ ସ୍ନାତକ ନାମ ଲେଖା ସହ […]

ଆରମ୍ଭ ହେଲା ଦ୍ୱିତୀୟବାର୍ଷିକ ମହାଯଜ୍ଞ

ବାରଙ୍ଗ, ୨।୬(ଏସଏସନିଉଜ) ବାରଙ୍ଗବ୍ଲକ ଅନ୍ତର୍ଗତ କୁହ୍ନେଇପଡା ପଞ୍ଚାୟତର ଫକିରପଡାଗ୍ରାମରେ ପ୍ରଭୁ ଶ୍ରୀଶ୍ରୀ ଶନିଶ୍ଚରଙ୍କ ପବିତ୍ର ପୀଠସ୍ଥଳୀରେ ଦ୍ୱିତୀୟ ବାର୍ଷିକଉତ୍ସବ ପାଳନ ସହ ମହାଯଜ୍ଞ ଅନୁଷ୍ଠିତ ହେଉଛି ।ପୂର୍ବବର୍ଷ ପରି ଚଳିତବର୍ଷ ପ୍ରଭୁ ଶ୍ରୀଶ୍ରୀ ଶନିଶ୍ଚରଙ୍କ ଦିବସ ବହୁ ଆଡମ୍ବର ସହ ପାଳନ କରାଯାଉଛି ।ଏହି ବାର୍ଷିକଉତ୍ସବରେ କୁଳପୁରୋହିତ ସୁବାଷପଣ୍ଡାଙ୍କ ତତ୍ବାବଧାନରେ ମହାଯଜ୍ଞ ୨ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି ।ରବିବାରଦିନ ଅଙ୍କୁରାରୋପଣ କରାଯିବା ପରେ ପୂର୍ବାହ୍ନରେ ପୁରୀ ମୁଖ୍ୟ କେନାଲରୁ ମହାସମାରୋହରେ ୧୦୮ କଳସଯାତ୍ରା କରାଯାଇଛି।କଳସଯାତ୍ରା ପରେ […]

ଏକଜିଟ୍ ପୋଲ୍ ଅଙ୍କକଷା…

ଭୁବନେଶ୍ୱର,୨ା୬(ଏସଏସନିଉଜ) ଏକଜିଟ୍ ପୋଲକୁ ନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ।ବରିଷ୍ଠ ବିଜେଡ଼ି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଉଭୟ ଲୋକସଭା ଓ ବିଧାନସଭାରେ ଭଲ କରିବ ବିଜେଡ଼ି ।ଏକଜିଟ୍ ପୋଲ ଆକଳନ ସବୁବେଳେ ଠିକ୍ ହୁଏନାହିଁ ।ବିଜେଡ଼ି ବାସ୍ତବରେ ସରକାର ଗଠନ କରିବାକୁ ଯାଉଛି ।ମୁଖ୍ୟମନ୍ତ୍ରୀ ୯ରେ ଶପଥ ନେବେ, ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ।୨୦୧୯ର ଏକଜିଟ୍ ପୋଲ ଭୁଲ […]