Browsing category

ମହାନଗର

ରାତିରେ ଗାଡିଚାଳକଙ୍କୁ ମିଳିବ ମାଗଣା ଚା

ଭୁବନେଶ୍ୱର,୨୧।୧୨(ଏସଏସନିଉଜ)NH କଡ଼ରେ ଥିବା ଢ଼ାବା, ହୋଟେଲରୁ ମିଳିବ ଚା।ରାତିରେ ଭାରିଯାନ ଚଳାଉଥିବା ଡ୍ରାଇଭରଙ୍କୁ ମିଳିବ ଚା’। ଦୁର୍ଘଟଣା ହ୍ରାସ ପାଇଁ ରାତିରେ ଓ ସକାଳେ ମିଳିବ ଚା’। RTOଙ୍କ ସହ ଆଲୋଚନା କରି ଢ଼ାବା ଚିହ୍ନଟ କରିବେ ଜିଲ୍ଲାପାଳ।ରାତିରେ ଯାଉଥିବା ଗାଡ଼ିକୁ ଅଟକାଇ ଏହାର ଚାଳକଙ୍କୁ ମାଗଣାରେ ଚା’ ଦିଆଯିବାକୁ ନିଷ୍ପତି ହେଉଥିବାର ଜଣାପଡିଛି।

ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ବର,୨୦।୧୨(ଏସଏସନିଉଜ)କଳିଙ୍ଗ ଷ୍ଟାଡିୟମ୍‌ ନିକଟ ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ ହୋଇଛି।ଷ୍ଟାଡିୟମ୍‌ର ମୁଖ୍ୟ ଫାଟକ ସାମ୍ନା ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ ଘଟି ଭେଣ୍ଡିଂ ଜୋନ୍‌ର ୧୧ ଦୋକାନ ଜଳିଯାଇଛି।ସର୍ଟସର୍କିଟରୁ ଅଗ୍ନିକାଣ୍ତ ଘଟିଥିବାର କୁହାଯାଉଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଦ୍ବାରା ନିଆଁକୁ ଆୟତ୍ତ କରିଛି।

୪ଘଣ୍ଟା ପାଇଁ ଜଗାଦର୍ଶନ ବନ୍ଦ

ପୁରୀ,୨୦।୧୨(ଏସଏସନିଉଜ)ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।ଦ୍ବିତୀୟ ଭୋଗ ଶେଷ ପରେ ହେବ ବନକଲାଗି ପରେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ।ବନକଲାଗି ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ରହିବ।ଅପରାହ୍ନ ୪ରୁ ରାତି ୮ ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ।

ବଢୁଛି କୋଭିଡ ,ବଢ଼ାଉଛି ଚିନ୍ତା

ଭୁବନେଶ୍ୱର,୧୯।୧୨(ଏସଏସନିଉଜ) କୋଭିଡ ତାର ନୂଆ ରୂପରେ ଧୀରେ ଧୀରେ ଅଗ୍ରସର ହେବାକୁ ଲାଗିଛି।ଯାହାକୁ ନେଇ ଏବେଠାରୁ ଚିନ୍ତା ବଢାଇବା ଆରମ୍ଭ କରିଛି।ଏହାକୁ ମୁକାବିଲା କରିବାପାଇଁ କେନ୍ଦ୍ରସରକାର ରାଜ୍ୟମାନଙ୍କ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।ନୂଆବର୍ଷ ଉତ୍ସବ ଯୋଗୁଁ କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ସତର୍କ କଲା କେନ୍ଦ୍ର।ଜିଲ୍ଲାସ୍ତରରେ ‘ସାରି’ ଓ ‘ଇଲି’ ଲକ୍ଷଣ ପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି।ଜିଲ୍ଲାସ୍ତରରେ ପର୍ଯ୍ୟାପ୍ତ ଟେଷ୍ଟିଂ ବ୍ୟବସ୍ଥା କରିବାକୁ ବି ପରାମର୍ଶ ଦିଆଯାଇଛି।RT-PCR ଟେଷ୍ଟ ସହ ପଜିଟିଭ୍‌କୁ ଜିନମ୍‌ ସିକ୍ୟୁଏନ୍‌ସିଂ […]

ଓଡ଼ିଶା ଆସିବେ ମୋଦି !

ଭୁବନେଶ୍ୱର,୧୨।୧୨(ଏସଏସନିଉଜ)ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ। ଡିସେମ୍ବର ଶେଷ ସୁଦ୍ଧା ମୋଦି ଓଡ଼ିଶା ଆସିବା ନେଇ ସୂଚନା ରହିଛି। ପଶ୍ଚିମଓଡ଼ିଶାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିପାରନ୍ତି । ମୋଦିଙ୍କ ଗସ୍ତ ନେଇ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସୂଚନା ଦେଇଛନ୍ତି।

ଜେଲରୁ ବାହାରିଲେ ଅର୍ଚ୍ଚନା

  ଭୁବ‌ନେଶ୍ବର,୧୨।୧୨(ଏସଏସନିଉଜ)ଝାରପଡ଼ା ଜେଲରୁ ୧୪ ମାସ ପରେ ବାହାରିଲେ ଅର୍ଚ୍ଚନା ନାଗ।ବହାରିବାପରେ ତାଙ୍କୁ ନେବା ଲାଗି ସ୍ବାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ା ଜେଲକୁ ଆସିଥିଲେ।କୋର୍ଟଙ୍କ ସମସ୍ତ ନିୟମକୁ ପାଳନ କରିବାସହ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଜେଲ୍‌ରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ କହିଛନ୍ତି

ATMରୁ ଲୁଟ୍

ଭୁବନେଶ୍ବର,୧୧।୧୦(ଏସଏସନିଉଜ)ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟ SBI ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଲିଙ୍ଗରାଜ ମନ୍ଦିର ନିକଟ ହାଟସାହିରେ ଥିବା ଏଟିଏମ୍‌ରୁ ଲୁଟ୍‌ କରାଯାଇଥିବା ବେଳେ ଗ୍ୟାସ୍‌ କଟରରେ କାଟି ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟି ଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଲିଙ୍ଗରାଜଥାନା ପୋଲିସ ପହଁଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

ଦଶପଲ୍ଲାରେ ଫଳକ ତାତି

ଦଶପଲ୍ଲା,୧୧।୧୨(ଏସଏସନିଉଜ) NACରେ ଜୋର ଧରିଲା ନାମ ଫଳକ ରାଜନୀତି। ମାସିକିଆ ବୈଠକ ଅଧାରୁ ଛାଡ଼ି ପଳାଇଲେ ବିଜେଡି କାଉନସିଲର। ଅଧ୍ୟକ୍ଷାଙ୍କ ବିରୋଧରେ ନାରାବାଜି କରି ଛାଡ଼ି ପଳାଇଲେ।ଦିନକ ପୂର୍ବରୁ ୨ଟି କଲ୍ୟାଣ ମଣ୍ଡପ ପାଇଁ ଅଧ୍ୟକ୍ଷା ଶୁଭ ଦେଇଥିଲେ। କାଲି ସେହି ସ୍ଥାନରେ ସ୍ଥାନୀୟ ବିଧାୟକ ଆଉ ଥରେ ଶୁଭ ଦେଇଥିଲେ। ଗୋଟିଏ ପ୍ରକଳ୍ପ ପାଇଁ ଦୁଇଟା ନାମଫଳକକୁ ନେଇ ବିବାଦ ତେଜିଥିବାର କୁହାଯାଉଛି।

ପୁଅକୁ କାନ୍ଧରେ ଧରି କାଳିଆଧାମ

ଭୁବନେଶ୍ୱର,୧୦ା୧୨(ଏସଏସନିଉଜ)ପୁଅକୁ କାନ୍ଧରେ ଧରି କାଳିଆଧାମ । ମାନସିକ ପୂରଣ ପରେ ଭାରାରେ ପୁଅକୁ ନେଇ ଆସିଲେ ପୁରୀ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଜମିଥିବା ବେଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ମାନସିକ ପୂରଣ ହେବା ପରେ ପୁଅ ଝିଅଙ୍କୁ ଭାରାରେ ଆଣିଛନ୍ତି ଜଣେ ଭକ୍ତ । ଜଟଣୀ କୁସୁମାଟିରୁ ଚାଲି ଚାଲି ଆସିଛନ୍ତି ଅଜୟ କୁମାର ଖମାରୀ । ତାଙ୍କ ପୁଅ ଅସୁସ୍ଥ ଥିବାରୁ ଦୀର୍ଘ ଦିନ ଧରି ଆଇସିୟୁରେ […]

ରଘୁନାଥପୁରେ କାନାରାବ୍ୟାଙ୍କର ୨୭୦ତମ ଶାଖା

ବାରଙ୍ଗ,୮ା୧୨(ଏସଏସନିଉଜ)ରାଜଧାନୀ ଉପକଣ୍ଠ ରଘୁନାଥପୁର ଗାଁମୁଣ୍ଡରେ କାନାରା ବ୍ୟାଙ୍କର ଏକଶାଖା ନୁଆକରି ଶୁକ୍ରବାରଦିନ ଖୋଲିଛି ।ଏହାକୁ ମହାପ୍ରବନ୍ଧକ ଜଗଦୀସ ଚନ୍ଦର ଏହାକୁ ଆନୁଷ୍ଠାନକ ଭାବେ ଉଦଘାଟନ କରିଥିଲେ । ଡିଭିଜିନାଲ ମ୍ୟାନେଜର ଅରବିନ୍ଦବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉଦଘାଟନୀଉସ୍‌ବରେ ଉପ-ମହାପ୍ରବନ୍ଧକ ଜିନରସିଂହା ମୁର୍ତି ,କ୍ଷେତ୍ରିୟ ପ୍ରବନ୍ଧକ ମହାମାୟାପ୍ରସାଦରାୟ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲ । ଏହି ଉଦଘାଟନୀ ଉସ୍‌ବରେ ଯୋଗଦେଇଥିବା ଗ୍ରାହକ ଓ କର୍ମଚାରୀମାନଙ୍କୁ ଉଦବୋଧନ ଦେଇ ମୁର୍ତି କହିଲେ ଯେ,ରାଜ୍ୟର ଏହାହେଉଛି ୨୭୦ତମ ଶାଖା । ଏ ଅଂଚଳରେ […]