ଛାଡ଼ୁନି ବିବାଦ
ବାରଙ୍ଗ,୭।୧୨(ଏସଏସ ନିଉଜ) ନନ୍ଦନକାନନରେ ପିଛା ଛାଡୁନି ଅଘଟଣ । ଦିନକୁ ଦିନ କିଛି ନା କିଛି ଘଟଣା ଘଟିବାରେ ଲାଗିଛି । କେତେବେଳେ ଜୀବଜନ୍ତୁ ଙ୍କ ଅସୁସ୍ଥ ତ ଆଉ କେତେବେଳେ ଅସୁସ୍ଥ ହୋଇ ମୃତ୍ୟୁ ହେଉଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ପୂର୍ବରୁ ଅସୁସ୍ଥ ହୋଇ ଚିକିତ୍ସାଧିନ ଭାଲୁ, ଜଲହସ୍ଥି , ବାରସିଙ୍ଗା,ଆନାକୋଣ୍ଡା ମୃତୁବରଣ କରିଥିବାବେଳେ ଗୁରୁବାର ୭୨ ନମ୍ୱର ଏନକ୍ଲୋଜରରେ ରହୁଥିବା ଗୋଟିଏ ଚଉଶିଙ୍ଗା ଅସୁସ୍ଥ […]