ଗୋପ ପ୍ରାକୃତିକଗ୍ୟାସ ଅଏଲ ଖନନ
ଭୁବନେଶ୍ୱର,୧୫ା୨(ଏସଏସନିଉଜ) ପ୍ରାକୃତିକଗ୍ୟାସ ଓ ଅଏଲ ସନ୍ଧାନ ଖନନକାର୍ଯ୍ୟ ଆରମ୍ଭ ହୋଇଛି ।ପୂଜାର୍ଚ୍ଚନା କରାଯାଇ ଏହି ଶୁଭକାର୍ଯ୍ୟର ଆରମ୍ଭ ହୋଇଛି। ରିଗମେସିନ ସାହାଯ୍ୟରେ ହେବ ଖନନ । ଖନନପାଇଁ ଅଏଲ ଇଣ୍ଡିଆତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
Browsing category
ଭୁବନେଶ୍ୱର,୧୫ା୨(ଏସଏସନିଉଜ) ପ୍ରାକୃତିକଗ୍ୟାସ ଓ ଅଏଲ ସନ୍ଧାନ ଖନନକାର୍ଯ୍ୟ ଆରମ୍ଭ ହୋଇଛି ।ପୂଜାର୍ଚ୍ଚନା କରାଯାଇ ଏହି ଶୁଭକାର୍ଯ୍ୟର ଆରମ୍ଭ ହୋଇଛି। ରିଗମେସିନ ସାହାଯ୍ୟରେ ହେବ ଖନନ । ଖନନପାଇଁ ଅଏଲ ଇଣ୍ଡିଆତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ୱର,୧୫ା୨(ଏସଏସନିଉଜ)ଆସନ୍ତା୧୮ତାରିଖରେ ମହାଶିବରାତ୍ରୀ । ରାତି୧୦ଟାରେ ଉଠିବ ମହାଦୀପ । ରାତି୧୦ଟାରୁ୧୧ଟା ସାହାଣମେଲାଦର୍ଶନ ।ନିର୍ଘଣ୍ଟହୋଇଥିବା ନୀତି ମୁତାବକ ପ୍ରଭୁଲିଙ୍ଗରାଜଙ୍କର ରାତି୩ଟାରୁ ମଙ୍ଗଳଆଳତୀ ଓ ଅବକାଶନୀତି କରାଯିବ । ଏହାପରେ ଭୋରସାଢେ୩ଟାରୁ୧୧ଟା ଯାଏଁ ସାହାଣମେଲାଦର୍ଶନ ହେବ । ଦିନ୧୨ଟାରେ ମହାସ୍ନାନ ହେବ । ଏହାପରେ ଅପରାହ୍ନ ୩.୪୫ରୁ ୪.୪୫ପର୍ଯ୍ୟନ୍ତ ଘଣ୍ଟାଏଧରି ସାହାଣମେଲା ଦର୍ଶନହେବ । ସନ୍ଧ୍ୟା୭ଟାରେ ଶ୍ରୀଜୀଉଙ୍କ ପହୁଡପଡିବାପରେ ସନ୍ଧ୍ୟାଆଳତୀ, ମାଜଣା ଓ ଯାତ୍ରା ପୂଜା ହେବ ।
ଭୁବନେଶ୍ୱର,୧୫ା୨(ଏସଏସନିଉଜ) ୮ ଦିନପରେ ଧ୍ୱଂସାବଶେଷ ତଳୁ ସୁରକ୍ଷିତ ଉଦ୍ଧାର ହେଲେ ୭୭ ବର୍ଷୀୟ ବୃଦ୍ଧା୨୧୨ଘଣ୍ଟା ପରେବି ବଞ୍ଚିଛିଜୀବନ । ୮ଦିନ ପରେ ଧ୍ୱଂସାବଶେଷ ତଳୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ୭୭ବର୍ଷୀୟ ବୃଦ୍ଧ । ଉଦ୍ଧାରକାରୀଦଳ ବୃଦ୍ଧଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏବେବି ଅତି ଚମତ୍କାରଭାବେ ଲୋକଙ୍କୁ ଭଗ୍ନାବଶେଷତଳୁ ଉଦ୍ଧାର କରାଯାଉଛି । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାପାଇଁ ଚେଷ୍ଟା କରୁଛନ୍ତି ଉଦ୍ଧାରକାରୀ ଟିମ୍ ।ସେପଟେ ୪୦ ହଜାର ପାରକରିଛି ତୁର୍କୀ ଓ ସିରିୟାରେ ଭୂକମ୍ପ ମୃତ୍ୟୁସଂଖ୍ୟା […]
ଭୁବନେଶ୍ୱର,୧୫ା୨(ଏସଏସନିଉଜ) ଚୌଦ୍ବାର ଜେଲର ୩ନମ୍ବର ସେଲରେ ରହିଲେ ନବଦାସ ହତ୍ୟାକାରୀ ଗୋପାଳଦାସ। ୩ନମ୍ବର ସେଲରେ ପୂର୍ବରୁରହୁଥିଲେ ଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥିା ଚୌଦ୍ୱାରଜେଲରେ ଗୋପାଳଦାସର ଏହାହେଉଛି ନୂଆଠିକଣା। ୨୪ଘଣ୍ଟିଆ ସୁରକ୍ଷା ବଳୟସାଙ୍ଗକୁ ସିସିଟିଭିସର୍ଭେଲାନ୍ସ ଭିତରେ ଗୋପାଳ ରହିବ ବୋଲି ଜଣାପଡିଛି ।
ଭୁବନେଶ୍ୱର,୧୪।୨(ଏସ ଏସ ନିଉଜ)କେନ୍ଦ୍ରର ଅତିରିକ୍ତ ୫ କେଜି ଚାଉଳ କାଟକୁ ବିରୋଧ କରି ବିଜେଡି ପକ୍ଷରୁ ତିନିଦିନିଆ ପ୍ରତିବାଦ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧରଣା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବାରୁ ଗରିବଙ୍କୁ ମିଳୁଥିବା ୫ କେଜି ଚାଉଳ ବନ୍ଦ ହୋଇଯାଇଛି। ଏଥି ଯୋଗୁଁ ଧାନ କ୍ରୟ କ୍ଷତିଗ୍ରସ୍ତ ହେବ ଓ କୃଷକଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ […]
ମେଣ୍ଢାଶାଳ,୧୩ା୨(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଗିରିଙ୍ଗାପୁଟ ଗାଁ ଆଦିବାସୀସାହିର ଟୁନାଦେଇ ନାମକ ମହିଳାଙ୍କୁ ମାରିଦେବାକୁ ଧମକ ଦେବାସହ ରାତିରେ ତାଙ୍କ ଘରେ ନିଆଁ ଲଗାଇଦେବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଗିରିଙ୍ଗାପୁଟ ଗାଁର ଭିମା ଓରଫ ଘନିଆପ୍ରଧାନ ଓ ଶଙ୍କରଘଡେଇ । ପ୍ରକାସ ଯେ, ଗିରିଙ୍ଗାପୁଟଗାଁ ଆଦିବାସୀସାହିରେ ଟୁନାଦେଇ ଓ ତାଙ୍କ ପୁଅ ବଳରାମରାଉଳ ରୁହନ୍ତି ।ଟୁନାଦେଇ ଚନ୍ଦକାଥାନାରେ କରିଥିବା ଅଭିଯୋଗଅନୁଯାୟୀ ତାଙ୍କ ପୁଅ ବଳରାମ ଦୁଇଟିବିବାହ କରିଛନ୍ତି ।ପ୍ରଥମସ୍ତ୍ରୀ ତାଙ୍କ ବାପଘରକୁ ଚାଲିଯାଇଥିଲେ […]
ବାରଙ୍ଗ,୧୧ା୨(ଏସଏସନିଉଜ)ଶନିବାର ସଂନ୍ଧ୍ୟାରେ ଗୋଡିସାହିଫାଣ୍ଡି ଅଧିନସ୍ଥ ଷଣ୍ଢପୁରନିକଟରେ ଏକ ଆଇଚରମିନିଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି। ଆହତ ଯୁବକ ଜଣକ ଗୋଡିସାହି ଗ୍ରାମର ପ୍ରଭାକର ଓଝା(୪୨) ବୋଲି ଜଣାପଡିଛି। ପ୍ରଭାକର ଓଡି ୦୫ଏଡ୍ ୦୦୯୩ନଂ ସ୍କୁଟି ଯୋଗେ ବାଙ୍କୀତ୍ରିଶୂଳିଆ ମୁଖ୍ୟ ରାସ୍ତାରେ ତ୍ରିଶୂଳିଆ ଅଭିମୁଖେ ଆସୁଥିବା ସମୟରେ ଷଣ୍ଢପୁରଛକ ନିକଟରେ ପଛପଟରୁ ଏକ ଦ୍ରୁତଗାମୀଆଇଚରଗାଡି ଧକ୍କାଦେଇ ପଳାଇଯାଇଥିଲା ।ଗାଡି ଧକ୍କା ଦେବାରୁ ଘଟଣା ସ୍ଥଳରେ ପ୍ରଭାକର ରକ୍ତାତ ଅବସ୍ଥାରେ ରାସ୍ତାରେ ପଡିରହିଥିଲେ ।ଛକରେ ଥିବା କିଛିଯୁବକ […]
ଭୁବନେଶ୍ୱର,୧୧।୨(ଏସଏସ ନିଉଜ)ଦିବଙ୍ଗତମନ୍ତ୍ରୀ ନବଦାସଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ । ନବଦାସଙ୍କ ପୁଅ ବିଶାଳଦାସ ଓ ଝିଅ ଦୀପାଳୀଦାସଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର । ସମ୍ବଲପୁର ସାଂସଦ ସୁରେଶ ପୂଜାରୀ, ରେଂଗାଲୀ ବିଧାୟକ ନାଉରୀ ନାୟକ ଓ ବିଜେପିନେତ୍ରୀ ରାଧାରାଣୀପଣ୍ଡା ମଧ୍ୟ ବିଶାଳ ଓ ଦୀପାଳୀଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।ଗତମାସ ୨୯ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ଅବସରରେ ନବ ଦାସଙ୍କୁ ଏଏସଆଇ ଗୋପାଳ କୃଷ୍ଣଦାସ ଗୁଳିକରି ହତ୍ୟା କରିଥିଲେ । ନବଦାସଙ୍କ ଅକସ୍ମାତ […]
ଭୁବନେଶ୍ୱର,୧୧।୨(ଏସଏସ ନିଉଜ)ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଳାଭିଷେକ ସହ ୩୦ ମିନିଟ ଧରି ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଉପସ୍ଥିତ ଅଛନ୍ତି l
ଭୁବନେଶ୍ୱର,୧୦ା୨(ଏସଏସନିଉଜ)ସୂର୍ଯ୍ୟପୃଷ୍ଠରୁ ବିରାଟ ଅଗ୍ନିପିଣ୍ଡୁଳା ଖସି ମହାକାଶରେ ବୁଲୁଛି । ବୈଜ୍ଞାନିକମାନେ ଏହି ନିଆଁପିଣ୍ଡୁଳା ଉପରେ ଏବେ ନଜର ରଖିବାସହ ଏହାର ସ୍ଥିତିକୁନେଇ ତର୍ଜମା କରିବାଆରମ୍ଭ କରିଦେଇଛନ୍ତି ।ସୂର୍ୟ୍ୟଙ୍କର ଏକ ବଡ଼ଅଂଶ ଭାଙ୍ଗି ସୂର୍ଯ୍ୟଙ୍କଠୁ ଅଲଗାହୋଇଛି । ଯାହାକି ମହାକାଶର ଏକ କକ୍ଷପଥରେ ବୁଲୁଥିବାରୁ ବୈଜ୍ଞାନିକମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଏହି ଭଗ୍ନାଂଶ ବା ନିଆଁପିଣ୍ଡୁଳା କୌଣସି ଗ୍ରହ କିମ୍ବା ନକ୍ଷତ୍ର ସହ ଧକ୍କାହେବାର ଯଥେଷ୍ଟ ସମ୍ଭାବନାରହିଛି । ଏମିତିକି ପୃଥିବୀସହ ମଧ୍ୟ ଧକ୍କା ହେବନି […]