Browsing category

ମହାନଗର

ମାଟିତଳେ ରହିଛି ସୁନାପଥର

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ଓଡ଼ିଶାର ଦେବଗଡ଼ , କେନ୍ଦୁଝର , ମୟୂରଭଂଜର ଆଦି ୩ଜିଲ୍ଲାର ବିଭିନ୍ନଅଞ୍ଚଳରେ ମାଟିତଳେ ଗଛିତରହିଛି ସୁନାପଥର । ଖଣି ଓ ଭୂତତ୍ତ୍ବନିର୍ଦ୍ଦେଶାଳୟ ଏବଂ ଏଝଓ ଅନୁସନ୍ଧାନରୁ ଏହା ଜଣାପଡ଼ିଛି । ସୁଧିରସାମଲଙ୍କ ପ୍ରଶ୍ନରେ ଖଣିମନ୍ତ୍ରୀ ପ୍ରଫୁଲ୍ଲମଲ୍ଲିକ ଦେଇଛନ୍ତି ଏହି ଉତ୍ତରା

ମନ୍ତ୍ରୀଙ୍କ ଅପିଲ୍ !

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ମାର୍ଚ୍ଚ୧ରୁ +୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ ଅସହଯୋଗ କରିବାକୁ ଶିକ୍ଷକ ସଂଘ ଘୋଷଣା କରିଛି। ସରକାର ଦାବିନମାନିଲେ ଆମରଣ ଅନଶନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ଓ ଏହାସହ ପରୀକ୍ଷା ମଧ୍ୟ ବର୍ଜନକରିବାକୁ ଧମକ ଦିଆଯାଇଛି । ପିଲାମାନଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେବାକୁ ଗଣଶିକ୍ଷା ମନ୍ତ୍ରୀ ଅନୁରୋଧ କରିବା ସହପରୀକ୍ଷାରେ ସହଯୋଗ କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ ସମୀରଦାଶା  

କାଲି ବିଧାନସଭା ଘେରିବ କରିବ ବିଜେପି

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ଆସନ୍ତାକାଲି ବିଧାନସଭା ଘେରିବ ବିଜେପିଯୁବମୋର୍ଚ୍ଚା ।ନବଦାସ ହତ୍ୟାମାମଲାର ଜବାବ ମାଗିବାକୁ ଘେରିବ ବିଧାନସଭା ।ରାଜ୍ୟର ପ୍ରତ୍ୟେକଜିଲ୍ଲାରୁ ଯୁବକ ଏକାଠିହୋଇ ଘେରାଉ କରିବୋଘେରାଉନେଇ ବିଜେପି ସାଧାରଣସଂପାଦକ ଗୋଲକମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

ଦୋକାନଆଗରୁ ନେଇଗଲେ ଟ୍ରାକ୍ଟର

ବାରଙ୍ଗ,୨୬ା୨(ଏସଏସନିଉଜ) ବାରଙ୍ଗଥାନା ଅଧିନସ୍ଥ ଆନନ୍ଦ ବଜାରର ବାରଙ୍ଗ ପ୍ରେସକ୍ଲବ ନିକଟରେ ଥିବା ଏକ ଦୋକାନ ସାମ୍ନାରୁ ଶନିବାର ବିଳମ୍ଭିତ ରାତିରେ ଥୁଆହୋଇଥିବା ଏକ ଟ୍ରାକ୍ଟର ଚୋରୀ ହୋଇଥିବାର ବାରଙ୍ଗଥାନାରେ ଲିଖିତ ଅଭିଯୋଗ ହୋଇଛି ।ଦୋକାନ ମାଲିକ ସତ୍ୟବ୍ରତ ବଡ଼ଜେନା କରିଥିବା ଅଭିଯୋଗ ଅନୁଯାୟୀ ଓଆର ୦୫-ଏମ-୪୮୭୩ ନମ୍ବର ଟ୍ରାକ୍ଟରଟି ସବୁଦିନ ଭଳି କାମ ସାରି ଦୋକାନ ଆଗରେ ଥୁଆହୋଇଥିଲା ।ରବିବାର ସକାଳେ ଚାଳକ ଗାଡିବାହାର କରିବାକୁ ଆସିବାବେଳକୁ ଟ୍ରାକ୍ଟରଟି ଥୁଆହୋଇଥିବା ସ୍ଥାନରେ ନଥିଲା ।ଏବିଷୟରେ ଚାଳକ ସତ୍ୟବ୍ରତକୁ […]

୫୩ବର୍ଷପରେ ଏକାଠି ହେଲେ…

ମେଣ୍ଢାଶାଳ,୨୬ା୨(ଏସଏସନିଉଜ) ମେଣ୍ଢାଶାଳ ଉଚ୍ଚବିଦ୍ୟାଳୟରେ ୧୯୭୦ମା୍‌ିହାରେ ଶିକ୍ଷାଗ୍ରହଣ କରି ମେଟ୍ରିକପାଶ୍ କରିଥିବା ଛାତ୍ରଛାତ୍ରୀମାନଙ୍କର ଛତାବରସ୍ଥିତ ଶ୍ରୀଶ୍ରୀ ବୁଦ୍ଦେଶ୍ୱରମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁମିଳନ ଉସ୍‌ବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମଦନପୁର ,ପାଇକେରାପୁର, ଛତାବର,ମେଣ୍ଢାଶାଳ, କଂଟାବାଡ, ମଳିପଡା ଆଦି ଗ୍ରା.ପର ୪୦ଜଣଛାତ୍ରଛତ୍ରୀ ୫୩ବର୍ଷପରେ ଏକତ୍ରିତ ହୋଇଥିଲେ ।ସେହିମସୟର ଶିକ୍ଷକ ବାସୁଦେବମହାପାତ୍ର ,ହରିହରମହାରଣା,ଲଡୁକିଶୋରରଥଙ୍କୁ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଉତରୀୟପ୍ରଦାନ କରାଯାଇ ସମ୍ଭର୍ଦ୍ଧିତ କରାଯାଇଥିଲା ।ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଶତ୍ରୁଘ୍ନବାହନୀପତି ଓ ସୁରେନ୍ଦ୍ରକୁମାରମହାନ୍ତି ଆୟୋଜନ କରିଥିଲେ ।ବ୍ରଜବାସିନିମହାନ୍ତି ,ରେଣୁକା ବଡଜେନା ଓ ପଦ୍ୱଚରଣଜେନା ପ୍ରମୁଖ […]

ପ୍ରଦୀପଜେନା ହେଲେ ନୂଆ ମୁଖ୍ୟ ଶାସନସଚିବ

ଭୁବନେଶ୍ୱର,୨୬।୨(ଏସଏସ ନିଉଜ)ପ୍ରଦୀପଜେନା ହେଲେ ନୂଆ ମୁଖ୍ୟ ଶାସନସଚିବ lମାର୍ଚ୍ଚ ୧ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ lଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି l୧୯୮୯ ବ୍ୟାଚ୍‌ର IAS ଅଫିସର ପ୍ରଦୀପ ଜେନା lବର୍ତ୍ତମାନ ସେ SRC ଦାୟିତ୍ୱରେ ଅଛନ୍ତି lସେପଟେ ଆସନ୍ତା ୨୮ରେ ଅବସର ନେବେ CS ସୁରେଶ ମହାପାତ୍ର l

ଗାଡ଼ିପାର୍କିଂକୁ ନେଇ ଟ୍ରାଫିକ କନଷ୍ଟେବଳଙ୍କୁ ଆକ୍ରମଣ

ଭୁବନେଶ୍ୱର,୨୬ା୨(ଏସଏସନିଉଜ) ଗାଡ଼ିପାର୍କିଂକୁ କେନ୍ଦ୍ରକରି ଭିଏସଏସନଗରରେ ଟ୍ରାଫିକ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।ଏଥିରେ ଆହତ ହୋଇଥିବା କନଷ୍ଟେବଲ ମନୋଜବେହେରାଙ୍କୁ କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛିି । ଆକ୍ରମଣକାରୀବ୍ୟକ୍ତି ସହିଦନଗର ଥାନାରେ ଅଟକ ରହିଥିବାବେଳେ ସେ ବିଏସଏଫ ଜଣେ ବରିଷ୍ଠଅଧିକାରୀ ବୋଲି ସୁଚନା ମିଳିଛି ।  

ଅକଳରେ ଗଣଶିକ୍ଷାବିଭାଗ !

ଭୁବନେଶ୍ୱର ,୨୫ା୨(ଏସଏସନିଉଜ)ଆଉ ୩ଦିନପରେ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।ଏବେ ଆନ୍ଦୋଳନରେ ପରୀକ୍ଷକମାନେ ଅଛନ୍ତି । ମୁଣ୍ଡଉପରେ ପରୀକ୍ଷା ଥିବାବେଳେ ପରୀକ୍ଷକମାନେ ଆନ୍ଦୋଳନ କରିବାସହ ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନର ଧମକ ଦେଇଛନ୍ତି ।ଏବେ କେମିତି ହେବ ପରୀକ୍ଷା ପରିଚାଳନା ତାହାକୁ ନେଇ ପ୍ରଶ୍ନବାଚୀସୃଷ୍ଟି ହୋଇଛି । ଯାହାକୁନେଇ ଅକଳରେ ପଡିଛି ଗଣଶିକ୍ଷାବିଭାଗ । ମାର୍ଚ୍ଚ ୧ରୁ ଆରମ୍ଭହେବ ଯୁକ୍ତଦୁଇ ପରୀକ୍ଷା । ହେଲେ ଯେଉଁମାନେ ପରୀକ୍ଷା ପରିଚାଳନା କରିବେ ସେହି ଅଧ୍ୟାପକମାନେ ଏବେ […]

ପାଚେରୀରେ ଧକ୍କାହେଲା ବାଇକ,ଚାଲିଗଲା ଜୀବନ

ବାରଙ୍ଗ, ୨୫।୨(ଏସଏସନିଉଜ) ଶୁକ୍ରବାର ବିଳମ୍ବିତରାତିରେ ଗୋଡିସାହିଫାଣ୍ଡି ଅଧିନସ୍ଥ ଷଣ୍ଢପୁର ବାଙ୍କରେ ଜଣେ ବାଇକଚାଳକ ଭାରସାମ୍ୟହରାଇ ରାସ୍ତାକଡପାଚେରୀ ମଧ୍ୟରେ ଧକ୍କାଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତୁ ଘଟିଛି । ମୃତ ଯୁବକହେଉଛନ୍ତି କେନ୍ଦୁଝରଜିଲ୍ଲା ତୁରୁମୁଙ୍ଗାଥାନା ଅଂଚଳର ଜାଡିଚତରଗ୍ରାମର ଗଗନବିହାରୀନାୟକ(୩୫) । ଗଗନବିହାରୀ କଟକ ହାଇକୋର୍ଟର ଜଣେ କର୍ମଚାରୀବୋଲି ଜଣାପଡିଛି । ସେ ଶୁକ୍ରବାର ବିଳମ୍ବିତରାତିରେ ଓଡି୦୯-ୟୁ-୮୦୧୩ ବାଇକଯୋଗେ କଟକଅଭିମୁଖେ ଯାଉଥିଲେ।ଷଣ୍ଢପୁରଗାଁମୁଣ୍ଡରେ ପହଂଚିଥିବାବେଳେ ଏକ ହମ୍ପସ ନିକଟରେ ବାଇକଟି ଭାରସାମ୍ୟହରାଇ ରାସ୍ତାକଡ଼ରେ ଥିବା ଏକପାଚେରି ମଧ୍ୟରେ ଧକ୍କା ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ […]

ଏଣିକି କିନ୍ନରମାନେ ସରକାରୀ ଚାକିରି କରିପାରିବେ

ଭୁବନେଶ୍ୱର,୨୫ା୨(ଏସଏସନିଉଜ)ଏଣିକି କିନ୍ନରମାନେ ମଧ୍ୟ ସରକାରୀ ଚାକିରି ପାଇଁ ଆବେଦନ କରିପାରିବୋ ସରକାର ଲାଗୁ କଲେ ନୂଆ ନିୟମ ।ପୂର୍ବରୁ ସରକାରୀଚାକିରି କେବଳ ପୁରୁଷ ଓ ମହିଳାଶ୍ରେଣୀଙ୍କ ପାଇଁ ଉପଲବ୍ଧ ରହିଥିଲା ।ଏଣିକି ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ଚାକିରି କ୍ଷେତ୍ରରେ ଏହି ସୁବିଧା ପାଇପାରିବେ ।ସୂଚନା ମୁତାବକ, ନିକଟରେ ମଧ୍ୟପ୍ରଦେଶ ସରକାର ଏପରି ଏକ ନୂଆନିୟମ ଲାଗୁ କରିଛନ୍ତି ।