Browsing category

ମହାନଗର

ନୂଆ ରୂପନେବ ବିଜୁବାବୁଙ୍କ ‘ଡାକୋଟା’ ବିମାନ

ଭୁବନେଶ୍ୱର,୨୫ା୨(ଏସଏସନିଉଜ)ନୂଆ ରୂପ ନେବାକୁ ଯାଉଛି ବିଜୁବାବୁଙ୍କ ‘ଡାକୋଟା’ ବିମାନ। ଏଥିପାଇଁ ଜୋରସୋର ଚାଲିଛି କାମ।ଡାକୋଟାର ମରାମତି ସହ ରଙ୍ଗଦିଆ କାମ କରାଯାଉଛି। ଆସନ୍ତା ମାର୍ଚ୍ଚ୫ତାରିଖ ପୂର୍ବରୁ ଡାକୋଟାକୁ ସମ୍ପୂର୍ଣ୍ଣଭାବେ ପ୍ରଦର୍ଶନନିମନ୍ତେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି।ଆସନ୍ତା ସୋମବାରସୁଦ୍ଧା ଡାକୋଟାର ଫ୍ୟୁଜିଲାଜ ଲଗାଯିବ ଏବଂ ଏହା ପରେ ଇଞ୍ଜିନ ଓ ୱିଙ୍ଗସ ଲଗାଯିବ ବରାଲି ଜଣାପଡିଛି ।

ଏବର୍ଷ ବିହେବନି ପ୍ରଭୁଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ !

ଭୁବନେଶ୍ୱର,୨୫ା୨(ଏସଏସନିଉଜ)ପ୍ରଭୁକପିଳେଶ୍ୱରଙ୍କ ନୀତିକାନ୍ତି ବନ୍ଦଯୋଗୁଁ ହେବନି ହାଣ୍ଡିଭଙ୍ଗାଯାତ ।ପାଳିଆ ମଲିଆ ସେବାୟତ ନୀତିକାନ୍ତି ନକରିବାରୁ ଯାତ ବନ୍ଦରହିଲା । ଜିଲ୍ଲାପାଳ ଡାକିଥିବା ବୈଠକକୁ ମଲିଆ ସେବାୟତ ଆସିନଥିବା ସୂଚନା ମିଳିଛି ।

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର,୨୫।୨(ଏସଏସ ନିଉଜ) ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପୋଲିସ।ଡମଣାହାଇସ୍କୁଲ ନିକଟ ଏକ ଘରୁ ମୃତଦେହ ଉଦ୍ଧାର କରିବାସହ ଚନ୍ଦ୍ରଶେଖରପୁର ପୋଲିସ ତଦନ୍ତ ଆରମ୍ଭ କରିଛି।ମୃତ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିବା ବେଳେ ପକୃତ କାରଣ ଜଣାପଡିନାହିଁ।

ସରକାରୀ ସ୍କୁଲପିଲାଙ୍କୁ ମିଳିବ ନୋଟ ବୁକ୍

ଭୁବନେଶ୍ୱର,୨୫।୨(ଏସଏସ ନିଉଜ)ସ୍କୁଲପିଲାଙ୍କୁ ମିଳିବ ନୋଟ ବୁକ୍ ଘରୋଇସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ନୋଟ ବୁକ୍।ନୋଟ ବୁକ୍ ମିଳିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।ନୋଟ ବୁକରେ ହୋମୱାର୍କ ଓ ପାଠ ପଢ଼ା ସମ୍ପର୍କରେ ଇଲ୍ଲେଖ ରହିବ।ଏହାଦ୍ବାରା ଅଭିଭାବକ ମାନେ ପିଲା କଣ ପଢୁଛି ଜାଣିପାରିବେ।

ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବାରଙ୍ଗ,୨୪।୨(ଏସଏସ ନିଉଜ) ଶ୍ରୀଶ୍ରୀ ସଂକଟମୋଚନ ମହାବୀର ଙ୍କ ବିଗ୍ରହ ପ୍ରତିଷ୍ଠା ଓ ବିଶ୍ୱାଶାନ୍ତି ମହାଯଜ୍ଞ ରତାଗଡ଼ ନୂଆସାହି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ବିଭିର୍ଣ କାର୍ଯ୍ୟକ୍ରମମାନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଶୁକ୍ରବାର ଦିନ ଏହା ଉଦଯାପିତ ହୋଇଯାଇଛି। ମଙ୍ଗଳବାର ମହାଜଜ୍ଞ ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ଦିନ ପୂର୍ଣାହୁତି ହୋଇଛି।୪ଦିନଧରି ରାତିରେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟର ପ୍ରତିଷ୍ଠିତ ପ୍ରବଚକ ମାନଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ କରଯାଇଥିଲା।ପ୍ରତିଦିନ ହଜାର ହଜାର ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।ଏହି […]

ଅର୍ଦ୍ଧଲଗ୍ନ ମହିଳାଙ୍କ ଗଳିତ ମୃତଦେହ ଘଟଣା

ବାରଙ୍ଗ,୨୪।୨(ଏସଏସ ନିଉଜ) ରଘୁନାଥପୁର ଗାଁମୁଣ୍ଡ ଶ୍ମଶାନ ରାସ୍ତାକଡ଼ ପରିତ୍ୟକ୍ତ ଚାଷଜମିରୁ ମିଳିଥିବା ଅର୍ଦ୍ଧଲଗ୍ନ ମହିଳାଙ୍କ ଗଳିତ ମୃତଦେହ ଘଟଣା ଉପରୁ ପରଦା ଉଠାଇଛି ନନ୍ଦନକାନନଥାନା ପୋଲିସ।ମହିଳାଙ୍କୁ ବଳକ୍ତାର ପରେ ହତ୍ୟ କରାଯାଇଥିବାବେଳେ ଘଟଣାର ମୁଖ୍ୟଅଭିଯୁକ୍ତକୁ ତଥା ସିକୁରିଟିଗାର୍ଡକୁ ପୋଲିସ ଗିରଫକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି ।ନନ୍ଦନକାନନଥାନା ପରିସରରେ ଏସିପି ରମେଶଚନ୍ଦ୍ର ବିଶୋଇଙ୍କ ଦ୍ୱାରା ଆୟୋଜିତ ଖବରଦାତା ସମିଳନୀରେ ପୋଲିସ ଦେଇଥିବା ସୁଚନା ଅନୁଯାୟୀ ଗତ ୧୯ତାରିଖରେ ରଘୁନାଥପୁର ଗାଁନିକଟ ଓଏସଏସହୋମସ ଅପାର୍ଟମେଣ୍ଟ ନିକଟରେଥିବା ପରିତ୍ୟକ୍ତ ଚାଷଜମିରେ ଜଣେ […]

ମାର୍ଚ୍ଚ୧ରେ ଭାରତଆସିବେ ଆମେରିକା ବୈଦେଶିକମନ୍ତ୍ରୀ

ଭୁବନେଶ୍ୱର,୨୪ା୨(ଏସଏସନିଉଜ)ମାର୍ଚ୍ଚ୧ରେ ଭାରତ ଆସିବେ ଆମେରିକା ବୈଦେଶିକମନ୍ତ୍ରୀ ଆଣ୍ଟୋନିବ୍ଲିଙ୍କେନ ।ଭାରତରେ ଅନୁଷ୍ଠିତ ହେବାକୁଥିବା ଜି -୨୦ ବୈଦେଶିକମନ୍ତ୍ରୀ ବୈଠକରେ ଯୋଗଦେବେ।ଭାରତ ସହ ଆମେରିକାର ଦୃଢ ସହଭାଗିତାକୁ ନିଶ୍ଚିତ କରିବାକୁ ସେ ବରିଷ୍ଠ ଭାରତୀୟ ଅଧିକାରୀଙ୍କୁ ଭେଟିବେ।ଏଥର ଭାରତ ଜି -୨୦ର ଅଧ୍ୟକ୍ଷତା କରୁଛି।ସେ ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ପର‌୍ୟ୍ୟନ୍ତ ଭାରତରେ ରହିବେ। ଏହି ସମୟରେ ସେ ସମସ୍ତ ନେତାଙ୍କୁ ଭେଟିବେ ବୋଲି ଜଣାପଡିଛି।

ବନ୍ଧାହେଲେ ରାତ୍ରଜଗୁଆଳି

ବାରଙ୍ଗ,୨୩ା୨(ଏସଏସନିଉଜ) ବାରଙ୍ଗକଲେଜର ପାଚେରୀ ସହିତ କଲେଜରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବାଡ଼େଇ ଭାଙ୍ଗି ଦେଇଥିବା ଅଭିଯୋଗରେ ନନ୍ଦନକାନନଥାନାପୋଲିସ କଲେଜର ରାତ୍ରଜଗୁଆଳିକୁ ଗିରଫକରି ଗୁରୁବାରଦିନ କୋର୍ଟଚାଳଣ କରିଛି ।ଗିରଫ ହୋଇଥିବା ତା୍‌ରାଜଗୁଆଳି ହେଉଛନ୍ତି ବାଙ୍କୀସିଂହନାଥପୁର ଗାଁର ଆକାଶକୁମାରଣା ।ଆକାଶ ବାରଙ୍ଗ କଲେଜରେ ରାତ୍ର ଜଗୁଆଳ ଭାବେ କାର୍ଯ୍ୟ କରନ୍ତି ।ବୁଧବାରଦିନ ସେ କଲେଜପାଚେରୀ ସହ କଲେଜରେ ଲାଗିଥିବା ସିସି କ୍ୟାମେରାକୁ ବାଡେଇଭାଙ୍ଗିଥିଲେ ।ଏହିଘଟଣା ଦେଖିବାପରେ କଲେଜର ଅଧ୍ୟାପକ ମନିନ୍ଦ୍ର କୁଅଁର ବିରୋଦ୍ଧ କରିବାରୁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ […]

ପୁରୀମେନକେନାଲକୁ ଖସିଲା ବାଇକ

ବାରଙ୍ଗ,୨୩ା୨(ଏସଏସନିଉଜ)ଗୁରୁବାରରାତିରେ ପୁରୀମେନକେନାଲରେ ଏକ ବାଇକ ଖସିପଡି ବାଇକଚାଳକ ଗୁରୁତରଆହତ ହୋଇଛନ୍ତି ।ଆହତ ହୋଇଥିବା ବାଇକଚାଳକ ହେଉଛନ୍ତି ନନ୍ଦନକାନନ ଥାନା ଅଧିନସ୍ଥ ବାଲିପଡାଗାଁର ରାଜାଭଞ ଓରଫ ଘାତକ ।ରାଜା ଏକ ନମ୍ବରବିହିନ ହୋଣ୍ଡାସାଇନ ବାଇକ ଯୋଗେ ଦ୍ରୁତଗତିରେ ପୁରୀନେକେନାଲ ଦେଇ ଘରକୁ ଫେରୁଥିଲେ ।କଂଟାପାଟଣା ଗାଁମୁଣ୍ଡରେ ଭାରସମ୍ୟ ହରାଇ ବାଇକସହ କେନାଲ ମଧ୍ୟକୁ ଖସିପଡିଥିଲେ ।ଏହିସମୟରେ ସ୍ଥାନୀୟ ଗାଁର କିଛିଯୁବକ ଶୈାଚପାଇଁ କେନାଲକୁ ଯାଇଥିବାରୁ ପାଣିଭିତରୁ ସୁରକ୍ଷିତଭାବେ ବାଇକ ଓ ରାଜାକୁ ଉଦ୍ଧାର କରିଥିଲେ ମଧ୍ୟ ରାଜାଙ୍କ ଶରୀରର […]

ମଣିପୁରୀ ହରିଣ ମୃତ୍ୟୁ

ବାରଙ୍ଗ,୨୩ା୨(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୬ନମ୍ବର(ଖ)ଏନକ୍ଲୋଜରରେ ରହୁଥିବା ବୟସ୍କ ଅଣ୍ଡିରା ମଣିପୁରୀ ହରିଣ ସଂଘର୍ଷରେ ମୃତ୍ୟୁ ଘଟିଛି।ଗତ ସୋମବାରଦିନ ଖାଦ୍ୟାଭାବରୁ ଏନକ୍ଲୋଜରଭିତରେ ଅନ୍ୟ ଏକ ଅଣ୍ଡିରା ମଣିପୁରୀ ହରିଣ ସହ ମାଡଗୋଳ ହୋଇଥିଲା।ଫଳରେ ବୟସ୍କ ହରଣଟିର ପେଟ ଓ ଦେହରେ କ୍ଷତ ସୃଷ୍ଟି ହୋଇଥିଲା।ଯାହାଫଳରେ ଅଚେତ୍ ହୋଇ ତଳେ ପଡିଯାଇଥିଲା।ଖବରପାଇ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକମାନେ ଚିକିତ୍ସା କରୁଥିବାବେଳେ ଆଜି ତାର ମୃତ୍ୟୁ ଘଟିଥିଲା।ତାର ପେଟରେ ସିଂଘ ପଶିଯିବାରୁ ବିରାଟ କଣା ହୋଇଯାଇଥିବାର ଜଣାପଡିଥିଲା ।ମୃତ୍ୟୁର କାରଣ ଜାଣିବା ପାଇଁ […]