ସରକାରୀ ସ୍କୁଲପିଲାଙ୍କୁ ମିଳିବ ନୋଟ ବୁକ୍

ଭୁବନେଶ୍ୱର,୨୫।୨(ଏସଏସ ନିଉଜ)ସ୍କୁଲପିଲାଙ୍କୁ ମିଳିବ ନୋଟ ବୁକ୍ ଘରୋଇସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ନୋଟ ବୁକ୍।ନୋଟ ବୁକ୍ ମିଳିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।ନୋଟ ବୁକରେ ହୋମୱାର୍କ ଓ ପାଠ ପଢ଼ା ସମ୍ପର୍କରେ ଇଲ୍ଲେଖ ରହିବ।ଏହାଦ୍ବାରା ଅଭିଭାବକ ମାନେ ପିଲା କଣ ପଢୁଛି ଜାଣିପାରିବେ।

Comments (0)
Add Comment