ବଢ଼ିପାରେ ଗୋପାଳର ରିମାଣ୍ଡ ଅବଧି
ଭୁବନେଶ୍ୱର,୪।୨(ଏସଏସ ନିଉଜ)ବଢ଼ିପାରେ ଗୋପାଳର ରିମାଣ୍ଡ ଅବଧି lଝାରସୁଗୁଡ଼ା JMFCରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ lଆଜି ଗୋପାଳର ରିମାଣ୍ଡ ସରୁଥିବାରୁ ସାନି ରିମାଣ୍ଡ କରିପାରନ୍ତି lହତ୍ୟାକାଣ୍ଡର କାରଣ ଖୋଜିବାକୁ ଅଧିକ ଜେରା ସମ୍ଭାବନା ଥିବାର ଜଣାପଡିଛିl
Browsing category
ଭୁବନେଶ୍ୱର,୪।୨(ଏସଏସ ନିଉଜ)ବଢ଼ିପାରେ ଗୋପାଳର ରିମାଣ୍ଡ ଅବଧି lଝାରସୁଗୁଡ଼ା JMFCରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ lଆଜି ଗୋପାଳର ରିମାଣ୍ଡ ସରୁଥିବାରୁ ସାନି ରିମାଣ୍ଡ କରିପାରନ୍ତି lହତ୍ୟାକାଣ୍ଡର କାରଣ ଖୋଜିବାକୁ ଅଧିକ ଜେରା ସମ୍ଭାବନା ଥିବାର ଜଣାପଡିଛିl
ନିଆଳି,୪।୨(ଏସଏସ ନିଉଜ)ବିଳାଶୁଣି କୁଣ୍ଡିମୁହାଁ ପୋଲରୁ ୧୦୦ ଫୁଟ୍ ତଳକୁ ଖସିଲା କାର୍ lପୋଲଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଘଟିଛି। ୩ଜଣ ଗୁରୁତର ହୋଇଛନ୍ତି lଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତୁରନ୍ତ କାର୍ଯ୍ୟ ଶେଷ ଦାବିରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରିଛନ୍ତି l
ଭୁବନେଶ୍ୱର,୪।୧(ଏସଏସ ନିଉଜ)ନବଦାସଙ୍କୁ ହତ୍ୟା ଘଟଣାରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି।ସେକହିଛନ୍ତି ପୁଲିସ୍ ଗୁଳି କରିମାରିବା ମୋତେ ଆଶ୍ଚର୍ଯ୍ୟ କରୁଛି, ବିଶ୍ୱାସ ହେଉନି, ଜଣେ ପାୱାରଫୁଲ ମନ୍ତ୍ରୀଙ୍କୁ ASI ଗୁଳି କରିବା ଗ୍ରହଣଯୋଗ୍ୟ ନୁହେଁ।ମୋତେ ବି ପିଏସ୍ଓ ମିଳିଛି, ଡର ଲାଗୁଛି ସେ ଗୋପାଳଦାସ ହେବନି ତ। ନବଦାସ ହତ୍ୟା ଘଟଣାର ସତ ଜଗନ୍ନାଥଙ୍କୁ ଜଣା ବୋଲି ଡିଜିପି କହିବା ପ୍ରସଙ୍ଗରେ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଡିଜିପି ଜଗନ୍ନାଥଙ୍କୁ ପ୍ରାର୍ଥନା କରି ସତ ଜାଣନ୍ତୁ ଓ […]
ଖୋର୍ଦ୍ଧା,୪।୨(ଏସଏସନିଉଜ) ବ୍ୟବସାୟୀଙ୍କୁ ବୋମାମାଡ଼ ହୋଇଛି।ବୋମାମାଡ଼ ଯୋଗୁ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି lଜଟଣୀଥାନା କଣ୍ଟିଆଗାଁ ପାଣି ଫ୍ୟାକ୍ଟ୍ରି ନିକଟରେ ୬ଟି ବୋମା ଫିଙ୍ଗିଛନ୍ତି lପୂର୍ବଶତ୍ରୁତାରୁ ବୋମାମାଡ଼ ହୋଇଥିବା ବେଳେ ଘଟଣାସ୍ଥଳରୁ ୩ଟି ଅଫୁଟା ବୋମା ଉଦ୍ଧାର କରିଛି ପୋଲିସ lବାଇକ୍ରେ ଆସି ୨ଜଣ ବୋମାମାଡ଼ କରି ପଳାଇଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱର,୪।୧(ଏସଏସ ନିଉଜ)ମହୁମାଛି ଆକ୍ରମଣରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଆହତ ହୋଇଛନ୍ତି।ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି l
କୋରାପୁଟ,୩।୩(ଏସଏସ ନିଉଜ)କୋରାପୁଟବାସୀଙ୍କୁ ୧୬୦୦ କୋଟି ଟଙ୍କର ବିକାଶମୂଳକ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ lବିକ୍ରମ ଦେବ କଲେଜର ୭୫ ବର୍ଷ ପୂର୍ତ୍ତି ଅବସରରେ ଜୟପୁରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗଦେଲେ lବିକ୍ରମଦେବ କଲେଜର ୭୫ବର୍ଷ ପୂର୍ତ୍ତି ଅବସରରେ ସେ ମହାରାଜ ବିକ୍ରମଦେବଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l
ଭୁବନେଶ୍ୱର,୩।୨(ଏସଏସ ନିଉଜ)ନବଦାସ ହତ୍ୟା ମାମଲାର ତଦନ୍ତ ନେଇ ଡିଜିପି ପ୍ରତିକ୍ରିୟା ରଖୁଛନ୍ତି।ଏଭଳି କ୍ରାଇମର ରହସ୍ୟ ୨/୪ ଦିନ ଭିତରେ ଜଣାପଡ଼ିବନି।କେନ୍ଦ୍ରର ସହଯେ।ଗ ନିଆଯିବ। ଗୃହ ମନ୍ତ୍ରାଳୟ ସହ କଥା ହୋଇଛି।ତଦନ୍ତରେ ସହଯେୋଗ କରିବାକୁ CFSL ଟିମ୍ ଆସିପାରେ।ତଦନ୍ତରେ ସ୍ୱଚ୍ଛତା ପାଇଁ ସେଠାକାର ପୁଲିସଙ୍କୁ ବଦଳି କରାଯାଇଛି।ଟିକେ ସମୟ ଲାଗିବ ବୋଲି କହିଛନ୍ତି ଡିଜିପି।ଜଷ୍ଟିସ ଦାସଙ୍କ ମନିଟରିଂରେ ତଦନ୍ତ ଚାଲୁ ରହିଛି।ଏଭଳି ମାମଲାରେ ତଦନ୍ତରେ ପୂର୍ଣ୍ଣତା ଆସିବାକୁ ଟିକେ ସମୟ ଲାଗିବ ବୋଲି କହିଛନ୍ତି।
ଭୁବନେଶ୍ୱର,୩।୨(ଏସଏସ ନିଉଜ)ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡ଼ୁଆ। ବାନ୍ଧବୀ ସୋମାଲିକାଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ। ଜଗତସିଂହପୁର IICଙ୍କ ପାଖରେ ସାନି ଆବେଦନ ପାଇଁ ସୋମାଲିକାଙ୍କୁ ନିର୍ଦ୍ଦେଶ ମିଳିଥିବାବେଳେ ଯଦି ଆବେଦନ ଦାଖଲ ହୁଏ ତାହେଲେ ପଞ୍ଜୀକୃତ ପାଇଁ ନିର୍ଦ୍ଦେଶ।
ଭୁବନେଶ୍ୱର,୩।୧(ଏସଏସ ନିଉଜ) ଆଜି ପ୍ରେକ୍ଷାଳୟକୁ ଆସୁଛି ‘ଦମନ’ର ହିନ୍ଦୀ ରୂପାନ୍ତର। ଓଡ଼ିଶା ମାଟିର କାହାଣୀ ଦେଖିବ ସାରା ଦେଶ। ଫିଲ୍ମରେ ରହିଛି ଯୁବ ଡାକ୍ତର ସିଦ୍ଧାର୍ଥଙ୍କ ସଂଘର୍ଷର କାହାଣୀ। ପୂର୍ବରୁ ନିଆରା କାହାଣୀକୁ ନେଇ ସାରା ଓଡ଼ିଶାରେ ଚହଳ ସୃଷ୍ଟି ହୋଇଛି।
ଭୁବନେଶ୍ୱର,୩।୧(ଏସଏସ ନିଉଜ)ଅଯୋଧ୍ୟାରେ ପହଞ୍ଚିଲା ରାମ ଲାଲାଙ୍କ ମୂର୍ତ୍ତି ତିଆରି ପାଇଁ ଶାଳଗ୍ରାମ ଶିଳା।ରାମଙ୍କ ପାଇଁ ନେପାଳରୁ ବିଶାଳ ଶୋଭାଯାତ୍ରା। ଜମୁଛି ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ଭିଡ଼। ଶିଳା ସାଢେ ୬ କୋଟି ବର୍ଷ ପୁରୁଣା।ଆଗାମୀ 2024 ଶେଷ ସୁଦ୍ଧା ଶେଷ ହେବ ମୂର୍ତ୍ତି କାମ।