୮ସହରରେ ସହରାଞ୍ଚଳ ପ୍ରାଥମିକସ୍ବାସ୍ଥ୍ୟକେନ୍ଦ୍ର
ଭୁବନେଶ୍ୱର,୨୩ା୨(ଏସଏସନିଉଜ)ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟମିସନ ଅଧୀନରେ ହେବ ସ୍ବାସ୍ଥ୍ୟକେନ୍ଦ୍ରାଏହି ୮ ଟିସହର ହେଉଛି ଯାଜପୁର, ବ୍ୟାସନଗର, ରାଇରଙ୍ଗପୁର, ସୋର,ମାଲକାନଗିରି, ରାଜଗାଙ୍ଗପୁର, ତାଳଚେର ଓ କଟକ ଝୋଲାସାହି ବୋଲି ଜଣାପଡିଛି ।
Browsing category
ଭୁବନେଶ୍ୱର,୨୩ା୨(ଏସଏସନିଉଜ)ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟମିସନ ଅଧୀନରେ ହେବ ସ୍ବାସ୍ଥ୍ୟକେନ୍ଦ୍ରାଏହି ୮ ଟିସହର ହେଉଛି ଯାଜପୁର, ବ୍ୟାସନଗର, ରାଇରଙ୍ଗପୁର, ସୋର,ମାଲକାନଗିରି, ରାଜଗାଙ୍ଗପୁର, ତାଳଚେର ଓ କଟକ ଝୋଲାସାହି ବୋଲି ଜଣାପଡିଛି ।
ଜଟଣୀ ,୨୩ା୨(ଏସଏସନିଉଜ)ଏଥର ଜଟଣୀଆସନରେ କଂଗ୍ରେସପକ୍ଷରୁ ନିର୍ବାଚନଲଢିବେ କ୍ୟାପଟେନ ମନ୍ମଥରାଉତରାୟ । ବରିଷ୍ଟ କଂଗ୍ରେସନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଙ୍କ ସାନପୁଅ ହେଉଛନ୍ତି ମନ୍ମଥ । ଆଉ ନିର୍ବାଚନ ଲଢିବେନିବୋଲି ଘୋଷଣାକଲେ ସୁରେଶ ରାଉତରାୟ । ମୋତେ ୮୦ବର୍ଷ ହେଲାଣି। ମୋ ସାନପୁଅ କଂଗ୍ରେସ ଟିକେଟରୁ ଲଢିବ।ମୁଁ ୫୫ବର୍ଷ କଂଗ୍ରେସରେ ରହିଛି। ମୋ ସାନପୁଅ ମନ୍ମଥ କଂଗ୍ରେସରୁ ହିଁ ଲଢିବ ବୋଲି ପ୍ରେସ୍ମିଟ୍ରେ ଏଭଳି କିଛି ସୂଚନାଦେଇଛନ୍ତି ବରିଷ୍ଠ କଂଗ୍ରେସନେତା ସୁର ରାଉତରାୟ।
ଭୁବନେଶ୍ୱର,୨୩ା୨(ଏସଏସନିଉଜ)କେନ୍ଦ୍ରସରକାର ନୂଆ ନିଷ୍ପତ୍ତି ନେଇଛନ୍ତି ।ଏହି ନିଷ୍ପତିଅନୁଯାୟୀ ପ୍ରଥମଶ୍ରେଣୀରେ ନାମଲେଖାପାଇଁ ବୟସସୀମା ୬ ବର୍ଷ ରଖାଯାଇଥିବାବେଳେ ନୂଆ ଶିକ୍ଷାନୀତିଅନୁସାରେ ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ରସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ।
ବାରଙ୍ଗ, ୨୨ା୨(ଏସଏସନିଉଜ) ଧିରେଧିରେ ଫେବୃଆରୀମାସରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହେଲାଣି।ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ବନ୍ୟପ୍ରାଣୀଙ୍କ ସୁରକ୍ଷାପାଇଁ ଚଳିତବର୍ଷ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ। ପ୍ରାଣୀଉଦ୍ୟାନର ୨୧୩ ଖୁଆଡରେ ରହୁଥିବା ୧୬୨ପ୍ରଜାତିର ୩୮୭୨ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆଗୁଆ ଉଦ୍ୟମ ଆରମ୍ଭ କରିଛନ୍ତି ନନ୍ଦନକାନନ କର୍ତୁପକ୍ଷ।ଗ୍ରୀଷ୍ମତାପରେ ଯେମିତି ବନ୍ୟପ୍ରାଣୀ ପ୍ରଭାବିତ ନହୁଅନ୍ତି ସେଥିପାଇଁ ଜୀବଜନ୍ତୁମାନେ ରହୁଥିବା ବାସସ୍ଥଳୀକୁ ବାଉଁଶତାଟ ଓ ନଡାଛପର କରାଯିବା ସହିତ ନିୟମିତ ବ୍ୟବଧାନରେ ପାଣି ଛିଞ୍ଚାଯିବ।ପାଇଁ ବ୍ୟବସ୍ଥା ହେଉଛି ।ଏହାସହ ବିଭିର୍ଣ […]
ବାରଙ୍ଗ,୨୨।୨(ଏସଏସନିଉଜ) ମିଳିଲା ଅର୍ଧଉଲଗ୍ନ ମହିଳାଙ୍କ ଗଳିତ ମୃତଦେହର ପରିଚୟ । ଗତ ୧୯ତାରିଖରେ ରଘୁନାଥପୁରଗାଁମୁଣ୍ଡ ଶ୍ମଶାନ ରାସ୍ତାକଡ଼ରେ ଥିବା ପରିତ୍ୟକ୍ତ ଚାଷଜମିରୁ ମିଳିଥିଲା ମହିଳାଙ୍କ ମୃତଦେହ । ମହିଳା ଜଣଙ୍କ କୃଷ୍ଣପ୍ରସାଦଥାନା ଅନ୍ତର୍ଗତ ଚାରିଛକ ଗାଁର ବସନ୍ତ ନାୟକଙ୍କ ସ୍ତ୍ରୀ ଝିଲି ନାୟକ(୩୦) ବୋଲି ଜଣାପଡିଛି ପ୍ରକାସ ଯେ,ସ୍ବାମୀ ଓ ସ୍ତ୍ରୀ ଉଭୟ କାମ ଅନ୍ୱେଷଣରେ ଗତ କିଛିବର୍ଷ ହେବ ଘରଛାଡି ଭୁବନେଶ୍ଵର ଆସିଥିଲେ । ଭୁବନେଶ୍ୱର ଇନଫୋସିସଥାନା ଅଧିନସ୍ଥ ଶିଖରଚଣ୍ଡି ନଗରରେ ଘରଭଡା ନେଇ ରହୁଥିଲେ […]
ବାରଙ୍ଗ,୨୨।୨(ଏସଏସନିଉଜ) ଶଳାଭାଉଜକୁ ବଳାତ୍କାର କରିବା ଅଭିଯୋଗରେ ନନ୍ଦନକାନନ ଥାନାପୁଲିସ ନଣନ୍ଦେଇକୁ ଗିରଫକରି ବୁଧବାର କୋର୍ଟଚାଲାଣ କରିଛି। ସୂଚନା ମୂତାବକ,ଏହି ଥାନାଅନ୍ତର୍ଗତ ପଦାସାହିଗ୍ରାମର ପୀଡିତ(ଶଳାଭାଉଜ) ଛଦ୍ମ ନାମ ରୁବି( ୩୦)।ସେ ମଙ୍ଗଳବାର ପୂର୍ବାହ୍ନରେ ନିଜଘରେ ଏକାକୀ ଥିବାବେଳେ ସେହିଗ୍ରାମର ନିଜ ନଣନ୍ଦେଇ ପ୍ରାଣକୃଷ୍ଣ ମହାନ୍ତି (୫୫) ତାଙ୍କୁ ଧମକାଇ ଜୋରଜବଦସ୍ତ ବଳତ୍କାର କରିଥିଲେ।ଏହିସମୟରେ ପିଡୀତାଙ୍କ ସ୍ବାମୀ ଦିନମଜୁରୀଆ ଭାବରେ କାମକରିବାକୁ ଯାଇଥିଲା।ଝିଅ ମଧ୍ୟ ସ୍କୁଲ ଚାଲିଯାଇଥିଲା।ସନ୍ଧ୍ୟାରେ କାମରୁ ଫେରିବାପରେ ପିଡୀତା ଘଟଣାସମ୍ପର୍କରେ ସ୍ବାମୀ ଆଗରେ ସବୁକଥା କହିଥିଲା।ଏହାପରେ ଉଭୟ […]
ଭୁବନେଶ୍ୱର,୨୨ା୨(ଏସଏସନିଉଜ)ସିଏମ୍ ହେବ ତ ଏମିତି । ଆନ୍ଧ୍ରରାଜ୍ୟପାଳ ବିଶ୍ୱଭୂଷଣଙ୍କୁ ବିଦାୟୀ ସମ୍ବର୍ଦ୍ଧନା ବେଳେ ପାଦଛୁଇଁ ସମ୍ମାନ ଜଣାଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ଆନ୍ଧ୍ରପ୍ରଦେଶର ବିଦାୟୀ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପାଦଧରି ମୁଣ୍ଡିଆ ମାରିଛନ୍ତିା ବୁଧବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀ ବ୍ୟକ୍ତିଗତ ଭାବେ ଗନ୍ନାରାମ ବିମାନବନ୍ଦରରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବିଦାୟ ଦେବା ସମୟରେ ହରିଚନ୍ଦନଙ୍କ ପାଦକୁ ଛୁଇଁ ନମସ୍କାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ଭୁବନେଶ୍ୱର,୨୨ା୨(ଏସଏସନିଉଜ)ଓଡ଼ିଶାରେ ମାର୍ଚ୍ଚ୧ରୁ ଆରମ୍ଭ ହେଉଛି ଯୁକ୍ତ୨ ଥିଓରି ପରୀକ୍ଷା। ଏଥଲାଗି ବୁଧବାରଠାରୁ ପରୀକ୍ଷା ପରିଚାଳନା ହବଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ ବୋଲି ଜଣାପଡିଛି ।
ଭୁବନେଶ୍ୱର,୨୨ା୨(ଏସଏସନିଉଜ)ନବଦାସ ହତ୍ୟାପ୍ରସଙ୍ଗରେ ଗୃହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଆମେରିକାର ତଦନ୍ତକାରୀ ସଂସ୍ଥା ୠଈଓର ସହାୟତା ଲୋଡ଼ା ଯାଇଛିା ୠଈଓ ବିହେଭିୟୋରାଲ ସପୋର୍ଟ ୟୁନିଟ ସହ ଯୋଗସୂତ୍ର ପାଇଁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛିା ତଦନ୍ତର କୌଣସି ଦିଗକୁ ଛଡ଼ା ଯାଉନାହିଁ ବୋଲି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ୱର,୨୨।୨(ଏସଏସ ନିଉଜ)ମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହରେ ଅଧିବେଶନ ଆରମ୍ଭରୁ ପ୍ରବଳ ହତଗୋଳ ସାଙ୍ଗକୁ ପ୍ରତିବାଦ କରାଯାଇଛି । ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ଏହି ପ୍ରତିବାଦ କରାଯାଇଛି।ଯାହାଫଳରେ ଦିନ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ କରିବାକୁ ପଡିଥିଲା ।