Browsing category

ମହାନଗର

ନନ୍ଦନକାନନରେ ଚାଲିଗଲା ସିଲଭରଫିଜାଣ୍ଟର ଜୀବନ

ବାରଙ୍ଗ,୧୫।୨(ଏସଏସନିଉଜ) ନନ୍ଦନକାନନ ରେ ପୁଣି ଦେଖାଦେଲାଣି ଜନ୍ତୁ ମଡକ । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିରଳ ଜନ୍ତୁ ଆଖିବୁଜୁଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କର୍ତ୍ତୃପକ୍ଷ । ରକ୍ଷାଣ ବେକ୍ଷଣ ଅଭାବ ନା ରୋଗ ଚିହ୍ନିବାରେ ବିଫଳ ହେଉଛନ୍ତି ପଶୁ ଚିକିତ୍ସକ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୀର୍ଘବର୍ଷ ଏଠାରେ ରହିବାପରେବି ଡାକ୍ତରବାବୁଙ୍କ ବଦଳି କୁ ବାତିଲ କରାଯାଇ ଭଲ ଡ଼ାକ୍ତରର ସାଟିଫିକେଟ ଦିଆଯାଇ ରଖାଯାଉଛ।ତଥାପି ମୃତୁ ହାରରେ ରୋକ […]

ପଂଚାୟତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ମେଣ୍ଢାଶାଳ,୧୫ା୨(ଏସଏସ ନିଉଜ)କେନ୍ଦ୍ରସରକାରର ବିଭିନ୍ନ ଜନବିରୋଧୀନିଷ୍ପତ୍ତି ତଥା ପ୍ରଧାନମନ୍ତ୍ରୀ ଗରିବକଲ୍ୟାଣ ଅନ୍ନଯୋଜନା ବନ୍ଦ କରିବା, ଚାଷୀଙ୍କ ଧାନକ୍ରୟ ଓ ଏମଏସପି ଇତ୍ୟାଦି ଗରିବ ବିରୋଧୀ ନୀତିପାଇଁ ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତିଭୂଷଣ ବଳବନ୍ତରାୟଙ୍କ ନେତୃତ୍ୱରେ ବୁଧବାରଦିନ ଭୁବନେଶ୍ଵବ୍ଲକ ଅନ୍ତର୍ଗତ ୨୮ନଂ ଜୋନର ମେଣ୍ଢାଶାଳ, କଂଟାବାଡ, ଦାରୁଠେଙ୍ଗ, ଅନ୍ଧାରୁଆ ,ଚନ୍ଦକା, ମଳିପଡା ଆଦି ୬ଟି ଗ୍ରାମପଞ୍ଚାୟତ ତରଫରୁ ପଞ୍ଚାୟତଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରଯାଇଛି। ମେଣ୍ଢାଶାଳ ପଂଚାୟତରେ ସରପଂଚ କୌଶଲ୍ୟାବଳିୟାରସିଂହଙ୍କ ନେତୃତ୍ୱରେ ସମସ୍ତ ୱାର୍ଡସଭ୍ୟାସଭ୍ୟମାନଙ୍କ ସମେତ ବହୁ […]

ମେଣ୍ଢଶାଳରେ ସାମ୍ଭସ୍‌ରିକ କୁମ୍ଭମେଳା ମହୋସ୍‌ବ

ମେଣ୍ଢାଶାଳ,୧୫ା୨(ଏସଏସ ନିଉଜ) ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟକବର୍ଷପରି ଚଳିତବର୍ଷ ସାମ୍ଭସ୍‌ରିକ କୁମ୍ଭମେଳା ମହୋସ୍‌ବ ଅନୁଷ୍ଠିତ ହୋଇଯାଇଛି ।ସୋମବାରଦିନ ଆରମ୍ଭ ହୋଇ ମଙ୍ଗଳବାରଦିନ ରାତିରେ ଉଦ୍‌ଯାପିତ ହୋଇଯାଇଛି ।ଘାଟିକିଆ ,ମହୁଲ,ତମାଣ୍ଡୋ, ହରିଡାମଡା,ବରପଦା, ଜାଆଁଳା,ପିତାପଲ୍ଲୀ, ଆଠଗଡ ଆଦି ବିଭିର୍ଣ ଗ୍ରାମରୁ ଆସିଥିବା ସଂଙ୍କିର୍ତନ ମଣ୍ଡଳୀ ମାନଙ୍କଦ୍ୱାରା ସଙ୍କିର୍ତନ ପରିବେଷଣ କରାଯାଇଥିଲା ।ମଙ୍ଗଳବାର ସନ୍ଧ୍ୟା ସମୟରୁ ବିଳମ୍ଭିତରାତି ପର୍ଯ୍ୟନ୍ତ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା ଆଖପାଖ ଗ୍ରାମରୁ ପ୍ରାୟ ୧୦ହଜାରେରୁ ଉର୍ଦ୍ଧ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହୋଇଥିଲା ।ମନ୍ଦିରକମିଟି […]

ଫେବୃଆରି ୨୦ରେ ବସିବ ବିଧାନସଭା ସର୍ବଦଳୀୟବୈଠକ

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ବଜେଟଅଧିବେଶନ ପାଇଁ ଫେବୃଆରି ୨୦ରେ ବସିବ ବିଧାନସଭା ସର୍ବଦଳୀୟବୈଠକ ।ବାଚସ୍ପତି ବିକ୍ରମକେଶରୀଆରୁଖଙ୍କ ଅଧ୍ୟକ୍ଷତାରେ ଏହିବୈଠକ ଅନୁଷ୍ଠିତ ହେବ।ବଜେଟ ଅଧିବେଶନକୁ ସୁଚାରରୂପେ ଚଳାଇବାପାଇଁ ଏହି ବୈଠକରେ ଆଲୋଚନା କରାଯିବ ବୋଲି ଜଣାପଡିଛି ।  

ପରିବହନବିଭାଗ କାଟିଲା ଚାଲାଣ

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ହାଇସିକ୍ୟୁରିଟି ନମ୍ବରପ୍ଲେଟ ଲଗାଇ ନଥିବା ଗାଡ଼ି ମାଲିକଙ୍କୁ ଜରିମାନା ହୋଇଛି ।ଗାଡ଼ିମାଲିକଙ୍କ ବିରୋଧରେ ଚାଲାଣକାଟିଲାଣି ପରିବହନ ବିଭାଗା ଗତ ୧୧ଦିନ ମଧ୍ୟରେ ୨୬୭୪ଟିଯାନ ନାଁରେ ଚାଲାଣ କଟାଗଲାଣିାଶେଷଅକ୍ଷର ୮ପର୍ଯ୍ୟନ୍ତ ଡେଡଲାଇନ ସରିଥିବାରୁ କଟାଯାଉଛି ଚାଲାଣା କେବଳ୯ ଓ ୦ପାଇଁ ଶେଷତାରିଖ ରହିଛି ଫେବ୍ରୁଆରୀ ୨୮ା

ଇକୋରିଟ୍ରିଟରେ ଅ।ଇଏଏସ ସମ୍ମିଳନୀ

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ବରିଷ୍ଠ ଅ।ଇଏଏସଅଧିକାରୀଙ୍କର ଗୁପ୍ତବୈଠକ । ସାମିଲ ହେଲେ ରାଜ୍ୟର ବରିଷ୍ଠଅ।ଇଏସଅଧିକାରୀ । ଗତକାଲିସଂଧ୍ୟାରୁ ଅ।ଜି ଦିନତମାମ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ବୈଠକଜାରି ରହିଛିା

ଗୋପ ପ୍ରାକୃତିକଗ୍ୟାସ ଅଏଲ ଖନନ

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ପ୍ରାକୃତିକଗ୍ୟାସ ଓ ଅଏଲ ସନ୍ଧାନ ଖନନକାର୍ଯ୍ୟ ଆରମ୍ଭ ହୋଇଛି ।ପୂଜାର୍ଚ୍ଚନା କରାଯାଇ ଏହି ଶୁଭକାର୍ଯ୍ୟର  ଆରମ୍ଭ ହୋଇଛି। ରିଗମେସିନ ସାହାଯ୍ୟରେ ହେବ ଖନନ । ଖନନପାଇଁ ଅଏଲ ଇଣ୍ଡିଆତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ମହାଶିବରାତ୍ରୀ ପାଇଁ ପ୍ରଭୁଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ଆସନ୍ତା୧୮ତାରିଖରେ ମହାଶିବରାତ୍ରୀ । ରାତି୧୦ଟାରେ ଉଠିବ ମହାଦୀପ । ରାତି୧୦ଟାରୁ୧୧ଟା ସାହାଣମେଲାଦର୍ଶନ ।ନିର୍ଘଣ୍ଟହୋଇଥିବା ନୀତି ମୁତାବକ ପ୍ରଭୁଲିଙ୍ଗରାଜଙ୍କର ରାତି୩ଟାରୁ ମଙ୍ଗଳଆଳତୀ ଓ ଅବକାଶନୀତି କରାଯିବ । ଏହାପରେ ଭୋରସାଢେ୩ଟାରୁ୧୧ଟା ଯାଏଁ ସାହାଣମେଲାଦର୍ଶନ ହେବ । ଦିନ୧୨ଟାରେ ମହାସ୍ନାନ ହେବ । ଏହାପରେ ଅପରାହ୍ନ ୩.୪୫ରୁ ୪.୪୫ପର୍ଯ୍ୟନ୍ତ ଘଣ୍ଟାଏଧରି ସାହାଣମେଲା ଦର୍ଶନହେବ । ସନ୍ଧ୍ୟା୭ଟାରେ ଶ୍ରୀଜୀଉଙ୍କ ପହୁଡପଡିବାପରେ ସନ୍ଧ୍ୟାଆଳତୀ, ମାଜଣା ଓ ଯାତ୍ରା ପୂଜା ହେବ ।

୨୧୨ ଘଣ୍ଟା ପରେବି ବଞ୍ଚିଛି ଜୀବନ

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ୮ ଦିନପରେ ଧ୍ୱଂସାବଶେଷ ତଳୁ ସୁରକ୍ଷିତ ଉଦ୍ଧାର ହେଲେ ୭୭ ବର୍ଷୀୟ ବୃଦ୍ଧା୨୧୨ଘଣ୍ଟା ପରେବି ବଞ୍ଚିଛିଜୀବନ । ୮ଦିନ ପରେ ଧ୍ୱଂସାବଶେଷ ତଳୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ୭୭ବର୍ଷୀୟ ବୃଦ୍ଧ । ଉଦ୍ଧାରକାରୀଦଳ ବୃଦ୍ଧଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏବେବି ଅତି ଚମତ୍କାରଭାବେ ଲୋକଙ୍କୁ ଭଗ୍ନାବଶେଷତଳୁ ଉଦ୍ଧାର କରାଯାଉଛି । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାପାଇଁ ଚେଷ୍ଟା କରୁଛନ୍ତି ଉଦ୍ଧାରକାରୀ ଟିମ୍ ।ସେପଟେ ୪୦ ହଜାର ପାରକରିଛି ତୁର୍କୀ ଓ ସିରିୟାରେ ଭୂକମ୍ପ ମୃତ୍ୟୁସଂଖ୍ୟା […]

ଗୋପାଳଙ୍କ ନୁଆ ଠିକଣା

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ଚୌଦ୍ବାର ଜେଲର ୩ନମ୍ବର ସେଲରେ ରହିଲେ ନବଦାସ ହତ୍ୟାକାରୀ ଗୋପାଳଦାସ। ୩ନମ୍ବର ସେଲରେ ପୂର୍ବରୁରହୁଥିଲେ ଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥିା ଚୌଦ୍ୱାରଜେଲରେ ଗୋପାଳଦାସର ଏହାହେଉଛି ନୂଆଠିକଣା। ୨୪ଘଣ୍ଟିଆ ସୁରକ୍ଷା ବଳୟସାଙ୍ଗକୁ ସିସିଟିଭିସର୍ଭେଲାନ୍ସ ଭିତରେ ଗୋପାଳ ରହିବ ବୋଲି ଜଣାପଡିଛି ।