Browsing category

ମହାନଗର

ରାଜଭବନ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ୱର,୧୪।୨(ଏସ ଏସ ନିଉଜ)କେନ୍ଦ୍ରର ଅତିରିକ୍ତ ୫ କେଜି ଚାଉଳ କାଟକୁ ବିରୋଧ କରି ବିଜେଡି ପକ୍ଷରୁ ତିନିଦିନିଆ ପ୍ରତିବାଦ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧରଣା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବାରୁ ଗରିବଙ୍କୁ ମିଳୁଥିବା ୫ କେଜି ଚାଉଳ ବନ୍ଦ ହୋଇଯାଇଛି। ଏଥି ଯୋଗୁଁ ଧାନ କ୍ରୟ କ୍ଷତିଗ୍ରସ୍ତ ହେବ ଓ କୃଷକଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ […]

ଘରେ ନିଆଁଲଗାଇବା ଅଭିଯୋଗରେ ଦୁଇ କୋର୍ଟଚାଳଣ

ମେଣ୍ଢାଶାଳ,୧୩ା୨(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଗିରିଙ୍ଗାପୁଟ ଗାଁ ଆଦିବାସୀସାହିର ଟୁନାଦେଇ ନାମକ ମହିଳାଙ୍କୁ ମାରିଦେବାକୁ ଧମକ ଦେବାସହ ରାତିରେ ତାଙ୍କ ଘରେ ନିଆଁ ଲଗାଇଦେବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଗିରିଙ୍ଗାପୁଟ ଗାଁର ଭିମା ଓରଫ ଘନିଆପ୍ରଧାନ ଓ ଶଙ୍କରଘଡେଇ । ପ୍ରକାସ ଯେ, ଗିରିଙ୍ଗାପୁଟଗାଁ ଆଦିବାସୀସାହିରେ ଟୁନାଦେଇ ଓ ତାଙ୍କ ପୁଅ ବଳରାମରାଉଳ ରୁହନ୍ତି ।ଟୁନାଦେଇ ଚନ୍ଦକାଥାନାରେ କରିଥିବା ଅଭିଯୋଗଅନୁଯାୟୀ ତାଙ୍କ ପୁଅ ବଳରାମ ଦୁଇଟିବିବାହ କରିଛନ୍ତି ।ପ୍ରଥମସ୍ତ୍ରୀ ତାଙ୍କ ବାପଘରକୁ ଚାଲିଯାଇଥିଲେ […]

ଧକ୍କାଦେଇ ପଳାଇଲା ଆଇଚର

ବାରଙ୍ଗ,୧୧ା୨(ଏସଏସନିଉଜ)ଶନିବାର ସଂନ୍ଧ୍ୟାରେ ଗୋଡିସାହିଫାଣ୍ଡି ଅଧିନସ୍ଥ ଷଣ୍ଢପୁରନିକଟରେ ଏକ ଆଇଚରମିନିଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି। ଆହତ ଯୁବକ ଜଣକ ଗୋଡିସାହି ଗ୍ରାମର ପ୍ରଭାକର ଓଝା(୪୨) ବୋଲି ଜଣାପଡିଛି। ପ୍ରଭାକର ଓଡି ୦୫ଏଡ୍ ୦୦୯୩ନଂ ସ୍କୁଟି ଯୋଗେ ବାଙ୍କୀତ୍ରିଶୂଳିଆ ମୁଖ୍ୟ ରାସ୍ତାରେ ତ୍ରିଶୂଳିଆ ଅଭିମୁଖେ ଆସୁଥିବା ସମୟରେ ଷଣ୍ଢପୁରଛକ ନିକଟରେ ପଛପଟରୁ ଏକ ଦ୍ରୁତଗାମୀଆଇଚରଗାଡି ଧକ୍କାଦେଇ ପଳାଇଯାଇଥିଲା ।ଗାଡି ଧକ୍କା ଦେବାରୁ ଘଟଣା ସ୍ଥଳରେ ପ୍ରଭାକର ରକ୍ତାତ ଅବସ୍ଥାରେ ରାସ୍ତାରେ ପଡିରହିଥିଲେ ।ଛକରେ ଥିବା କିଛିଯୁବକ […]

ଦିବଙ୍ଗତମନ୍ତ୍ରୀ ନବଦାସଙ୍କ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୧୧।୨(ଏସଏସ ନିଉଜ)ଦିବଙ୍ଗତମନ୍ତ୍ରୀ ନବଦାସଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ । ନବଦାସଙ୍କ ପୁଅ ବିଶାଳଦାସ ଓ ଝିଅ ଦୀପାଳୀଦାସଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର । ସମ୍ବଲପୁର ସାଂସଦ ସୁରେଶ ପୂଜାରୀ, ରେଂଗାଲୀ ବିଧାୟକ ନାଉରୀ ନାୟକ ଓ ବିଜେପିନେତ୍ରୀ ରାଧାରାଣୀପଣ୍ଡା ମଧ୍ୟ ବିଶାଳ ଓ ଦୀପାଳୀଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।ଗତମାସ ୨୯ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ଅବସରରେ ନବ ଦାସଙ୍କୁ ଏଏସଆଇ ଗୋପାଳ କୃଷ୍ଣଦାସ ଗୁଳିକରି ହତ୍ୟା କରିଥିଲେ । ନବଦାସଙ୍କ ଅକସ୍ମାତ […]

ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ରାଷ୍ଟ୍ରପତି

ଭୁବନେଶ୍ୱର,୧୧।୨(ଏସଏସ ନିଉଜ)ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଳାଭିଷେକ ସହ ୩୦ ମିନିଟ ଧରି ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଉପସ୍ଥିତ ଅଛନ୍ତି l

ଚିନ୍ତାରେ ବୈଜ୍ଞାନିକ !

ଭୁବନେଶ୍ୱର,୧୦ା୨(ଏସଏସନିଉଜ)ସୂର୍ଯ୍ୟପୃଷ୍ଠରୁ ବିରାଟ ଅଗ୍ନିପିଣ୍ଡୁଳା ଖସି ମହାକାଶରେ ବୁଲୁଛି । ବୈଜ୍ଞାନିକମାନେ ଏହି ନିଆଁପିଣ୍ଡୁଳା ଉପରେ ଏବେ ନଜର ରଖିବାସହ ଏହାର ସ୍ଥିତିକୁନେଇ ତର୍ଜମା କରିବାଆରମ୍ଭ କରିଦେଇଛନ୍ତି ।ସୂର‌୍ୟ୍ୟଙ୍କର ଏକ ବଡ଼ଅଂଶ ଭାଙ୍ଗି ସୂର୍ଯ୍ୟଙ୍କଠୁ ଅଲଗାହୋଇଛି । ଯାହାକି ମହାକାଶର ଏକ କକ୍ଷପଥରେ ବୁଲୁଥିବାରୁ ବୈଜ୍ଞାନିକମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଏହି ଭଗ୍ନାଂଶ ବା ନିଆଁପିଣ୍ଡୁଳା କୌଣସି ଗ୍ରହ କିମ୍ବା ନକ୍ଷତ୍ର ସହ ଧକ୍କାହେବାର ଯଥେଷ୍ଟ ସମ୍ଭାବନାରହିଛି । ଏମିତିକି ପୃଥିବୀସହ ମଧ୍ୟ ଧକ୍କା ହେବନି […]

ବିଦ୍ୟାଳୟର ୩୪ତମ ବାର୍ଷିକ ଉତ୍ସବ

ବାରଙ୍ଗ,୧୦ା୨(ଏସଏସନିଉଜ)ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଦାଢ଼ା ପଞ୍ଚାୟତର କେନ୍ଦୁପାଟଣା ସ୍ଥିତ ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୩୪ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜଗନ୍ନାଥ ଭଞ୍ଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ  ସୁଶାନ୍ତକୁମାରରାଉତ ଯୋଗଦେଇଥିଲେ।ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ କୁନାଲ ରାଉତ, ଦାଢ଼ା ସରପଞ୍ଚ ନିଶିପଦ୍ମା କାଣ୍ଡି, କଲ୍ୟାଣପୁର ସରପଞ୍ଚ ଦେବରାଜ ଭୋଇ,ଭଗବାନ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।ବିଦ୍ୟାଳୟର କୁନି […]

ବନ୍ଧାହେଲେ ଦୁଇଜମିଦଲାଲ

ମେଣ୍ଢାଶାଳ,୧୦ା୨(ଏସଏସନିଉଜ) ଚନ୍ଦକାଥାନା ଅଧିନସ୍ଥ ହରିପୁର ମୈାଜାରେ ଜଣେ ପୋଲିସ ଅଧିକାରୀ ଜମିକିଣି ଜମିରେ ପାଚେରୀକରୁଥିଲେ ।ସେହିଜମିକୁ କମ ଦାମରେ ସେମାନଙ୍କୁ ବିକିବାପାଇଁ ଦୁଇଜଣ ଜମିଦଲାଲ ବାଧ୍ୟ କରିଥିଲେ ।ଦଲାଲଙ୍କ ପ୍ରଲୋଭନରେ ପୋଲିସଅଧିକାରୀ ଜଣଙ୍କ ନଆସିବାରୁ ରାତାରାତି ପଥରପାଚେରୀକୁ ଭାଙ୍ଗି ମାଙ୍କଡାପଥରସବୁ ଚୋରୀକରିନେଇଯାଇଥିବା ଅଭିଯୋଗରେ ଦୁଇଜଣ ଜମିଦଲାଲକୁ ପୋଲିସ ଗିରଫକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ମେଣ୍ଢାଶାଳଗ୍ରାମ ଦକ୍ଷୀଣସାହିର ସୁରେଶକୁମାରଦାସ ଓ ସିଂହସାହିର ସୈାମ୍ୟରଞନବଳିୟାରସିଂ। ପ୍ରକାସ ଯେ, ମେଣ୍ଢାଶାଳଗାଁପାଖରେ ହରିପୁର ମୈାଜାରେ ସିଆଇଏସ୍‌ଏଫ୍‌ର ଏସଆଇ ଅରୁଣକୁମାରମୁଦୁଲି ଏକ […]

ଯୁବକ ମୃତ୍ୟୁ ଘଟଣାରେ ୨ ଗିରଫ

ଭୁବନେଶ୍ୱର,୧୦।୨(ଏସଏସ ନିଉଜ)ସହିଦନଗର ଥାନା ପରିସରରେ ଯୁବକଙ୍କ ମୃତ୍ୟୁ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ। ଜଣେ ଯୁବକ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ।

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ବର,୧୦ା୨(ଏସଏସନିଉଜ) ବାୟୁସେନାର ସ୍ବତନ୍ତ୍ରବିମାନ ଯୋଗେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀମୁର୍ମୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟବିମାନବନ୍ଦରରେ ପହଞ୍ଚିଛନ୍ତି। ତାଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି ।ମହାମହିମ ରାଷ୍ଟ୍ରପତିଙ୍କ ଓଡ଼ିଶା ଆଗମନ ଉପଲକ୍ଷେ ବିମାନବନ୍ଦରର ସମ୍ମୁଖ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ପ୍ରକମ୍ପିତ ହୋଇଛି।ବିମାନବନ୍ଦରରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା ଲାଗି […]