Browsing category

ମହାନଗର

ବିଧାୟକଙ୍କୁ ମହୁମାଛି ଆକ୍ରମଣ

ଭୁବନେଶ୍ୱର,୪।୧(ଏସଏସ ନିଉଜ)ମହୁମାଛି ଆକ୍ରମଣରେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଆହତ ହୋଇଛନ୍ତି।ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି l

କୋରାପୁଟବାସୀଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୩।୩(ଏସଏସ ନିଉଜ)କୋରାପୁଟବାସୀଙ୍କୁ ୧୬୦୦ କୋଟି ଟଙ୍କର ବିକାଶମୂଳକ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ lବିକ୍ରମ ଦେବ କଲେଜର ୭୫ ବର୍ଷ ପୂର୍ତ୍ତି ଅବସରରେ ଜୟପୁରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗଦେଲେ lବିକ୍ରମଦେବ କଲେଜର ୭୫ବର୍ଷ ପୂର୍ତ୍ତି ଅବସରରେ ସେ ମହାରାଜ ବିକ୍ରମଦେବଙ୍କୁ ନିଜର ଶ୍ରଦ୍ଧ‌ାଞ୍ଜଳି ଜ୍ଞାପନ କରିଥିଲେ l

ଟିକେ ସମୟ ଲାଗିବ

ଭୁବନେଶ୍ୱର,୩।୨(ଏସଏସ ନିଉଜ)ନବଦାସ ହତ୍ୟା ମାମଲାର ତଦନ୍ତ ନେଇ ଡିଜିପି ପ୍ରତିକ୍ରିୟା ରଖୁଛନ୍ତି।ଏଭଳି କ୍ରାଇମର ରହସ୍ୟ ୨/୪ ଦିନ ଭିତରେ ଜଣାପଡ଼ିବନି।କେନ୍ଦ୍ରର ସହଯେ।ଗ ନିଆଯିବ। ଗୃହ ମନ୍ତ୍ରାଳୟ ସହ କଥା ହୋଇଛି।ତଦନ୍ତରେ ସହଯେୋଗ କରିବାକୁ CFSL ଟିମ୍ ଆସିପାରେ।ତଦନ୍ତରେ ସ୍ୱଚ୍ଛତା ପାଇଁ ସେଠାକାର ପୁଲିସଙ୍କୁ ବଦଳି କରାଯାଇଛି।ଟିକେ ସମୟ ଲାଗିବ ବୋଲି କହିଛନ୍ତି ଡିଜିପି।ଜଷ୍ଟିସ ଦାସଙ୍କ ମନିଟରିଂରେ ତଦନ୍ତ ଚାଲୁ ରହିଛି।ଏଭଳି ମାମଲାରେ ତଦନ୍ତରେ ପୂର୍ଣ୍ଣତା ଆସିବାକୁ ଟିକେ ସମୟ ଲାଗିବ ବୋଲି କହିଛନ୍ତି।

ବଢ଼ିଲା ବିଧାୟକଙ୍କ ଅଡ଼ୁଆ

ଭୁବନେଶ୍ୱର,୩।୨(ଏସଏସ ନିଉଜ)ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡ଼ୁଆ। ବାନ୍ଧବୀ ସୋମାଲିକାଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ। ଜଗତସିଂହପୁର IICଙ୍କ ପାଖରେ ସାନି ଆବେଦନ ପାଇଁ ସୋମାଲିକାଙ୍କୁ ନିର୍ଦ୍ଦେଶ ମିଳିଥିବାବେଳେ ଯଦି ଆବେଦନ ଦାଖଲ ହୁଏ ତାହେଲେ ପଞ୍ଜୀକୃତ ପାଇଁ ନିର୍ଦ୍ଦେଶ।

ଦମନ’ର ହିନ୍ଦୀ ରୂପାନ୍ତର

ଭୁବନେଶ୍ୱର,୩।୧(ଏସଏସ ନିଉଜ) ଆଜି ପ୍ରେକ୍ଷାଳୟକୁ ଆସୁଛି ‘ଦମନ’ର ହିନ୍ଦୀ ରୂପାନ୍ତର। ଓଡ଼ିଶା ମାଟିର କାହାଣୀ ଦେଖିବ ସାରା ଦେଶ। ଫିଲ୍ମରେ ରହିଛି ଯୁବ ଡାକ୍ତର ସିଦ୍ଧାର୍ଥଙ୍କ ସଂଘର୍ଷର କାହାଣୀ। ପୂର୍ବରୁ ନିଆରା କାହାଣୀକୁ ନେଇ ସାରା ଓଡ଼ିଶାରେ ଚହଳ ସୃଷ୍ଟି ହୋଇଛି।

ଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ଶିଳା

ଭୁବନେଶ୍ୱର,୩।୧(ଏସଏସ ନିଉଜ)ଅଯୋଧ୍ୟାରେ ପହଞ୍ଚିଲା ରାମ ଲାଲାଙ୍କ ମୂର୍ତ୍ତି ତିଆରି ପାଇଁ ଶାଳଗ୍ରାମ ଶିଳା।ରାମଙ୍କ ପାଇଁ ନେପାଳରୁ ବିଶାଳ ଶୋଭାଯାତ୍ରା। ଜମୁଛି ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ଭିଡ଼। ଶିଳା ସାଢେ ୬ କୋଟି ବର୍ଷ ପୁରୁଣା।ଆଗାମୀ 2024 ଶେଷ ସୁଦ୍ଧା ଶେଷ ହେବ ମୂର୍ତ୍ତି କାମ।

ନନ୍ଦନକାନନରେ ପୁଣି ମୃତ୍ୟୁ

ବାରଙ୍ଗ,୨/୨(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ଜନ୍ତୁ ଲାଳନପାଳନକେନ୍ଦ୍ରରେ ରହୁଥିବା ୧୫ଦିନର ଅଣ୍ଡିରା ଧୂସରଗଧିଆ ଶାବକ ଗୁରୁବାରଦିନ ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଜନ୍ତୁବିଭାଗରେଞରଙ୍କ ପରିଚାଳନା ଗତତ୍ରୃଟି ଓ ରକ୍ଷଣାବେକ୍ଷଣ ଅଭାବରୁ ଶାବକଟିର ମୃତ୍ୟୁ ଘଟିଛିବୋଲି ଆଲୋଚନା ହେଉଛି।ଏହିମୃତ୍ୟୁପରେ ସେମାନଙ୍କସଂଖ୍ୟା ହ୍ରାସପାଇ ୮ରେ ପହଚିଛି। ସୂଚନାଯୋଗ୍ୟଯେ, ଗତମାସ ୧୮ତାରିଖରେ ୨୭ନମ୍ବର(ଖ) ଏନକ୍ଲୋଜରରେ ରହୁଥିବା ଏକ ମାଈ ଧୂସର ଗଧିଆ ଥରକେ ୬ଟି ଶାବକ ଜନ୍ମ ଦେଇଥିଲା।୧୯ତାରିଖରେ ସେମାନଙ୍କ ମଧ୍ୟରୁ ୩ଶାବକଙ୍କର ମୃତ୍ୟୁ ଘଟିଥିଲା। କର୍ତ୍ତୁପକ୍ଷ ଏହାପରେ ମାଠାରୁ […]

ଚୋରିଯନ୍ତ୍ରାଂଶ ଜବତ,୩ କୋର୍ଟଚାଲଣ

ବାରଙ୍ଗ,୨।୨(ଏସଏସନିଉଜ)ନନ୍ଦନକାନନଥାନା ପୁଲିସ ଘର ନିର୍ମାଣରେ ବ୍ୟବହୃତ ଯନ୍ତ୍ରାଂଶ ଚୋରି ଅଭିଯୋଗରେ ତିନି ଜଣଙ୍କୁ ଗିରଫକରି ଗୁରୁବାର ଦିନ କୋର୍ଟଚାଲଣ କରିଛି। ପ୍ରକାଶଯେ, ନନ୍ଦନକାନନ ଥାନା ଅନ୍ତର୍ଗତ ପଦାସାହିଠାରେ ଥିବା ଏକ ଜମିବ୍ୟବସାୟିଙ୍କ ପ୍ରୋଜେକ୍ଟରେ କାମକରୁଥିବା ଜଣେ କଣ୍ଟ୍ରାକ୍ଟରର ଷ୍ଟୋର-ରୁମରୁ କିଛିଯନ୍ତ୍ରପାତି ମଙ୍ଗଳବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବାର ବୁଧବାର ଦିନ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ।ପୋଲିସ ୩୩/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି ତଦନ୍ତ କରିଥିଲେ।ତଦନ୍ତ ସମୟରେ ଯାଜପୁରର ନରେନ୍ଦ୍ର ମଲିକ ଓରଫ ନଣ୍ଡା,ସୁବାସ ତରାଇ ଓରଫ […]

୨୧ରୁ ବିଧାନସଭା

ଭୁବନେଶ୍ୱର,୨।୨(ଏସଏସ ନିଉଜ)ଫେବ୍ରୁଆରୀ ୨୧ରୁ ବିଧାନସଭା ବଜେଟ ଅଧିବେଶନ ହେବ। ଫେବ୍ରୁଆରୀ ୨୭ରେ ଆଗତ ହେବ ରାଜ୍ୟ ବଜେଟ। ଫେବ୍ରୁଆରୀ ୨୧ରୁ ଏପ୍ରିଲ ୬ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ। ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୨ ପ୍ରଥମ ପର୍ଯ୍ୟାୟ ଅଧିବେଶନ ବୋଲି ଜଣାପଡିଛି।

ନେପାଳରୁ ଅଯୋଧ୍ୟା ଆସୁଛି ଦୁର୍ଲଭଶିଳା

ଭୁବନେଶ୍ୱର,୨।୨(ଏସ ଏସ ନିଉଜ)ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମମନ୍ଦିରରେ ପୂଜାପାଇବେ ପୁରୁଷୋତ୍ତମ ଶ୍ରୀମରାମଙ୍କ ସ୍ୱରୂପ । ଏହିମୂର୍ତ୍ତି ନିର୍ମାଣ ପାଇଁ ଆସିଛି ଦୁର୍ଲଭ ଶିଳା।ବିରଳ ଶାଳଗ୍ରାମ ଶିଳାରେ ନିର୍ମାଣ ହେବ ଶ୍ରୀରାମ ଓ ମାସୀତାଙ୍କ ଭବ୍ୟମୂର୍ତ୍ତି ।ନେପାଳରୁ ଅଯୋଧ୍ୟା ଅଭିମୁଖେ କଡା ସୁରକ୍ଷା ଭିତରେ ଯାଉଛି ୨ଟିବିରଳ ଶାଳଗ୍ରାମର ବିଶାଳ ସ୍ୱତନ୍ତ୍ରଶିଳା । ଏବେ ଏହିଶିଳାକୁ ନେଇ ଚାରିଆଡେ ଚର୍ଚ୍ଚା ଯୋରଧରିଛି।ଆସୁଥିବା ବାଟରେ ଲୋକମାନେ ରୋକି ପୂଜର୍ଜନା କରିବା ସହ ଶ୍ରୀରାମ ଧ୍ୱନିରେ କମ୍ପୁଛି ପୁରାପରିବେଶ ।