Browsing category

ମହାନଗର

ଆଜି କୋଭିଡ୍ ସ୍ଥିତି ସମୀକ୍ଷାକରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୧୨(ଏସଏସନିଉଜ) ଆଜି ଅପରାହ୍ଣ ସାଢେ୪ଟାରେ ରାଜ୍ୟରେ କୋଭିଡସ୍ଥିତି ଓ ଏହାର ମୁକାବିଲାନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ । ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ସମସ୍ତଜିଲ୍ଲାପାଳ, ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଙ୍କ ସମେତ ମେଡିକାଲ କଲେଜର ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହେବେ ।ଚୀନରେ ନୂଆ କୋଭିଡ୍ ଭାରିଆଂଟ ପାଇଁ କରୋନା ବିସ୍ଫୋରଣ ହୋଇଛି । ଆଗକୁ ରାଜ୍ୟରେ ସମ୍ଭାବ୍ୟ ସଂକ୍ରମଣର ମୁକାବିଲା ପାଇଁ ବୈଠକରେ ଆକ୍ସନ ପ୍ଲାନ ପ୍ରସ୍ତୁତ […]

ସ୍କୁଲକୁ ଫେରୁଛି କରୋନା

ଭୁବନେଶ୍ୱର,୨୬ା୧୨(ଏସଏସନିଉଜ) ଚୀନରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ରାଜ୍ୟରେ ତତ୍ପରତା ଦେଖାଦେଇଛି । କେନ୍ଦ୍ର ଓ ରାଜ୍ୟର ମାର୍ଗଦର୍ଶିକା ଅନୁଯାୟୀ ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାସହ ସ୍କୁଲରେ କରୋନା ନିୟମ ପାଳନ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି । ଏଥି ସହ ଆଗକୁ ହେବାକୁ ଥିବା ସମେଟିଭ-୧ ଓ ଯୁକ୍ତ ୨ ପରୀକ୍ଷା କରୋନା କଟକଣା ଭିତରେ ଆୟୋଜନ କରିବାକୁ ବିଭାଗୀୟ […]

ଏମ୍ସ୍’ରେ ଭର୍ତ୍ତି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ୱର,୨୬ା୧୨(ଏସଏସନିଉଜ) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆଜି ‘ଏମ୍ସ୍’ରେ ଭର୍ତ୍ତି ହୋଇଥିବା ଜାତୀୟଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ୬୩ ବର୍ଷୀୟ ସୀତାରମଣଙ୍କୁ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଡାକ୍ତରଖାନାକୁ ନିଆଯାଇ ‘ଏମ୍ସ୍’ର ଏକ ‘ପ୍ରାଇଭେଟ୍ ୱାର୍ଡ’ରେ ଭର୍ତ୍ତି କରାଯାଇଛି।ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ କୈାଣସି ସୁଚନା ମିଳିନାହିଁ।

ବିଜେଡିକୁ ଆଜି ୨୫ ପୂରି ୨୬ ଚାଲିଲା

ଭୁବନେଶ୍ବର, ୨୬ା୧୨(ଏସଏସନିଉଜ) ଶ୍ରୀକ୍ଷେତ୍ର ପୁରୀରେ ବିଜେଡି ତାର ୨୬ତମ ପ୍ରତିଷ୍ଠା ଦିବସକୁ ମହାସମାରୋହର ସହ ପାଳିଛି । ବିଜେଡିକୁ ଆଜି ୨୫ ପୂରି ୨୬ ଚାଲିଲା । ୨୬ ବର୍ଷରେ ଦଳ ପାଦ ଦେବା ଅବସରରେ ୨୪ ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକାନୂଆବର୍ଷର ଶୁଭକାମନା ଜଣାଇ ଉଦବୋଧନ ଦେଇଛନ୍ତି ବିଜେଡି ସୁପ୍ରିମୋ ।ସେକହିଛନ୍ତି ମା’ମାନେ ଚାହିଁଲେ ବିଜେଡି ୧୦୦ ବର୍ଷ ଯାଏ ରହିବ। ମା’ମାନେ ଆସନ୍ତୁ ଓ […]

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କୋଭିଡସମୀକ୍ଷା

ଭୁବନେଶ୍ୱର, ୨୬ା୧୨(ଏସଏସନିଉଜ) କୋଭିଡର ନୂଆ ଭାରିଆଣ୍ଟ ବିଏଫ୍ -୭ ର ସଂକ୍ରମଣ ଚୀନରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କେନ୍ଦ୍ର ତଥା ରାଜ୍ୟସରକାରଙ୍କ ଚିନ୍ତା ଏବେ ବଢିଯାଇଛି । ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ସମୀକ୍ଷା କରିବାକୁ ଯାଉଥିବାବେଳେ ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ,ସଚିବଙ୍କ ସହ ପ୍ରମୁଖ ଅଧିକାରୀମାନେ ସାମିଲ ରହିବାନଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିା

ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢାଶାଳ,୨୫ା୧୨(ଏସଏସନିଉଜ)ଶିବଶକ୍ତି କ୍ଳବ ଆନୁକୂଲ୍ୟରେ ତମାଣ୍ଡୋ ମିନି ଷ୍ଟାଡିୟମରେ ଖେଳାଯାଉଥିବା ୨୭ତମ ରାଜ୍ୟସ୍ତରୀୟ ତମାଣ୍ଡୋ କପ୍ ଫୁଟବଲଟର୍ଣ୍ଣାମେଟଂର ଆଜି ଖେଳାଯାଇଥିବା ଫାଇନାଲମ୍ୟାଚରେ କଟକର ମଙ୍ଗଳାକ୍ଲବ ଚମ୍ପିଆନ ହୋଇଛି । ଦଳ ୩-୦ ଗୋଲରେ ଅନୁଗୁଳରଏକେ ପତାକାକୁ ହରାଇ ଚମ୍ପିଆନଆଖ୍ୟା ଅର୍ଜନକରିଛି । ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିବା ଏହିମ୍ୟାଚର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟଭାବେଶେଷ ହୋଇଥିଲା । ମଙ୍ଗଳାକ୍ଲବ ତାର ରଣନୀତିବଦଳାଇ ଖେଳର ୪୬ମିନିଟରେ ବବୁଲରାଉତଙ୍କ ଦ୍ୱାରା ଗୋଟିଏ ୬୫ ଓ ୬୬ମିନିଟରେ ରାକେଶସାହୁଙ୍କ ଦ୍ୱାରା ୨ଟିଗୋଲ ସ୍କୋର କରିଥିଲା । […]

ଘରେ ପହଞ୍ଚିଲେ ମୁକ୍ତିକାନ୍ତ

ରାଉରକେଲା, ୨୫ା୧୨(ଏସଏସନିଉଜ) ବୁଧବାର ଶିଶୁଭବନ ଛକ ହୋର୍ଡିଂ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଇ ଚର୍ଚ୍ଚାରେ ରହିଥିବା ରାଉରକେଲାର ମୁକ୍ତିକାନ୍ତ ବିଶ୍ବାଳ ଘରେ ପହଁଚିଛନ୍ତି । ତାଙ୍କୁ ଗତକାଲି କ୍ୟାପିଟାଲ ହସ୍ପିଟାଲରୁ ଭୁବନେଶ୍ବର ଷ୍ଟେସନପର୍ଯ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ ପୁଲିସ ଭ୍ୟାନରେ ବସାଇ ନିଆଯାଇଥିଲା। ଷ୍ଟେସନରେ ପହଞ୍ଚିବା ପରେ ରାଜା-ରାଣୀ ଏକ୍ସପ୍ରେସରେ ଅପେକ୍ଷାରେ ଥିବା ତାଙ୍କ ପୀଉସୀ ପୁଅ ଶୁଭମକୁ ମୁକ୍ତିକାନ୍ତଙ୍କ ଜିମା ଦିଆଯାଇଥିଲା। କ୍ୟାପିଟାଲ ଥାନାର ଦୁଇ ଜଣ ପୁଲିସ କନଷ୍ଟେବଲ୍ ମୁକ୍ତିକାନ୍ତଙ୍କୁ […]

ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ବାରଙ୍ଗ,୨୪/୧୨(ଏସଏସ ନିଉଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ଖୈରାପଡା ଗ୍ରାମରେ ଏକାଧିକ ରାସ୍ତା ନିର୍ମାଣ ପାଇଁ ଶନିବାର ସଂନ୍ଧ୍ୟାରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମୁରବୀ ଅନ୍ତର୍ଯ୍ୟାମି କୁଅଁର,ପୂର୍ବତନ ପ୍ରଶାସନ ବସନ୍ତ ରଥ,ନୃସିଂହ ଖାଡେଙ୍ଗାଙ୍କ ସମେତ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।୧୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଭୁବନେଶ୍ବର ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ବାରା ଖୈରାପଡା ବ୍ରାହ୍ମଣ ସାହି ଗାଁରେ ୩୪୮ମିଟର […]

ଆଚାର୍ଯ୍ୟହରିହର ସରକାରୀଉଚ୍ଚବିଦ୍ୟାଳୟରେ ସରିଲା କ୍ରୀଡା

ବାଲିଅନ୍ତା,୨୪ା୧୨(ଏସଏସନିଉଜ)ଖୋର୍ଧାଜିଲ୍ଲା ବାଲିଅନ୍ତାବ୍ଲକ ଅଧିନସ୍ଥ ବେଣୁପୁର ଆଚାର୍ଯ୍ୟ ହରିହର ସରକାରୀଉଚ୍ଚବିଦ୍ୟାଳୟର ୪୦ତମ ବାର୍ଷିକ କ୍ରୀଡା ଉତ୍ସବ ଗତମଙ୍ଗଳବାରଦିନ ଉଦଘାଟତି ହୋଇ ଗୁରୁବାରଦିନ ଶେଷହୋଇଛି । ପ୍ରଧାନଶିକ୍ଷକ ଗଣେଶ କରଣଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦଯାପନିଉସ୍‌ବରେ ମୁଖ୍ୟଅତିଥିଭାବେ ବାଲିଅନ୍ତାବ୍ଲକ ବଡିଓ ନାରାୟଣ ଚନ୍ଦ୍ର ନାୟକ, ମାଧ୍ୟମିକ ଶିକ୍ଷା ସହନିର୍ଦ୍ଦେଶକ ହିମାଂଶୁ ଭୁଷଣ ଓଝା ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ରୁପେ ବାଲିଅନ୍ତାବ୍ଲକ Sr.BEO ପ୍ରଜ୍ଞାପରମିତା ଜେନା , ବାଲିଅନ୍ତା ଥାନାଅଧିକାରୀ ଯୁବରାଜ ସ୍ବାଇଁ , ବେଣୁପୁର ସରପଞ୍ଚ ହୃଷିକେଶ ପାତ୍ର , […]

ମୁକ୍ତାକଶ କାରାଶ୍ରମରୁ ୨କଏଦୀ ଫେରାର

ମେଣ୍ଢାଶାଳ,୨୪/୧୨(ଏସଏସନିଉଜ)ଜାମୁଝରୀସ୍ଥିତ ମୁକ୍ତାକାଶକାରାଶ୍ରମରୁ ଶୁକ୍ରବାରଦିନ ସକାଳସାଢେ୮ଟା ସମୟରେ ଦୁଇଜଣ କଏଦୀ ଫେରାର ହୋଇଯାଇଥିବାର ଚନ୍ଦକାଥାନାରେ ଅଭିଯୋଗ ହୋଇଛି ।ଫେରାର କଏଦୀ ହେଲେ ବଣାଇଗଡଜେଲରୁ ୨୪ମାର୍ଚ୍ଚ୨୦୨୨ରେ ଏଠାକୁ ଆସିଥିବା ଜୁନୁଲ ଟପୋ ଓ ସ୍ପେସାଲସବଜେଲ ରାଉରକେଲାରୁ ୧୩ଜୁଲାଇ୨୦୨୨ରେ ଆସିଥିବା ନବୀନପାତ୍ର ।ଗତକାଲି ସକାଳେ ଫୋର ହୋଇଯାଇଥିବାର ଜଣାପଡିବାପରେ ଜେଲ ତରଫରୁ ସେମାନଙ୍କୁ ଖୋଜାଖୋଜି ପରେ ନମିଳିବାରୁ ସନ୍ଧ୍ୟାରେ ଚନ୍ଦକାଥାନାରେ ଲିଖିତଅଭିଯୋଗ କରାଯାଇଥିଲା ।ଅଭିଯୋଗ ପାଇବାପରେ ଚନ୍ଦକାପୋଲିସ ୩୧୩/୨୨କେଶନଂରେ ଏକ ମଦ୍ଦମାରୁଜୁକରି ଶନିବାରଦିନ କାରାଶ୍ରମକୁ ଯାଇ ତଦନ୍ତ ଆରମ୍ଭ କରଛି ।ଏଠାକୁ […]