Browsing category

ମହାନଗର

ହକିଷ୍ଟାଡିୟମ ଉଦଘାଟନ କରିବେ ନବୀନ

ଭୁବନେଶ୍ୱର,୫ା୧(ଏସଏସନିଉଜ)ଉଦଘାଟିତହେବ ବିଶ୍ବର ସବୁଠୁବଡ଼ ହକିଷ୍ଟାଡିୟମ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ । ଆଜି ରାଉରକେଲାଯାଇ ହକିଷ୍ଟାଡିୟମକୁ ଲୋକାର୍ପିତକରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ନିମିତ ଏହି ଷ୍ଟାଡିୟମର ନିର୍ମାଣକାର୍ଯ୍ୟ ୧୫ ମାସ ମଧ୍ୟରେ ଶେଷ ହୋଇଛି ।

ପୋଲିସହାତରେ ଧରାପଡିଲା ଚୋର। ବାଇକ

ଜଟଣୀ ,୪ା୧(ଏସଏସନିଉଜ)ଗତ ୧୫ତାରିଖରେ ଅଭିଯୋଗକାରୀ ସିମାଚଳମ ରେଡ୍ଡୀଙ୍କ ଅଭିଯୋଗକ୍ରମେ ଜଟଣୀ ଥାନାରେ ୪୦୯ନଂଏକ ଲୁଟ ମାମଲା ରୁଜୁ କରାଯାଇଥିଲା । ଜଟଣୀ ଥାନା ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତ ବେଣାପଞରୀରତୁନା ଓରଫକିମାଖାନ,ତିରିମଲମଝିସାହିର ଗୈାରାଙ୍ଗ ବିଶ୍ୱାଳ ଓବେଣାପଞରୀର ବାବୁ ଓରେଫ ରଜକଖାନ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।ସେମାନଙ୍କ ଠାରୁ ପୋଲିସ ୨ଟି ମୋବଇଲଫୋନ ଓ ୫ଟି ବାଇକକୁ ଜବତ କରିଛି । ସୂଚନାଯୋଗ୍ୟ ଯେ, ଗତ ୧୪ତାରିଖ. ସନ୍ଧ୍ୟାରେ ଅଭିଯୋଗକାରୀ […]

ହାଇୱେ ଲୁଟେରାଗ୍ୟାଙ୍ଗକୁ ଧରିଲା ସଦର ପୋଲିସ

କଟକ,୪ା୧(ଏସଏସନିଉଜ)ଖେଳନାବନ୍ଧୁକଧରି ଜାତୀୟ ରାଜପଥରେ ଡ଼କାୟତି କରିବା ଅଭିଯୋଗରେ ଏକ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କରିଛି କଟକ ସଦର ଥାନା ପୁଲିସ।ଗିରଫହୋଇଥିବା ଏହି ଗ୍ୟାଙ୍ଗ ଭିତରେ ରହିଛି ଜଣେ ନାବାଳକ ଥିବାର ଝଣାପଡିଛି । ପୋଲିସ ମୋନଙ୍କଠାରୁ ଚୋରି ୨୦ଟି ୱାକିଟକି, ୧୩ଟି ମୋବାଇଲ୍, ସୁନା ଅଳଙ୍କାର, ଏକ ଲୁହା ରଡ଼, ନଗଦ ଟଙ୍କା, ଖେଳନା ବନ୍ଧୁକ, ବୋଲେନୋ କାର୍, ୩ଟି ବାଇକ୍, ଜାଲ୍ ଆଧାର ପାନ୍ କାର୍ଡ ଜବତ୍ କରିଛି ପୁଲିସ। ଏହି ଘଟଣାରେ ପୁଲିସ ମୋଟ […]

୧୦ଗୁଣା ସ୍ପିଡ ଚାଲିବ ଇଣ୍ଟରନେଟ୍

ଆଳି,୪ା୧(ଏସଏସନିଉଜ) କାଲିଠୁ ଓଡିଶାରେ ୫ଜିସେବା ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର ଓ କଟକରେ ସେବା ଯୋଗାଇବେ ରିଲାଏନ୍ସ ଜିଓ ଓ ଏୟାରଟେଲ ।ଯାହାଫଳରେ ଇଣ୍ଟରନେଟ ସ୍ପିଡ ହେବ ବୋଲି ଜଣାପଡିଛି ।

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ ଟିମ

ଭୁବନେଶ୍ୱର,୪ା୧(ଏସଏସନିଉଜ)ବିଶ୍ୱକପ୍ ହକି ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ ଟିମା ପ୍ରଥମ ବିଦେଶୀଦଳ ଭାବେ ଭୁବନେଶ୍ୱରରେ ପହଞ୍ଚିଛି । ୧୦ତାରିଖରେ ରାଉରକେଲା ଗସ୍ତକରି ୧୪ରେ ମ୍ୟାଚ ଖେଳିବ ।

କେତେ ସୁରକ୍ଷିତ ରାଜଧାନୀ

ଭୁବନେଶ୍ରର,୪ା୧(ଏସଏସନିଉଜ)ରାଜଧାନୀ ଭୁବନେଶ୍ୱରରେ ମହିଳା ପୋଲିସକୁ ଆକ୍ରମଣ ଉଦ୍ୟମ ହୋଇଛି । ୨ ତାରିଖ ରାତି ୧ଟା ୩୦ରେ ଆକ୍ରମଣ ଉଦ୍ୟମ ନେଇ ଥାନାରେ ଏତଲାହୋଇଛି । ମହିଳା ପୋଲିସSI ଡ୍ୟୁଟିସାରି ଫେରିଲାବେଳେ ପିଛା କରିଥିଲେ ଦୁର୍ବୃତ୍ତ ।ମହିଳାSI ପୋଲିସ ବର୍ଦ୍ଦିରେ ଥିଲେ ବି ପିଛା କରିଥିଲେ ଦୁର୍ବୃତ୍ତା

ଭୁବନେଶ୍ବରର ଅନ୍ୟତମ ଆକର୍ଷଣ କେନ୍ଦ୍ରହେବ ଶିଖରଚଣ୍ଡୀମନ୍ଦିର

ଭୁବନେଶ୍ବର,୩ା୧(ଏସଏସନିଉଜ)ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ। ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତିକାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମାଷ୍ଟରପ୍ଲାନକୁ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି […]

ସଡକ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର,୩ା୧(ଏସଏସନିଉଜ)ନାଲକୋଛକରେ ସଡକ ଦୁର୍ଘଟଣାରେ ଜଣେମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ନାଲକୋ ଛକରେ ଏକ ବସ୍ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମହିଳାଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ମହିଳା ଜଣଙ୍କ ପରିଚୟ ମିଲିପାରି ନଥିବା ବେଳେ ଦୁର୍ଘଟଣାପରେ ନାଲକୋଛକରେ ଟ୍ରାଫିକ ଜାମ୍ ହୋଇଥିଲା ।  

ମାର୍ଚ୍ଚ୨ୟସପ୍ତାହରେ ଚତୁର୍ଥଲହର !

ଭୁବନେଶ୍ୱର,୩ା୧(ଏସଏସନିଉଜ)କୋଭିଡର ୪ର୍ଥଲହର ମାର୍ଚ୍ଚ ୨ୟ କିମ୍ବା ୩ୟ ସପ୍ତାହରେ ଆସିପାରେ ବୋଲି ସ୍ୱାସ୍ଥ୍ୟବିଭାଗ ସ୍ୱତନ୍ତ୍ରସଚିବ ଡାକ୍ତର ଅଜିତ ମହାନ୍ତି କହିଛମନ୍ତି ।୨୪ଘଣ୍ଟାରେ ଚୀନରେ ୩ ଲକ୍ଷରୁ ଅଧିକ ଓ ଭାରତରେ ୧୭୩ ନୂଆ କେସ ଆସିଛିା ଗତ ୨୪ଘଣ୍ଟାରେ କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏ ପଜିଟିଭ ଚିହ୍ନଟ ହୋଇଛି ।

ଆଉବର୍ଷେ ମାଗଣା ଚାଉଳ

ଭୁବନେଶ୍ୱର,୩ା୧(ଏସଏସନିଉଜ)ରାଜ୍ୟ ଖାଦ୍ୟସୁରକ୍ଷାଯୋଜନାରେ ଆଉବର୍ଷେ ଚାଉଳ ମାଗଣାରେ ମିଳିବ ।୨୦୨୩ଜାନୁଆରୀରୁ ଡିସେମ୍ବରପର୍ଯ୍ୟନ୍ତ  ମାଗଣା ଚାଉଳ ମିଳିବ ।ବର୍ଷେ ମାଗଣା ଚାଉଳ ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତିାମାସିକ ମୁଣ୍ଡପିଛା ମିଳିବ ୫କେଜି ଚାଉଳ ଓ ଏଥିପାଇଁ ଖର୍ଚ୍ଚ ହେବ ୧୮୫ କୋଟିା