ସାମ୍ବାଦିକଙ୍କ ସଚ୍ଚୋଟତା
ବାରଙ୍ଗ,୨୦ା୧୨(ଏସଏସନିଉଜ) ବାରଙ୍ଗଅଂଚଳର”ସମାଜ’ ସାମ୍ବାଦିକ ଜଣେ ମହିଳା ବଙ୍ଗୀୟ ପର୍ୟ୍ୟଟକଙ୍କୁ ହଜିଯାଇଥିବା ଭ୍ୟାନିଟ ବ୍ୟାଗ ଫେରାର ସାଧୁତାର ପରିଚୟ ଦେଇଛନ୍ତି। କଲିକତା ବାବୁଘାଟ ଅଳଞ୍ଚର ସୁନଦା ଚାଟାର୍ଜୀ ଓ ତାଙ୍କ ସ୍ବାମୀ ଜି.ଚାଟାର୍ଜୀ ପରିବାର ସଦସ୍ୟଙ୍କ ସହିତ ନନ୍ଦନକାନନ ପ୍ରାଣୀଉଦ୍ୟାନ ମଙ୍ଗଳବାରଦିନ ବୁଲିବାକୁ ଆସିଥିଲେ।ବୁଲାବୁଲି କରି ଘରକୁ ଫେରୁଥିବାବେଳେ ନନ୍ଦନକାନନ ମୁଖ୍ୟଛକ ଠାରେ ଥିବା ପିଙ୍କି ହୋଟେଲରେ ମଧ୍ୟାନ୍ନ ଭୋଜନ କରିଥିଲେ।ପରେ ମହିଳା ଜଣକ ହୋଟେଲ ପାଖରେ ଥିବା ଏକ ସ୍କୁଟି ଗାଡି ସିଟ୍ ଉପରେ ଭ୍ୟାନିଟ୍ ବ୍ୟାଗ […]