ଚନ୍ଦକାରୁ ଧରାହେଲା ୫ କୁଇଣ୍ଟାଲ ଗଂଜେଇ
ବାରଙ୍ଗ,୬/୫(ଏସ ଏସ ନିଉଜ) ଆନ୍ଧ୍ରପ୍ରଦେଶରୁ ହରିୟାଣା ଗଂଜେଇ ଚାଲାଣ ହେଉଥିବା ବେଳେ ଚନ୍ଦକା ନିକଟରେ ଧରାପିଡ଼ିଛି ।ଘଟଣାସ୍ତଲରୁ ୫ କୁଇଣ୍ଟାଲ ୬ କିଲୋ ଗଂଜେଇଜବତ କରିବାସହ ୩ଜଣଙ୍କୁ ଗିରଫ କରିଛି ଏନସିବି ଭୁବନେଶ୍ବର ଜୋନ୍ ।ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପଂଜାବର ବଲୱାନ ସିଂହ , ହରିୟାଣାର ଜସପ୍ରୀତ ସିଂହ ଓ ଜସନୁର ସିଂହ। ଏକ ମେସିନ ପାର୍ଟସ ବୋଝେଇ ୧୨ଚକିଆ ଟ୍ରକରେ ଗଂଜେଇ ଆସୁଥିବାର ବିଶେଷ ସୁତ୍ରରୁ ଖବର ପାଇ ଏନସିବି ଚନ୍ଦକା ଏସ୍ଓଜି […]