ଡକାୟତି ଗ୍ୟାଙ୍ଗକୁ କାବୁ କଲା ମର୍କତନଗର ଥାନା ପୁଲିସ
କଟକ, ୧୭/୩(ଏସଏସନିଉଜ) ମର୍କତନଗର ଥାନା ପୁଲିସ ଡକାୟତି ଗ୍ୟାଙ୍ଗକୁ କାବୁ କରି ସେମାନଙ୍କ ନିକଟରୁ ୭.୬୫ ଏମଏମ ଦେଶୀ ବନ୍ଧୁକ, ଦୁଇ ରାଉଣ୍ଡ ୭.୬୫ ଏମଏମ୍ ଜୀବନ୍ତ ଗୁଳି, ଦୁଇଟି ଭୁଜାଲି, ତିନିଟି ମୋବାଇଲ୍ ଏବଂ ଦୁଇଟି ବାଇକ୍ ଜବତ କରିଛି ।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସତିଚଉରାର ଘଣ୍ଟୁଆ ଓରଫ ଅନିଲ ଦାସ, ଜଗତସିଂହପୁର ସମୀର ପ୍ରଧାନ, ବିଶ୍ବଜିତ ବଳିଆରସିଂହ ଓରଫ ଚିଣ୍ଟୁ ।ତେବେ ଘଟଣାସ୍ଥଳରୁ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛ୍ନ୍ତି । ୧୫ ତାରିଖ […]