ସକାଳୁ ବସିଲେ ,ରାତିରେ ଉଠିଲେ
ବାରଙ୍ଗ, ୮/୩(ଏସଏସନିଉଜ) ସକାଳୁ ବସିଲେ ,ରାତିରେ ଉଠିଲେ ଛଟେଇ ହୋଇଥିବା କର୍ମଚାରୀ ।ଅରିଲୋ ଗ୍ରାମ ନିକଟରେ ଥିବା ରାଜ୍ୟର ସର୍ବବୃହତ ଅତ୍ୟାଧୁନିକ ଓମ୍ଫେଡ ଡାଇରୀ ପ୍ଲାଂଟର ମୁଖ୍ୟଫାଟକ ପାଖରେ ଛଟେଇ ହୋଇଥିବା କର୍ମଚାରୀମାନେ ମଙ୍ଗଳବାରଦିନ ଧାରଣା ଦେଇଥିଲେ ।୧୦ ନଭେମ୍ବର ୨୦୨୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନୂତନ ଭାବରେ ଏହି ପ୍ଲାଂଟର ଲୋକାର୍ପଣ ହୋଇଥିଲା । ଏଥିରେ ଭୂବନେଶ୍ୱର ସ୍ଥିତ ଓମ୍ଫେଡ ଡାଇରୀ ପ୍ଲାଂଟର କିଛି ପୁରୁଣା କର୍ମଚାରୀଙ୍କ ସହିତ ସ୍ଥାନୀୟ ଅଂଚଳର କିଛି ଯୁବକ […]