Browsing category

ମହାନଗର

ଚାଲିଗଲା ବାତ୍ୟା

ଭୁବନେଶ୍ୱର,୫/୧୨(ଏସଏସନିୟୁଜ) ବାତ୍ୟା ଜୱାଦକୁ ନେଇ ରହିଥିବା ଭୟ ଦୁରହୋଇଯାଇଛି । ରବିବାର ମଧ୍ୟାହ୍ନରେ ପୁରୀ ଅଞ୍ଚଳରେ ବାତ୍ୟା ଜୱାଦ ମାଡ଼ କରିବ ବୋଲି ପୂର୍ବାନୁମାନ କରାଯାଉଥିଲା ।କିନ୍ତୁ ଜୱାଦ ଅବପାତର ରୂପ ନେଇ ଉତ୍ତର-ଉତରପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇଛି ।ବାତ୍ୟା ଯେତିକି ଉପକୂଳର ନିକଟବର୍ତି ହେଉଥିଲା, ସେତିକି ଦୁର୍ବଳ ହେବାସହ ସମୟ ମଧ୍ୟ ଗଡୁଥିଲା ।ଏହାସହ ବର୍ଷା ଓ ପବନ ପରିମାଣ ବି ଧୀରେ ଧୀରେ ହ୍ରାସ ପାଇଥିଲା ।ଶେଷରେ ସ୍ଥଳଭାଗ […]

ସୋମବାରରୁ ସର୍ବ ଭାରତୀୟ ଗଣ୍ଡରପୁର କପ ଫୁଟବଲ ଟୁର୍ଣ୍ଣାମେଂଟ

ବାରଙ୍ଗ,୫/୧୨(ଡି ଏନ ଏ) କଲ୍ୟାଣପୁର ପଂଚାୟତର ବିଜୁ ପଟନାୟକ ମିନି ଷ୍ଟାଡିୟମ ଗଣ୍ଡରପୁର ଖେଳପଡ଼ିଆରେ ସର୍ବ ଭାରତୀୟ ଗଣ୍ଡରପୁର କପ ଫୁଟବଲ ଟୁର୍ଣ୍ଣାମେଂଟ ସୋମବାରଠାରୁ ଆରମ୍ଭ ହୋଇ ୧୨ ତାରିଖରେ ଶେଷ ହେବ । ସହରାଞ୍ଚଳ ବିଭାଗରେ ଓଡ଼ିଶାରୁ ବଛାବାଛି ୬ଟି ଦଳ ଓ ଓଡିଶା ବାହାରର ୨ଟି ଦଳ ଅଂଶଗ୍ରହଣ କରିବେ।ସହରାଞ୍ଚଳ ଚମ୍ପିୟାନ ଦଳକୁ ୫୦ହଜାରେ ଓ ରନର୍ସ ଅପ ଦଳକୁ ୪୦ହଜାରେ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ।ସେହିଁଭଳିଭାବେ ଗ୍ରାମାଞ୍ଚଳ ଚମ୍ପିୟାନ ଦଳକୁ ୩୦ହଜାରେ […]

ଜୋୱାଦ୍ ୫ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳରେ ପହଞ୍ଚିବ

ଭୁବନେଶ୍ବର,୫/୧୨(ଏସଏସନିୟୁଜ) ଆଗାମୀ ୫ ଘଣ୍ଟା ମଧ୍ୟରେ ପୁରୀ ନିକଟ ଓଡ଼ିଶା ଉପକୂଳରେ ପହଞ୍ଚିବ ସାମୁଦ୍ରିକ ବାତ୍ୟା ଜୋୱାଦ୍ ।‘ଜୋୱାଦ୍‌’ ଦୁର୍ବଳ ହୋଇ ଅବପାତ ପାଲଟି ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ପୁରୀରେ ନିରବଚ୍ଛିନ୍ନ ଭାବେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ପଶ୍ଚିମବଙ୍ଗର ରାଜଧାନୀ କୋଲ୍‌କାତାରେ ମଧ୍ୟ ପ୍ରବଳ ବର୍ଷା ହେଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ପର‌୍ୟ୍ୟନ୍ତ ମୟୂରଭଞ୍ଜ, […]

କେନାଲରୁ ଉଦ୍ଧାର ହେଲା ଷଣ୍ଢ

ଚନ୍ଦ୍ରଶେଖରପୁର,୪/୧୨(ଏସ ଏସ ନିଉଜ)ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗ ଲେବଲ କ୍ରସିଂ ନିକଟ ଦୟା ୱେଷ୍ଟ କେନାଲରେ ଗଳି ପଡ଼ିଥିବା ଏକ ଷଣ୍ଢକୁ ଆଜି ଅଗ୍ନିଶମ ବିଭାଗ ଆସି ଉଦ୍ଧାର କରିଥିଲା | ଷଣ୍ଢଟି କେନାଲର ପ୍ରାୟ ୩0 ଫୁଟ ହେବ ତୀକ୍ଷ୍ଣ ବନ୍ଧ ତଳେ ଦୁଇ ଦିନ ହେବ ଫସି ରହିଥିବାର ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି | ଗୋଟେ କଳା ରଙ୍ଗର ଷଣ୍ଢଟି ବନ୍ଧ ତଳେ ଥିବାର ଦେଖି ସ୍ଥାନୀୟ ବାସିନ୍ଦା ସୁବାସ ନାଥ କଳାରାହାଙ୍ଗ ନ୍ୟାୟବ […]

ଟଳିଲା ବିପଦ!

୧-ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଅଶ୍ବିନଙ୍କ ଆଉ ଏକ ରେକର୍ଡ, ଚଳିତ ବର୍ଷ ସବୁଠୁ ଅଧିକ ଟେଷ୍ଟ ଓ୍ବିକେଟ ନେବାରେ ଦ୍ରୁତ ସ୍ପିନର ୨-କର୍ଣ୍ଣାଟକ ଏବଂ ଗୁଜୁରାଟ ପରେ ମୁମ୍ବାଇରେ ଚିହ୍ନଟ ହେଲା ଓମିକ୍ରନ୍ ଆକ୍ରାନ୍ତ, ମୋଟ ସଂଖ୍ୟା ୪ କୁ ବୃଦ୍ଧି । ୩-ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା। ପାଣିରେ ବୁଡ଼ିଲା ପାଚିଲା ଧାନ, ଉଜୁଡିଲା ଫସଲ । ୪-ରାଜଧାନୀରେ ଚୋରି କରି ଚର୍ଚ୍ଚାରେ ଚୋର । ଦୁଃଖ ପ୍ରକାଶ କଲେ ଦୁଇ ହଜାର […]

କମ୍ ପବନ ବହିବ, ପ୍ରବଳ ବର୍ଷିବ

ଭୁବନେଶ୍ବର,୪/୧୨(ଏସ ଏସ ନିଉଜ)ବାତ୍ୟା ‘ଜୱାଦ ପ୍ରଭାବରେ କମ୍ ପବନ ବହିବା ସହ ପ୍ରବଳ ବର୍ଷା ହେବ ବୋଲି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଜେନା କହିଛନ୍ତି, ଆଇଏମଡି ସୂଚନା ଅନୁସାରେ ବିଶାଖାପାଟନମ ଠାରୁ ୨୧୦ କିମି, ଗୋପାଳପୁରଠାରୁ ୩୨୦ କିମି, ପୁରୀରୁ ୩୯୦ କିମି ଓ ପାରାଦୀପଠାରୁ ୪୭୦ କିମି ଦୂରରେ ବାତ୍ୟାର ଅବସ୍ଥିତି ଅଛି। ଘଣ୍ଟାକୁ ୬ କିମି ବେଗରେ ବାତ୍ୟା ଗତି କରୁଛି। ମଧ୍ୟରାତ୍ରରୁ ଉତ୍ତର […]

ବାତ୍ୟା ବଦଳଉଛି ଦୀଗ

ଭୁବନେଶ୍ୱର, ୪/୧୨(ଏସଏସନିୟୁଜ) ସାମୁଦ୍ରିକ ବାତ୍ୟା ‘ଜୱାଦ୍‌’ ଏବେ ଦୁର୍ବଳତର ହେବା ସହ ଦିଗ ପରିବର୍ତ୍ତନ କରିବା ଆରମ୍ଭ କରୁଛି । ଦିଗ ପରିବର୍ତ୍ତନ କରୁଥିବାରୁ ‘ଜୱାଦ୍‌’ର ବେଗ ହ୍ରାସ ପାଇଛି। ସକାଳେ ଦିଗ ପରିବର୍ତ୍ତନ କରି ଉତ୍ତର ଦିଗକୁ ଗତି କରୁଛି। ୧୨ ଘଣ୍ଟା ପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳରେ ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ପୁରୀ ପାଖାପାଖି ସମୁଦ୍ରରେ ପହଞ୍ଚିବ।ଫଳରେ ଏହାର ପ୍ରଭାବରେ ଅଧିକ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ […]

ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେଭିଜିଲାନ୍ସ ରେଡ୍‌

ନୟାଗଡ଼, ୪/୧୨(ଏସଏସନିୟୁଜ) ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି ।ଓଡ଼ଗାଁ ଘର, ନୟାଗଡ଼ ସହରରେ ଥିବା ଘର, ବିରୁଡ଼ା ଗାଁରେ ଥିବା ପୈତୃକ ଘର,କାର୍ଯ୍ୟାଳୟ ସମେତ ଏକକାଳିନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ନଗଦ ୨ ଲକ୍ଷ ୭୪ ହଜାର ଟଙ୍କା, ଗୋଟିଏ ଚାରି ଚକିଆ ଓ ୩ଟି ୩ ଚକିଆ ଗାଡ଼ି ଜବତ ହୋଇଥିବାର […]

ବନ୍ଧୁକ ଦେଖାଇ ଘରୁ ନେଇଗଲେ ୨୦ହଜାରେ ଓ କାନଫୁଲ

ବାରଙ୍ଗ,୩/୧୨(ଏସଏସନିୟୁଜ)ମଂଚେଶ୍ୱର ଥାନା ଅର୍ନ୍ତଗତ ଟାଙ୍ଗିବନ୍ତଗ୍ରାମମୁଣ୍ଡରେ ଥିବା ଏକୁଟିଆ ଘରୁ ଗୁରୁବାର ବିଳମ୍ଭିତରାତିରେ ଡକାୟତି ହୋଇଛି ।ଡକାୟତମାନେ ଘରର ତାଲାଭାଙ୍ଗି ଭିତରକୁ ପଶି ବନ୍ଧୁକ ଦେଖାଇ ଭୟଭିତ କରି ୨୦ହଜାରେଟଙ୍କା, ହଳେସୁନାକାନଫୁଲ ନେଇ ପଳାଇଯାଇଛନ୍ତି ।ଶୁକରବାର ସକାଳେ ଖବର ପାଇ ମଂଚେଶ୍ୱରଥାନାପୋଲିସ ଆସି ନିକଟରେ ଥିବା ସିସଟିଭିଫୁଟେଜ ଯାଂଚ କରିଫେରିଛି । ପ୍ରକାସ ଯେ,ଢେଙ୍କାନାଳ ଅଂଚଳର ବିଜୟକୁମାରମିଶ୍ର ନାମକ ବ୍ୟକ୍ତି ଗତ୩ମାସ ହେବ ଜାଗାକିଣି ଟାଙ୍ଗିବନ୍ତ ଗ୍ରାମମୁଣ୍ଡ ସୁନାଦେଇ ରୋଡରେ ଶଶ୍ମାନ ପାଖରେ ଏକୁଟିଆ ଘରକରି ସପରିବାରେ ରହୁଥିଲେ […]

ନନ୍ଦନକାନନ-ମନୋଜ ଗଲେ ପୁଣି ଆସିଲେ ମନୋଜ

ବାରଙ୍ଗ,୩/୧୨(ଏସଏସନିୟୁଜ)ବଦଳିଲେ ନନ୍ଦନକାନନ ନିର୍ଦ୍ଦେଶକ ମନୋଜମହାପାତ୍ର ।ତାଙ୍କସ୍ଥାନରେ ଯୋଗଦେଲେ ଆଇଏଫଏସ ଅଫିସର ମନୋଜ ଭି ନାୟାର ।ଭୁବନେଶ୍ୱରଆଂଚଳିକସଂରକ୍ଷକ ମନୋଜମହାପାତ୍ର ଅତିରିକ୍ତଭାବେ ନନ୍ଦନକାନନ ନିର୍ଦ୍ଦେଶକଭାବେ ଗତ୪ମାସତଳେ ଦାୟିତ୍ୱ ଗ୍ରହଣ କରିଥିଲେ । ୪ମାସପରେ ଏବେ ନନ୍ଦନକାନନର ନୁଆ ନିର୍ଦ୍ଦେଶକ ଭାବେ ମନୋଜ ଭି ନାୟାର ଦାୟିତ୍ୱଗ୍ରହଣ କରିଛନ୍ତି ।ଦାୟିତ୍ୱ ନେବାପରେ ନୁଆ ନିର୍ଦ୍ଦେଶକ ଶୁକ୍ରବାରଦିନ ନନ୍ଦନକାନନ ପରିଭ୍ରମଣ କରିଫେରିଛନ୍ତି ।ମନୋଜ ଭି ନାୟାର ପୁର୍ବରୁ ୨୦୧୩ରୁ୨୦୧୪ଜୁନ ପର୍ଯ୍ୟନ୍ତ ୧ବର୍ଷପାଇଁ ଉପନିର୍ଦ୍ଦେଶକ ଭାବେ ଦାୟିତ୍ୱରେ ରହିଥିଲୋଏହାପରେ ଡେପୁଟେସନରେ ଡେରାଡୁନ ଯାଇଥିଲେ ।ତାଙ୍କର […]