ମହାନଦୀରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ
ବାରଙ୍ଗ,୭/୧୨(ଏସଏସନିୟୁଜ)ବାରଙ୍ଗଥାନା ଅନ୍ତର୍ଗତ ସାନମୁଣ୍ଡଳୀସ୍କୁଲପଛପଟ ମହାନଦୀକୁଳରେ ଥିବା ଏକ ତୁଠପାଖରେ ଜଣେ ଅଜଣା ମହିଳାଙ୍କମୃତଦେହକୁ ମଙ୍ଗଳବାର ପୋଲିସ ଉଦ୍ଧାର କରିଛି ।ମୃତମହିଳାଙ୍କ ଶରୀର ସମ୍ପୁର୍ଣଭାବେ ପଚିଯାଇ ଦୁଗର୍ଦ୍ଧ ବାହାରୁଛି ।ଶରୀରରେ କୈାଣସି ବସ୍ତ୍ର ନଥିବାବେଳେ ଡାହଣହାତରେ ୨ପଟଶଙ୍ଖା ଓ ଅଂଟାରେ ଏକ ନାଲିରଙ୍ଗର ସୁତା ରହିଥିବାର ଦେଖିବାକୁ ମିଳିଛି । ମୃତଦେହଟି ଭାସିଭାସି ଆସି ଏଠାରେ ଲାଗିଛି ନା କେହି ମାରି ପକାଇଛି ତାହା ଅସ୍ପଷ୍ଟ ରହିଛି ।ମଙ୍ଗଳବାର ସକାଳେ ସ୍ଥାନୀୟ ଗ୍ରାମର କିଛି ଯୁବକ ଗାଧୋଇବାପାଇଁ ଯାଇଥିବାବେଳେ […]