ଶୁଭଶ୍ରୀଙ୍କ ନାମରେ ଅଭିଯୋଗ ଆଣିଲେ ରଶ୍ମିତା
ବାରଙ୍ଗ,୧୯/୧୧(ଏସଏସନିୟୁଜ)ନୁଆକରି ଚାକିରି ଜୀବନ ଆରମ୍ଭ କରିଥିବା ବଟାନିକାର୍ଲଗାର୍ଡେନ ରେଞର ଶୁଭଶ୍ରିଦାସଙ୍କ ବିରୁଦ୍ଧରେ ନନ୍ଦନକାନନ ଥାନାରେ ଶୁକ୍ରବାରରାତିରେ ଅଭିଯୋଗ ହୋଇଛି ।ଅଭିଯୋଗ କରିଛନ୍ତି ବରିଷ୍ଟ ବନପାଳ ରଶ୍ମିତାସେଠୀ ।ଜାତିଆଣ ଆକ୍ଷେପ,ମାନସିକ ଯନ୍ତ୍ରଣା ଓ ଉଦ୍ଦେଶ୍ୟମୁଳକଭାବେ ହଇରାଣ,ଅସମ୍ମାନୀତ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।ଲିଖିତ ଅଭିଯୋଗପାଇବାପରେ ରେଞରଙ୍କ ବିରୁଦ୍ଧରେ ୧୨୮/୨୧କେଶନଂରେ ଏକ ମକଦ୍ଦମା ରୁଜୁ ହୋଇଥିବାର ନନ୍ଦକାନନଥାନା ଅଧିକାରୀ ବିଶ୍ୱରଞନ ସେନାପତି ସୁଚନା ଦେଇଛନ୍ତିି । ରଶ୍ମିତା କରିଥିବା ଅଭିଯୋଗ ଅନୁଯାୟୀ କିଛିମାସ ତଳେ ତାଙ୍କୁ ନନ୍ଦନକାନନରୁ ବଟାନିକାର୍ଲଗାର୍ଡେନକୁ […]