Browsing category

ମହାନଗର

ବାହାରିଲେ ଆର୍ଯ୍ୟନ ଖାନ୍

ଭୁବନେଶ୍ୱର,୩୦/୧୦(ଏସଏସନିୟୁଜ) ୨୭ ଦିନ ପରେ ଜେଲରୁ ଆଜି ମୁକୁଳିଛନ୍ତି ଆର୍ଯ୍ୟନ ଖାନ୍ । କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ କୁ ବମ୍ବେ ହାଇକୋର୍ଟରୁ ଜାମିନ୍ ମିଳିଛି । ଅକ୍ଟୋବର ୨ ତାରିଖରେ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ତାଙ୍କୁ ଗିରଫ କରିଥିଲା । ଜେଲରୁ ମୁକୁଳିବାପରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ହୋଇଛି ।  

ରିଲାଏନ୍ସ ଫ୍ରେସ୍‌ରେ ଚଢ଼ାଉ

କଟକ, ୩୦/୧୦(ଏସଏସନିୟୁଜ) କଟକ ମହାନଗର ନିଗମ ପକ୍ଷରୁ ସିନ୍ଥେଟିକ ଅଣ୍ଡା ବିକ୍ରି କରାଯାଉଥିବା ଅଭିଯୋଗ ଆଧାରରେ ଚଢାଉ କରାଯାଇଛି । କନିକା ଛକରେଥିବା ରିଲାଏନ୍ସ ଫ୍ରେସ୍‌ରେ ମଧ୍ୟ ଚଢଉ କରାଯାଇ କିଛି ପରିବା ସହ ଅଣ୍ଡାକୁ ଜବତ କରାଯାଇଛି ।ଚଢଉ ସମୟରେ ଖାଇବା ଉପଯୋଗୀ ନଥିବା ତଥା ନଷ୍ଟ ହୋଇଯାଇଥିବା ଅଣ୍ଡା ଓ ଫ୍ରେସରେ ଥିବା ଖାଦ୍ୟ ଉପଯୋଗୀ ନଥିବା କିଛି ପରିବା କୁ ଜବତ କରାଯାଇଛି ।ତେବେ ଜବତ ଅଣ୍ଡାର ନମୁନାକୁ ପରୀକ୍ଷା ପାଇଁ ଲ୍ୟାବ୍‌କୁ […]

ମୁହଁ ଖୋଲିଲେ ଦିବ୍ୟଶଙ୍କର

୧-ଆଫଗାନିସ୍ତାନକୁ ପରାସ୍ତ କରି ସେମି ଫାଇନାଲର ଦ୍ବାରରେ ପାକିସ୍ତାନ । ୨-ପ୍ରଥମ ବିଜୟ ହାସଲ କଲା ୱେଷ୍ଟଇଣ୍ଡିଜ; ବାଂଲାଦେଶର ହ୍ୟାଟ୍ରିକ୍ ପରାଜୟ । ୩-ଇଟାଲୀରେ ମୋଦୀଙ୍କ ସାମ୍ନାରେ ସଂସ୍କୃତ ଶ୍ଲୋକ ପଢିଲେ ମହିଳା: ଜୟ ଶ୍ରୀରାମ ନାରାରେ କମ୍ପିଲା ରୋମ ସହର । ୪-୩୯ ମହିଳା ସେନା ଅଧିକାରୀଙ୍କୁ ମିଳିଲା ସ୍ଥାୟୀ କମିଶନ, ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ । ୫-ଜିମରେ ବ୍ୟାୟାମ କରୁ କରୁ ହଠାତ ହେଲା ହୃଦଘାତ: ୪୬ବର୍ଷ ବୟସରେ ଆରପାରିକୁ ଚାଲିଗଲେ କନ୍ନଡ ସୁପରଷ୍ଟାର […]

ଭିର୍ଣ ପ୍ରଜାତିର ଦୁଇ ହରିଣ ଶାବକ ଜନ୍ମ

ବାରଙ୍ଗ,୨୯/୧୦(ଏସ ଏସ ନିୟୁଜ) ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଶୁକ୍ରବାର ଦିନ ଭିନ୍ନ ଭିନ୍ନ ପ୍ରଜାତିର ଦୁଇଟି ହରିଣ ଶାବକ ଜନ୍ମ ନେଇଛନ୍ତି। ପ୍ରାଣୀ ଉଦ୍ୟାନର ୬୭ ନଂ ଖୁଆଡରେ ଥିବା କୁଜି ହରିଣ ଏବଂ ୬୬ ନଂ ଖୁଆଡରେ ଥିବା କୃଷ୍ଣସାର ମୃଗ ଗୋଟିଏ ଲେଖାଏଁ ଶାବକ ଜନ୍ମ ଦେଇଛନ୍ତି।ସେମାନଙ୍କ ଲିଙ୍ଗ ନିରୂପଣ ହୋଇନାହିଁ।ଉଭୟ ମା ଓ ଶାବକ ସୁସ୍ଥ ଅଛନ୍ତି।ସେମାନଙ୍କୁ ତତ୍ତ୍ୱାବଧାନରେ ରଖାଯାଇଥିବା ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜିତ କୁମାର ସୂଚନା ଦେଇଛନ୍ତି।

ମୁହାଁ ମୁହିଁ ଧକା

ବାରଙ୍ଗ,୨୯/୧୦(ଏସ ଏସ ନିୟୁଜ)ଗୋଡିସାହି ଫାଣ୍ଡି ଅଧିନସ୍ଥ ନବୋଦୟ ବିଦ୍ୟାଳୟ ସମ୍ମୁଖରେ ଆଜି ଅପରାହ୍ନରେ ଟ୍ରକ୍ ଓ ପିକ୍ ଅପ ମୁହାଁମୁହିଁ ଧକ୍କା।ଅଳ୍ପକେ ବର୍ଟିଲେ ଉଭୟ ଗାଡ଼ି ଚାଲାଣ।ସୂଚନା ମୁତାବକ ଆଜି ଅପରାହ୍ନ ସମୟରେ ମୁଣ୍ଡଳୀରୁ ଗୋବିନ୍ଦପୁର ଅଭିମୁଖେ ଯାଉଥିବା ଏକ ଇଟା ବୋଝେଇ ପିକ୍ଅପ ଗାଡ଼ି ବିପରୀତ ଦିଗରୁ ଆସୁଥିବା ଏକ ଗୋଡି ବୋଝେଇ ଟ୍ରକ ସହ ନବୋଦୟ ବିଦ୍ୟାଳୟ ସମ୍ମୁଖରେ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ଉଭୟ ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ଚୂରମାର ହୋଇଯାଇଥିଲା ସୌଭାଗ୍ୟବଶତଃ […]

ନନ୍ଦନକାନନକୁ ଆସିବ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ

ବାରଙ୍ଗ,୨୮/୧୦(ଏସଏସନିୟୁଜ)ନନ୍ଦନକାନନକୁ ପ୍ରଥମକରି ଆସିବ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ ।ଏହାଦ୍ୱାରା ଜୀବଜନ୍ତୁମାନଙ୍କ ଜନ୍ମଗତ ସମସ୍ୟାର ସମାଧାନ ହେବ ।ଗର୍ଭଧାରଣ କରିଛି କି ନାହିଁ ,କେତେ ପିଲା ରହିଛନ୍ତି ,ପିଲାର ଆକାର ଓ ଜନ୍ମର ସମୟସୀମା ଏସବୁର ସଠିକ ବିବରଣୀ ମିଳିପାରିବ ।ଫଳରେ ପ୍ରସବକୁ ନେଇ ବେଳେବେଳେ ଦେଖାଦେଇଥିବା ତୃଟିପୁର୍ଣ ଗଣନାର ଏହାଦ୍ୱାରା ପୁର୍ଣଛେଦ ହୋଇପାରିବ । ସମୁଦାୟ ୪୫ ଲକ୍ଷ ଟଙ୍କାର ବ୍ୟୟବରାଦରେ ନନ୍ଦନକାନନକୁ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ ଆସିବ । ସେଥିମଧ୍ୟରେ ରହିଛି ୨୦ଲକ୍ଷଟଙ୍କାମୁଲ୍ୟର ପୋଟେବୁଲ ଏକ୍ସରେମେସିନ,୫ଲକ୍ଷଟଙ୍କା […]

ମୁଣ୍ଡଳୀବ୍ରିଜରୁ ଯୁବକ ଡେଇଁ ନିଖୋଜ

ବାରଙ୍ଗ,୨୮/୧୦(ଏସଏସନିୟୁଜ)ଗୋଡିସାହିଫଣ୍ଡି ଅଧିନସ୍ଥ ମୁଣ୍ଡଳୀବ୍ରିଜ ଉପରୁ ମହାନଦୀକୁ ଡେଇଁ ଜଣେ ଯୁବକ ଆମ୍‌ହତ୍ୟା ଉଦ୍ୟମ କରି ନିଖୋଜ ଅଛନ୍ତି । ଆତ୍ମହତ୍ୟାର ପକୃତ କାରଣ ଜଣାପଡିନଥିବାବେଳେ କାମ କରୁଥିବା ଘରୋଇ କମ୍ପାନୀର ଚାପ ଯୋଗୁ ଏପରି କରିଥିବାର ତାର ପରିବାର ଲୋକ କହିଛନ୍ତି ।ନିଖୋଜ ଯୁବକ ହେଉଛନ୍ତି ଭୁବନେଶ୍ୱର ନୟାପଲ୍ଲୀରେ ରହୁଥିବା ବ୍ରହ୍ମପୁର ଅଂଚଳର ଚନ୍ଦ୍ରମଣି ତ୍ରିପାଠୀ(୩୫) । ଗୁରୁବାର ଅପରାହ୍ନରେ ଓଡି୦୭-ପି-୧୨୮୬ନଂ ସ୍କୁଟି ଯୋଗେ ଯୁବକ ଜଣକ ମୁଣ୍ଡଳୀ ବ୍ରିଜ ଉପରକୁ ଆସିଥିଲେ ।ବ୍ରିଜ ଉପରେ ଗାଡି […]

ମେଣ୍ଢାଶାଳରେ ବାର୍‌ହା ଉପଦ୍ରବ,ଫସଲ ନଷ୍ଟ

ମେଣ୍ଢାଶାଳ,୨୮/୧୦(ଏସଏସନିୟୁଜ)ଗତକାଲି ବିଳମ୍ଭିତ ରାତିରେ ଦେଉଳିଆପାଟଣା ପାହାଡରୁ ବାରହା ପଲ୍ଲ ବାହାରି ମେଣ୍ଢାଶାଳଗାଁ ନିକଟସ୍ଥ ମଜୁରକୁଣ୍ଡ ମାଳ ଗହିରରେ ପଶିପାଚେଲାଧାନ ଖାଇ ନଷ୍ଟ କରିଦେଇଛନ୍ତି ।ଗାଁର ନବକିଶୋର ସାମନ୍ତ ରାୟ,ବିଜୟ ସାମନ୍ତରାୟ କରିଥିବା ସ୍ୱର୍ଣଧାନ ଫସଲ ଖାଇ ନଷ୍ଟ କରିବାସହ ଦଳିଚକଟି ଧାନକୁ କାଦୁଅ ବିଲରେ ମାଡି ଦେଇଛନ୍ତି ।ଏହାଫଳରେ ପାଖାପାଖି ୨ଏକର ଧାନଫସଲ ନଷ୍ଟ ହୋଇଯାଇଛି ।ଗତକିଛିବର୍ଷ ଧରି ଦେଉଳିଆପାହଡ ନିକଟ ଟୁବିସୋରା, ମଜୁରକୁଣ୍ଡ ଗହିରରେ ପଲପଲ ବାରହାପଶି ଧାନଫସଲ ନଷ୍ଟ କରୁଛନ୍ତି ।ଏହି ଅଂଚଳ ସିଟିଫରେଷ୍ଟ […]

ଆରମ୍ଭ ହେଲା ମୋବାଇଲ ସ୍କୁଲ

୧. ଓଡିଶାରେ ଆରମ୍ଭ ହେଲା ମୋବାଇଲ ସ୍କୁଲ, ଗାଁକୁ ଗାଁ ବୁଲି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବ ଏକ ସ୍ବତନ୍ତ୍ର ଭ୍ୟାନ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଭୁବନେଶ୍ୱରଠାରେ ‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ ମୋବାଇଲ୍‌ ସ୍କୁଲ୍‌ ଇନ୍‌ ଏ ଭ୍ୟାନ୍‌’କୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ୨. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ପ୍ରଥମ ବର୍ଷ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଲେ ୬୦୯ ବିଦ୍ୟାର୍ଥୀ । ୩. ୪୮ ଘଣ୍ଟା […]

ବାଇକ୍ ଲୁଟେରା ଗ୍ୟାଙ୍ଗର ୪ଜଣଙ୍କୁ ଧରିଲା ଗୋପ ପୁଲିସ

ଗୋପ, ୨୮/୧୦(ଏସଏସନିୟୁଜ)ଚୋରୀ କରିବାକୁ ଉଦ୍ୟମ କରୁଥିବାବେଳେ ଲୋକମାନେ ଧରି ଉତମମଧ୍ୟମ ଦେଇ ପୋଲିସକୁ ଧରାଇଦେଲେ ।ଏହାପରେ ପୋଲିସ ପଚରାଉଚରା ବେଳେ ମାନିବା ସହ ସେମାନଙ୍କଠାରୁ ୮ଟି ବାଇକ ସହ ତାଙ୍କର ଅନ୍ୟଦୁଇ ସହ ଯୋଗୀକୁ ଗିରଫ କରିବାରେ ସଫଳ ହୋଇଛି ଗୋପଥାନା ପୋଲିସ । ଗୋପ ଥାନା ଅଧିନ ନାଗପୁର ବଜାରରେ ଗତ ୨୫ ତାରିଖ ସନ୍ଧ୍ୟା ରେ ଦୁଇ ଜଣ ବାଇକ୍ ଚୋର ଏକ ବୁଲେଟ୍‌ରେ ଚାବି ଭର୍ତି କରୁଥିବାବେଳେ ବ୍ୟବସାୟୀମାନେ ଧରି ପୋଲିସକୁ ଜିମା […]