ବିଧାୟକ ଗାଡ଼ିକୁ ୨ହଜାର ଜରିମାନା
ପୁରୀ,୭/୧୦(ଏସଏସନିୟୁଜ)ବିଧାୟକଙ୍କ ଗାଡିରୁ ୨ ହଜାରଟଙ୍କା ଜରିମାନା ଆଦାୟ କରାଗଲା । ପୁରୀସିଂହଦ୍ବାର ପାଖରେ କରାଯାଇଥିବା ନିସିଦ୍ଧାଚଂଳରେ ଗାଡଟି ପାର୍କିକରିଥିବାର ସୋସିଆଲମିଡିଆରେ ଭାଇରାଲ ହେବାପରେ ପୋଲିସ ଏହି ଗାଡିକୁ ଅଟକରଖିବା ସହ ୨ହଜାରେ ଟଙ୍କା ଫାଇନ କାଟିଛନ୍ତି ।ତେବେ ଏହି ଗାଡିରେ ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ ନଥିଲେ ବୋଲି ସିଟି ଡିଏସ୍ପି ଜନାର୍ଦ୍ଦନ ପାଢ଼ୀ କହିଛନ୍ତି। ଶ୍ରୀମନ୍ଦିର ସମ୍ମୁଖ ଜଗାବଳିଆ ଲଜ୍ଠାରୁ ଶ୍ରୀନହର ଦେଇ ଉତ୍ତରଦ୍ବାର ପର୍ଯ୍ୟନ୍ତ କୌଣସି ଗାଡ଼ି ପାର୍କିଂ ହେବନାହିଁ ବୋଲି ନିର୍ଦ୍ଦେଶନାମା ଜାରି […]