Browsing category

ମହାନଗର

ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା

୧-ଆଜି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ: ବାପୁଜୀଙ୍କୁ ମନେ ପକାଉଛି ସାରା ଦେଶ । ୨-ପଞ୍ଜାବର ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । ପିସିସି ସଭାପତି ପାଇଁ ପୁଣି ରାଜି ସିଦ୍ଧୁ । ୩-ବିରଳ ରେକର୍ଡ ! ୪୫ ବର୍ଷ ପରେ ପୁଣି ହିମାଳୟର ମାଉଣ୍ଟ ‘ମାନସଲୁ’ରେ ପହଞ୍ଚିଲା ମଣିଷ, ଆରୋହଣ କଲେ ୨୨ ପର୍ବତାରୋହୀ । ୪-ସ୍ବଚ୍ଛ ଭାରତ ଅଭିଯାନ-‘ଅର୍ବାନ୍‌ ୨.୦’ ଓ ‘ଅମୃତ ୨.୦’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ । ୫-କରୋନା ଲକଡାଉନ୍ […]

ଏବେ ପୁଣି ଚର୍ଚ୍ଚାରେ ରାନୁ

୧. ଶାନ୍ତିସ୍ତୂପରେ ୨୧ଦିନ ଧରି ହେଉଥିଲା ବିଶ୍ବଶାନ୍ତି ମହାଯଜ୍ଞ, ଘିଅ ପରିବର୍ତ୍ତେ ୫ ଶସ୍ୟରେ ଦିଆଯାଉଥିଲା ପୂର୍ଣ୍ଣାହୁତି । ୨. ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଏବଂ ଅମୃତ ୨.୦ ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଆରମ୍ଭ କରିବେ । ୩. ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିଆଇପିଇଟି- ପେଟ୍ରୋରସାୟନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଜୟପୁରଠାରେ ଉଦ୍‌ଘାଟିତ । ୪. ସରକାରୀ ନିଯୁକ୍ତି ବୟସସୀମା ବୃଦ୍ଧି ଦାବିରେ ଯୁବ କଂଗ୍ରେସ ଅଭିନବ […]

ରାତି ୮ରୁ ସକାଳ ୫ ଯାଏ ନାଇଟ୍‌ କର୍ଫ୍ୟୁ ! ଜାରି ହେଲା ଅକ୍ଟୋବର ମାସ ର ମାର୍ଗଦର୍ଶିକା

ଭୁବନେଶ୍ବର :୩୦।୯(ଏସଏସଏନ) ପାର୍ବଣ ପାଇଁ କଟକ ଓ ଭୁବନେଶ୍ବରରେ କଟକଣା କୁ କଡାକଡି କରିଛନ୍ତି ରାଜ୍ୟ ସରକାର । ଅକ୍ଟୋବର ମାସ ପାଇଁ  ମାର୍ଗ‌ଦର୍ଶିକା ଜାରି କରି ଟୁଇନ୍‌ ସିଟିରେ  ଅକ୍ଟୋବର ୧୧ ରୁ ୨୦ ଯାଏ ରାତି ୮ରୁ ସକାଳ ୫ ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟର ଅନ୍ୟ ସହରାଞ୍ଚଳରେ ରାତି ୧୦ ରୁ ସକାଳ ୫ ନାଇଟ୍‌ କର୍ଫ୍ୟୁ ଜାରି ହେବ। ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ପ୍ରଦୀପ ଜେନା ଗୁରୁବାର ସନ୍ଧ୍ୟାରେ […]

ଚାଲିଛି ପିପିଲି ଉପନିର୍ବାଚନ ପାଇଁ ମତଦାନ

ପୁରୀ,୩୦/୯(ଏସଏସନିୟୁଜ) କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ପିପିଲି ଉପନିର୍ବାଚନ । ନିର୍ବାଚନର ରଣାଙ୍ଗନାରେ ୧୦ଜଣ ପାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସମୁଦାୟ ୨.୩୦ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର ୩୪୮ଟି ବୁଥ୍‌ରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସାଢ଼େ ୫ଟାରେ ମକ୍‌ପୋଲ୍ ହେବ। ୨୦୧ଟି ବୁଥ୍ ସମ୍ବେଦନଶୀଳ ଥିବାରୁ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। […]

ବ୍ରାଉନସୁଗାର ବିକି ବାପାମା ଓ ପୁଅ ଗିରଫ

ଢେଙ୍କାନାଳ,୩୦/୯(ଏସଏସନିୟୁଜ) ବ୍ରାଉନ୍‌ସୁଗାର କାରବାରରେ: ବାଜିଚୌକ ନିକଟ ହାଉସିଂବୋର୍ଡ ଅଂଚଳରେ ବାପାମା ଓ ପୁଅକୁ ଗିରଫ କରିଛି ଟାଉନ ଥାନା ପୁଲିସ ।ଏହାସହ ୧୩.୭୩ ଗ୍ରାମ୍ ବ୍ରାଉନ୍ ସୁଗାର, ଗୋଟିଏ ଆଲୁମିନିୟମ୍ ଫଏଲ୍ ରୋଲ୍, ଗୋଟେ ଡିଜିଟାଲ୍ ଓଜନ ମେସିନ୍ ମଧ୍ୟ ଜବତ କରିଛି ।ଗତକାଲି ପୋଲିସ କୈାଣସି ସୁତ୍ରରୁ ଖବରପାଇ ଅର୍ତକିତଭାବେ ଚଢଉ କରି ବାପା, ମାଆ ଓ ପୁଅକୁ ଗିରଫ କରିାବ ସହ ୧୩.୭୩ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି ।

ଚୋରୀମାମଲାରେ ଧରାହେଲେ ୩

ଭୁବନେଶ୍ବର,୩୦/୯(ଏସଏସନିୟୁଜ)ଚୋରୀକରି ଧରାପଡିଲେ ତିବିଜଣ ଚୋର ।ସେମାନେ ହେଲ ନୂଆପଲ୍ଲୀ ମୁଣ୍ଡାସାହିର ପିଣ୍ଟନ ନାୟକ, ମଣ୍ଟୁ ନାୟକ ଓ ସାବନ ନାୟକ।ଏମାନେ ଜଳସଂପଦ ବିଭାଗର ମହିଳା ଓଏଏସ୍ ଅଧିକାରୀ ସୋନାଲି ଶୁଭଦର୍ଶିନୀଙ୍କ କ୍ବାର୍ଟର୍ସ ନଂ ଭି-୩ ଘରୁ ୧୦ଦିନ ବ୍ୟବଧାନରେ ଦୁଇ ଦୁଇ ଥର ଚୋରି କରିଥିଲେ ।ପୋଲିସ ତଦନ୍ତକରିଏହି ତିବିଜଣଙ୍କୁ ଗିରଫ ଗିରଫକରିବାସହ ଲୁଟେରାଙ୍କ ଠାରୁ ଗୋଟିଏ ଏଲ୍‌ଇଡି ଟିଭି, ସୁନା କାନଫୁଲ ଓ ଲକେଟ୍ ଏବଂ ୨ହଜାର ଟଙ୍କା ଜବତ କରିଛି।

ବଳଙ୍ଗାଥାନା ବିସ୍ଫୋରଣ ଘଟଣାରେ ସସପେଣ୍ଡ୍ହେଲେ ମହିଳା ସବ-ଇନ୍ସପେକ୍ଟର

ପୁରୀ, ୨୯/୯(ଏସଏସନିୟୁଜ) ଗତ ୨ ଦିନ ତଳେ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ହୋଇଥିବା ଭୟଙ୍କର ବିସ୍ଫୋରଣ ଘଟଣାରେ ମାଲଖାନା ଦାୟିତ୍ୱରେ ଥିବା ମହିଳା ସବ-ଇନ୍ସପେକ୍ଟର ତଅପୋଇ ନାୟକଙ୍କୁ କାର‌୍ୟ୍ୟରୁ ନିଲମ୍ବିତ କରିଛନ୍ତି ପୁରୀ ଏସପି । ପାହାଡ଼ ଫଟାଇବା ପାଇଁ ଶକ୍ତିଶାଳୀ ‘ଡିନାମାଇଟ୍’ ଜବତ କରାଯାଇ ମାଲଖାନାରେ ରଖାଯାଇଥିଲା । ଡିନାମାଇଟ୍ ବିସ୍ଫୋରଣରେ ଥାନା ଉଡ଼ିଯାଇଥିବା ଅନୁମାନ କରାଯାଉଛି । ଯାହାଫଳରେ ତୀବ୍ର ବିସ୍ଫୋରଣରେ ଆଇଆଇସି ଅଫିସ, ହାଜତ ସହ ଛାତ ଉଡ଼ିଯିବା ସହିତ କାନ୍ଥ […]

ପାର୍ବଣ ପାଇଁ କେନ୍ଦ୍ରର ଗାଇଡଲାଇନ

ଭୁବନେଶ୍ୱର, ୨୯/୯(ଏସଏସନିୟୁଜ)ପୁଣି ମାସେ ବଢିଲା କରୋନା କଟକଣା । ଅକ୍ଟୋବର ୩୧ ଯାଏ କେନ୍ଦ୍ର ସରକାର ପୁଣି କୋଭିଡ୍ ଗାଇଡଲାଇନ୍ସ ଅବଧିକୁ ବଢ଼ାଇଛନ୍ତି। ଆଗକୁ ଆସୁଛି ପାର୍ବଣରୁତୁ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଛି ଗାଇଡଲାଇନ୍ । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ପାର୍ବଣ ସମୟରେ ମେଳା,ମହୋତ୍ସବ କରାଯାଉଥିବାରୁ ଅଧିକ ଜନଗହଳି ହୋଇଥାଏ ।ଯାହାଫଳରେ କରୋନା ସଂକ୍ରମଣ ବଢ଼ାଇବା […]

ପୁଣି ଲଘୁଚାପ

ଭୁବନେଶ୍ୱର, ୨୯/୯(ଏସଏସନିୟୁଜ) ବାତ୍ୟା ଗୁଲାବ୍ ଯାଉ୍‌ଯାଉ ପୁଣି ଆଉ ଗୋଟିଏ ଲଘୁଚାପ ଆସିବାକୁ ଯାଉଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହବାସହ ୨୪ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହାର ପ୍ରଭାବରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାର ଆକଳନ କରିଛି ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ […]

ମାଙ୍କପୀଠରେ ଆରମ୍ଭ ହେବ ପାର୍ବଣ ପୂଜା

ଜଗତସିଂହପୁର,୨୯/୯(ଏସଏସନିୟୁଜ) ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ପ୍ରସିଦ୍ଧ ମା’ ଶାରଳାଙ୍କ ପୀଠରେ ପବିତ୍ର ମୂଳାଷ୍ଟମୀ ଅବସରରେ ଅର୍ଥାତ ଆଜିଠାରୁ ୧୪ ଦିନ ବ୍ୟାପୀ ପାର୍ବଣ ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମାଙ୍କପୀଠରେ ପାର୍ବଣ ପୂଜା ହେବ ।ମା ବିଭିର୍ଣ ବେଶରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ । ସୁସଜିତ ବିମାନରେ ମା’ଙ୍କୁ ବିରାଜମାନ କରାଇ ବେଢ଼ା ପରିକ୍ରମା କରାଯିବ । ଏହାସହ ମା’ ଜଗତ ଜନନୀଙ୍କ ପାଖରେ ଷୋଡଶ […]