Browsing category

ମହାନଗର

ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

କାକଟପୁର, ୧୮/୯(ଏସଏସନିଉଜ) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରତାପ ସାମଲ ।ଏହିଭଳି ଘଟଣା ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଅଂଚଳରେ ଘଟିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ପାଟସୁନ୍ଦରପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରତାପ ସାମଲମୁତୁଣିଆ ଗ୍ରାମର କ୍ଷୀରୋଦ କୁମାର ଦଳାଇଙ୍କଠାରୁ ଏକ ହୋଟେଲ ନିକଟରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ।ପୁର୍ବପ୍ରସ୍ତୁତ ଅନୁଯାୟୀ […]

ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ବର, ୧୮/୯(ଏସଏସନିଉଜ) ମୁଣ୍ଡୁଳି ଓ ନରାଜ ଠାରେ ମହାନଦୀରେ ବିପଦ ସଙ୍କେତ ତଳେ ଜଳସ୍ତର ରହିଛି।ଅନ୍ୟପଟେ ହୀରାକୁଦ ଡ୍ୟାମ୍‌ରେ ବି ମଧ୍ୟ ଜଳସ୍ତର ହ୍ରାସ ପାଉଛିା ହୀରାକୁଦରେ ଆଗରୁ ୨୮ଟି ଗେଟ୍ ଖୋଲାଯାଇଥିବାବେଳେ ୧୦ଟି ବନ୍ଦ ହୋଇ ଏବେ ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରିରହିଛି ।ଯାହାଫଳରେ ମହାନଦୀରେ ହେବାକୁଥିବା ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଯାଇଛି । ବନ୍ୟା ପରିସ୍ଥିତି ନାହିଁ। ଅବଶ୍ୟ କିଛି ତଳିଆ ଅଞ୍ଚଳରେ ବର୍ଷା ପାଣି ଅଟିକିଛି ବୋଲି ଜଳସମ୍ପଦ […]

ଅଗ୍ନିଶମ ପାଇଁ ଗୋଟିଏ ନମ୍ବର ୧୧୨

କଟକ,୧୮/୯(ଏସଏସନିଉଜ) ଲାଗୁ ‌ହୋଲା ଏମରଜେନସି ରେସପନ୍‌ସ ସପୋର୍ଟ ସିଷ୍ଟମ (ଇଆରଏସଏସ) ସେବା ୧୧୨।ଏବେ ୧୦୧ବଦଳରେ ଦମକଳବାହିନୀର ସହୟତା ପାଇଁ ୧୧୨କୁ କଲ କରିବାକୁ ପଡିବ । ଅଗ୍ନିଶମ ବିଭାଗ ବା ଦମକଳବାହିନୀର ସହୟତା ପାଇଁ ଏକମାତ୍ର ୧୧୨ ହିଁ ଜରୁରୀ ସେବା ନମ୍ବର ରହିବ। ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ‘୧୧୨’ ଇଣ୍ଡିଆ ମୋବାଇଲ ଆପ୍‌କୁ ଡାଉନଲୋଡ କରି ନିଜର ନାମ ପଞ୍ଜୀକରଣ କରିବା ସହ ସ‌ହଯୋଗ କରିବାକୁ ଓଡ଼ିଶା ପୁଲିସ ପକ୍ଷରୁ ନିବେଦନ କରାଯାଇଛି ।ତେବେ ଜରୁରିକାଳୀନ […]

ହେବ ମାରାଥନ ଜେରା

ବାଲେଶ୍ଵର,୧୮/୯(ଏସଏସନିଉଜ) କଟକରେ ହେବ ମାରାଥନ ଜେରା । ବାଲେଶ୍ଵର ଚାନ୍ଦିପୁର ଊଜଊଙରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ ମାମଲା ରେ ୫ ଅଭିଯୁକ୍ତଙ୍କ ୭ ଦିନିଆ ରିମାଣ୍ଡ ମଞ୍ଜୁର କରିଛନ୍ତି ବାଲେଶ୍ୱର ଝଊଔଗ କୋର୍ଟ । ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟିମ୍ ସମସ୍ତଙ୍କୁ କଟକକୁ ଆଣି ଅଧିକ ପଚରାଉଚରା କରିବ । କେତେ ଟଙ୍କା ସେମାନେ ପାଇଛନ୍ତି,ବାସ୍ତବିକଭାବେ କାହାକୁ ୃତଥ୍ୟ ଯୋଗାଉଥିଲେ,ଏଥିରେ ଅନ୍ୟକାହାର ସମ୍ପୃକ୍ତି ରହିଛି ,କେଉଁ ପ୍ରକାର ଡାଟା ଟ୍ରାନସଫର କରିଛନ୍ତି ଆଦି ବିଷୟକୁ ନେଇ […]

ପାଣିପାଇଁ ହଣାହଣି

ଚନ୍ଦ୍ରଶେଖରପୁର,୧୭/୯(ଏସ୍‌ଏସ୍‌ନିଉଜ) ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଳାରାହାଙ୍ଗ ଅଞ୍ଚଳରେ ଜମି ବିବାଦକୁ ନେଇ ୨ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏଥିରେ ୨ଜଣଙ୍କ ହାତ କଟିଛି । ଉଭୟପକ୍ଷ ଥାନାରେ ଅଭିଯୋଗ କରିଛନ୍ତି ।ଖବର ନେବାରେ ଜଣା ପଡିଛିକି, କଳାରାହାଙ୍ଗ ଅଞ୍ଚଳରେ ବଡବାପା ପୁଅ ଓ ଦାଦା ପୁଅଙ୍କ ମଧ୍ୟରେ ଏକ ଜମିକୁ ନେଇ ଗତକିଛିଦିନହେବ ବିବାଦ ଲାଗିଥିଲା । ଆଜି ଜମିରେ ଜମିଥିବା ଜଳ ନିଷ୍କାସନକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସାରେ ଦାଦାପୁଅ […]

ପାଇଖାନା ଘରେ ଝୁଲୁଛି କର୍ମଚାରୀଙ୍କ ମୃତଦେହ

ଚନ୍ଦ୍ରଶେଖରପୁର,୧୭/୯(ଏସ୍‌ଏସ୍‌ନିଉଜ)ଇନ୍‌ଫୋସିଟି ଥାନା ଅନ୍ତର୍ଗତ କିଟ୍ ଛକଠାରେ ଥିବା ଏକ ଘରୋଇ ପାର୍ଟି ମଣ୍ଡପର ପାଇଖାନା ଗୃହରେ ଶୁକ୍ରବାର ରାତିରେ ମଣ୍ଡପର ଜଣେ କର୍ମଚାରୀଙ୍କ ମୃତଦେହ ଝୁଲୁଛି । ମୃତକହେଉଛନ୍ତି ଯାଜପୁର ଅଂଚଳର ପ୍ରକାଶ ବଳ(୨୬) ।ପୋଲିସ ଖବରପାଇ ଘଟଣାସ୍ଥଳରେ ପହଁଚିବା ସହ ପାଇଖାନା ଘରକୁ ତାଲାପକାଇ ରଖିଛି ।ଅଧିକ ରାତି ହୋଇଯାଇଥିବାରୁ ଶବକୁ ଉଦ୍ଧାର କରାଯାଇପାରିନାହିଁ ।ଆସନ୍ତାକାଲି ସାଇଣ୍ଟିଫିକ ଦଳ ଆସିଲେ ଘଟଣାର ତଦନ୍ତ କରାଯିବା ସହ ବ୍ୟବଛେଦ ପାଇଁପଠାଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି […]

ଶନିବାର ସନ୍ଧ୍ୟାରେ ମହାନଦୀରେ ବନ୍ୟା !

୧. କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ସମ୍ପନ୍ନ, ମାଁ ମାଣିକେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗିଲା । ୨. ୧୩ ଘଣ୍ଟା ସତର୍କ ସଙ୍କେତ ଉପରେ ରହିବାପରେ କମୁଛି ବ୍ରାହ୍ମଣୀର ଜଳସ୍ତର । ୩. ଡକ୍ଟର ଉର୍ମିଳା ମିଶ୍ର ହେଲେ ଓସାକ୍ସର ନୂତନ ପ୍ରକଳ୍ପ ନିର୍ଦ୍ଦେଶିକା । ୪. ଟାଫେ ପକ୍ଷରୁ ଓଡିଶାରେ ମେସି ଫୁର୍ଗସନ ୨୪୪ ଏବଂ ୨୪୬ ଡାଇନାଟ୍ରାକ -୪ଡବ୍ଲୁ ଟ୍ରାକ୍ଟରର ବଜାର ପ୍ରବେଶ । ୫. Heavy Rain Alert: ବଙ୍ଗୋପ ସାଗରରେ ସାଗରରେ […]

ନନ୍ଦନକାନନରେ ଗୟଳ ଶାବକ ସଂଖ୍ୟା ୬ କୁ ବୃଦ୍ଧି

ବାରଙ୍ଗ,୧୬/୯(ଏସଏସନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୪୨ନଂଖୁଆଡ଼ରେ ରହୁଥିବା ଏକ ମାଇ ଗୟଳ ଆଜି ଏକ ଶାବକ ଜନ୍ମ ଦେଇଛି।ଜନ୍ମ ଦେବାପରେ ଉଭୟ ମା ଓ ଶାବକ ସୁସ୍ଥ ଅଛନ୍ତି।ଶାବକ ଟିର ଲିଙ୍ଗ ଲିଙ୍ଗ ନିରୂପଣ ହୋଇପାରିନାହିଁ।ଉଭୟ ମା ଓ ଶାବକ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ରହିଛନ୍ତି।ପୂର୍ବରୁ ପ୍ରାଣୀ ଉଦ୍ୟାନରେ ୩ ଟି ଅଣ୍ଡିରା ୨ ଟି ମାଇ ଗୟଳ ଥିଲେ।ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ଏମାନଙ୍କ ସଂଖ୍ୟା ୬ କୁ ବୃଦ୍ଧି ପାଇଛି।

ବାହାର ରାଜ୍ୟରୁ କାମ କରିବାକୁ ଆସି ଯୁବକ ନିଖୋଜ

ବାରଙ୍ଗ,୧୬/୯(ଏସ ଏସ ନିୟୁଜ)ରଘୁନାଥପୁର ଅଞ୍ଚଳର ଏକ ଘୋରୋଇ ଲଣ୍ଡ୍ରୀ ଦୋକାନ ରେ କାର୍ଯ୍ୟ କରୁଥିବା ବିହାର ରାଜ୍ୟର ଜଣେ ଯୁବକ ନିଖୋଜ ଥିବା ପରିବାର ପକ୍ଷରୁ ଗୁରୁବାର ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ବିହାର ରାଜ୍ୟ ମୁଜାଫରପୁର ଜିଲ୍ଲା କରଜା ଥାନା ଅଧୀନସ୍ଥ ପକଡି ପକୋହି ଗ୍ରାମର ମୁକେଶ ରଜକ୍ (୩୮) ଦୀର୍ଘ ପାଞ୍ଚ ବର୍ଷ ଧରି ରଘୁନାଥପୁର ଅଞ୍ଚଳରେ ବିଚିତ୍ର ସେଠୀଙ୍କ ଲଣ୍ଡ୍ରୀ ଦୋକାନରେ କାର୍ଯ୍ୟ କରୁଥିଲେ।କରୋନା ମହାମାରୀ ଯୋଗୁଁ ଦୋକାନ ବନ୍ଦ […]

ଉଦ୍ଧାର ହେଲେ ଶିଶୁ ଶ୍ରମିକ

ଚୌଦ୍ୱାର,୧୬/୯(ଏସ ଏସ ନିଉଜ)ଟାଙ୍ଗୀ ଥାନା ମଙ୍ଗୁଳି ଛକ ଅଂଚଳରୁ ଶିଶୁ ଶ୍ରମିକ ଉଦ୍ଧାର କରିଛି ଟାଙ୍ଗୀ ଥାନା ପୋଲିସ ।ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନା ପୋଲିସ ଆଜି ଟାଙ୍ଗୀ ଥାନା ଅଞ୍ଚଳରେ ପୋଲିସ ବିଭିର୍ଣ ସ୍ଥାନରେ ଚଢାଉ କରିଥିଲେ। ଟାଙ୍ଗୀଥାନା ଅଧିକାରୀ ସୁଚିତ୍ର ବୀର୍ଯ୍ୟ ଦାସ ଙ୍କ ନିର୍ଦେଶରେ ମଙ୍ଗୁଳିଛକର ବିଭିନ୍ନ ବଜାରରେ ଥିବା ଗ୍ୟାରେଜ, ସର୍ଭିସ ସେଣ୍ଟର, ଜଳଖିଆ ଦୋକାନ ଓ ହୋଟେଲ ରୁ ୬ ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଥିଲା।ପରେ […]