୯ମ ରାଉଣ୍ଡ ସୁଦ୍ଧା ବିଜେଡି ୯୩୮୨ଭୋଟରେ ଆଗରେ

ସାକ୍ଷୀଗୋପାଳ,୩/୧୦(ଏସଏସନିୟୁଜ)ପିପିଲି ଉପନିର୍ବାଚନ ଫଳାଫଳ ପାଇ ଭୋଟଗଣତି ସକାଳୁ ଆରମ୍ଭ ହୋଇଯାଇଛି । ୯ମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ୯୩୮୨ଭୋଟରେ ଆଗରେ ରହିଥିବାର ଜଣାପଡିଛି । ୯ମରାଉଣ୍ଡ ସୁଦ୍ଧା ବିଜେଡି – ୩୪,୯୧୩ଖଣ୍ଡ , ବିଜେପି-୨୫,୫୩୧ ଖଣ୍ଡ ଓ କଂଗ୍ରେସ-୨୨୮୧ଖଣ୍ଡ ପାଇଥିବା ଜଣାପଡିଛି । ତେବେ ୧୪ ଗୋଟି ଟେବୁଲ ରେ ଗଣତି ହେଉଥିବାବେଳେ ୨୫ ରାଉଣ୍ଡ ଗଣତି ହେବ ।

Comments (0)
Add Comment