Browsing category

ମହାନଗର

ନକଲି ମଦ କାରଖାନା ଠାବ କଲା ଅବକାରୀ ବିଭାଗ

ଭଞ୍ଜନଗର, ୧୭/୮(ଏସଏସନିୟୁଜ) ନକଲି ମଦ ପ୍ରସ୍ତୁତ ହେଉଥିବାବେଳେ ଭଞ୍ଜନଗର ଅବକାରୀ ବିଭାଗ ଚଢ଼ଉ କରି ବିପୁଳ ନକଲି ବିଦେଶୀ ମଦ ସହ ନକଲି ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରିଛି।ଭଞ୍ଜନଗର ଥାନା ଅଧୀନ ବିରିପଦର୍ ନିକଟ ରାଇପଲ୍ଲୀ ଜଙ୍ଗଲମଧ୍ୟରେ ଏକ ପରିତ୍ୟକ୍ତ କୋଠାରେ ନକଲି ମଦ ପ୍ରସ୍ତୁତି ଚାଲିଥିଲା । ନକଲି ମଦ କାରଖାନା ଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ଉ କରିଥିଲା ।ଘଟଣାସ୍ଥଳରୁ ମଦ ପ୍ରସ୍ତୁତି ସରଞ୍ଜାମ ସହିତ […]

ଛଅଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିଲା ଚୈାଦ୍ୱାର ପୋଲିସ

ଚୌଦ୍ୱାର, ୧୭/୮(ଏସଏସନିୟୁଜ) ଚୈାଦ୍ୱାରଥାନାପୋଲିସ ଛଅଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିବାସହ ସେମାନଙ୍କଠାରୁ ୧୬୫ ଗ୍ରାମର ସୁନା ଗହଣା ସହ ଦୁଇଟି ଲାପଟପ୍‌, ଦୁଇ ଚକିଆ ଯାନ ଏବଂ କଟର ମଧ୍ୟ ଜବତ ହୋଇଛି। ଚାରିବାଟିଆ ଠାରେ ଘଟିଥିବା ଏକ ଡକାୟତି ମାମଲାର ତଦନ୍ତ କରୁଥିବା ଚୌଦ୍ୱାର ଥାନା ପୁଲିସ ଏହି ଗ୍ୟାଙ୍ଗକୁ ଠାବ କରିଥିଲା। ଗ୍ୟାଙ୍ଗ ଲିଡ଼ର କୁଖ୍ୟାତ ଅପରାଧି ଚିକୁ ଓରଫ ଅନୀଲ ବେହେରା ଥିଲା। କଟକ ରାଣୀହାଟ ବାସିନ୍ଦା ଚିକୁର ନାଁରେ ବିଭିନ୍ନ ଥାନାରେ ୧୩ଟି […]

୨୦ରୁ +୩ ନାମଲେଖା ଆବେଦନ

ଭୁବନେଶ୍ୱର,୧୭/୮(ଏସଏସନିୟୁଜ) ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଅଗଷ୍ଟ ୨୦ ତାରିଖ ସକାଳ ୧୧ଟାରୁ ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ମିନିଟ୍ ଯାଏଁ +୩ ନାମଲେଖା ପାଇଁ ଅନଲାଇନରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ସେପ୍ଟେମ୍ବର ୯ରୁ ୧୪ ତାରିଖ ରାତି ୧୧ଟା ୪୫ ମିନିଟ୍ ଯାଏଁ ଯାଏଁ ସାମସ ପୋର୍ଟାଲରେ ଅନଲାଇନ୍ ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ୍ ଓ […]

ବଦଳିଲା ଆଫଗାନର ଚିତ୍ର

୧-ବୋଲରଙ୍କ ଘାତକ ବୋଲିଂ, ଲର୍ଡ୍ସରେ ଭାରତର ରୋମାଞ୍ଚକର ବିଜୟ, ଇଂଲଣ୍ଡକୁ ୧୫୧ ରନରେ ହରାଇଲା । ୨-ପୋଲିସ ବିଭାଗର ଜରୁରୀ ସୂଚନା । ଏଣିକି ୧୦୦ ପରିବର୍ତ୍ତେ ଡାଏଲ କରନ୍ତୁ ୧୧୨, ସଙ୍ଗେ ସଙ୍ଗେ ମିଳିବ ଜରୁରୀକାଳୀନ ସହାୟତା । ୩-ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ପକ୍ଷ ରଖିଲେ କେନ୍ଦ୍ର ସରକାର । ଗୁଇନ୍ଦାଗିରି ଅଭିଯୋଗକୁ ଖଣ୍ଡନ କଲେ ମୋଦି ସରକାର । ୪–ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ଏବଂ ଏହା ସେପ୍ଟେମ୍ବର […]

ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁୁବନେଶ୍ୱର,୧୬/୮(ଏସଏସନିୟୁଜ) ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ୯ ଦିନରୁ ୮ ଦିନ କାର୍ଯ୍ୟଦିବସ ରହିବ । ୮ ଦିନରୁ ୭ ଦିନ ଅଫିସିଆଲ ବିଜନେସ ଓ ଗୋଟିଏ ଦିନ ଅଥାର୍ତ ୩ ସେପ୍ଟେମ୍ବର ପ୍ରାଇଭେଟ ମେମ୍ବର୍ସ ବିଜନେଓ ପାଇଁ ଧାର୍ଯ୍ୟ ହୋଇଛି । ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ ନେଇ ସୋମବାର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  

ଦିବ୍ୟଦିଗନ୍ତ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁୁବନେଶ୍ୱର,୧୬/୮(ଏସଏସନିୟୁଜ) ଆମର ଜ୍ଞାନେନ୍ଦ୍ରିୟ ମଧ୍ୟରେ ଜିହ୍ୱା ସତ୍ୟ ଓ ମଧୁର କଥା କହି ଥାଏ। ସତ୍ୟବାଦୀ ଓ ମଧୁର ଭାଷୀ ବ୍ୟକ୍ତି ମେହେନତ କରି ଯାହା ଉପାର୍ଜିତ କରନ୍ତି ସେଥିରେ ସାତ୍ତ୍ୱିକ ଭୋଜନ କରିଥାଆନ୍ତି। ସାତ୍ତ୍ୱିକ ଭୋଜନ କରୁଥିବା ବ୍ୟକ୍ତିର ହୃଦୟ ସ୍ନେହ, ଭୂବନେଶ୍ବର ମମତା, ପ୍ରେମ, କରୁଣା, ସହାନୁଭୂତି, ପରୋପକାର ଆଦି ଦେବୋତ୍ତମ ଗୁଣା ବଳିରେ ପରିପୂର୍ଣ୍ଣ ହୋଇଥାଏ। ଏହାର ବିପରୀତଧର୍ମୀ କାହାରି କାହାରି ଜିହ୍ୱା ଅସତ୍ୟ ଓ କଟୁବଚନ କହିବାରେ ଅଭ୍ୟସ୍ତ ହୋଇଯାଏ। ଖାଦ୍ୟ, […]

ଆଜିଠୁ ଅଫଲାଇନରେ ନବମ ଶ୍ରେଣୀ ପାଠପଢ଼ା

ଭୁୁବନେଶ୍ୱର,୧୬/୮(ଏସଏସନିୟୁଜ)ରାଜ୍ୟରେ ଆଜିଠାରୁ ଅଫଲାଇନରେ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ସକାଳ ୯ଟାରୁ ୧୨ଟା ୩୦ ଯାଏଁ ସ୍କୁଲରେ ପାଠପଢ଼ା ହେବ । ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ କ୍ଲାସ୍ ହେବ ନାହିଁ। ତେବେ କ୍ଲାସରୁମ୍ ପାଠପଢ଼ା ପାଇଁ କାହାକୁ ବାଧ୍ୟ କରାଯିବ ନାହିଁ। ଅଭିଭାବକଙ୍କ ସହିତ ଆଲୋଚନା କରାଯାଇ ଛାତ୍ରଛାତ୍ରୀ ଅନଲାଇନ୍ କିମ୍ବା ଅଫଲାଇନ୍‌ରେ କ୍ଲାସ କରିପାରିବେ। ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ କ୍ଲାସ୍ ହେବ ନାହିଁ।ଏନେଇ ସ୍କୁଲ […]

ନୂଆ ଆପ୍ ସରଇ

ଭୁୁବନେଶ୍ୱର,୧୬/୮(ଏସଏସନିୟୁଜ)ରାଜଧାନୀ ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ନୂଆ ଆପ୍ ଲଞ୍ଚ ହୋଇଛି ।ଯାହାର ନାଁ ରହିଛି ‘ସରଇ’ । ଏହି ଆପ୍ଲିକେସନ ଜରିଆରେ ହୋଟେଲ ଓ ଲଜ୍ ମାଲିକମାନେପ୍ରତ୍ୟେକ ଦିନ ଆସୁଥିବା, ଯାଉଥିବା ଗ୍ରାହକଙ୍କ ବିବରଣୀ ବିବରଣୀ ଦେଇପାରିବେ । ଭୁବନେଶ୍ୱରକୁ ଡ୍ରଗ୍ସ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଏହି ଅପରେସନ ବୋଲି ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଦୁଇ କୋଟିର ବ୍ରାଉନ ସୁଗର ଜବତ କଲା ଏସଟିଏଫ

ଭୁୁବନେଶ୍ୱର,୧୬/୮(ଏସଏସନିୟୁଜ) ୩ଜଣ ବ୍ରାଉନସୁଗର ବେପାରୀଙ୍କୁ ଏସଟିଏଫ ଧରିବାସହ ସେମାନଙ୍କଠାରୁ ୨କୋଟି ଟଙ୍କା ମୂଲ୍ୟର ୨କିଲୋରୁ ଅଧିକ ବ୍ରାଉନସୁଗର ଜବତ କରିଛି । ଅଗଷ୍ଟ ୧୫ ତାରିଖ ଦିନ ନିଶା ମାଫିଆମାନେ ଡିଲ କରୁଥିବା ସୂଚନା ପାଇଁ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ ଜଳେଶ୍ୱର ମାର୍କେଟରେ ଚଢାଉ କରି ୨ କିଲୋ ୪୦୨ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରିଥିଲା ।ଏହାସହ ଜଳେଶ୍ୱର ଥାନା ଅଂଳର ମମତାଜ ଖାନ୍‌, ଜଗତସିଂହପୁର ଜିଲ୍ଲା ଅରଣା ଅଂଚଳର ଉଦୟନାଥ ରଥ ଓ […]

କାନ୍ଧରେ ପଡ଼ିବ ସୋନପୁର ଉତ୍ତରୀୟ

୧-ନୂଆ ରୂପରେ ଆସିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ୯୬ ଲକ୍ଷ ପରିବାର ପାଇଁ ସ୍ମାର୍ଟ ହେଲଥ କାର୍ଡ ଘୋଷଣା କଲେ ନବୀନ । ୨-ଆଫଗାନିସ୍ତାନରେ ନାଟକୀୟ ମୋଡ । ରାଜଧାନୀ କାବୁଲକୁ ନିୟନ୍ତ୍ରଣକୁ ନେଲା ତାଲିବାନ । କ୍ଷମତା ହସ୍ତାନ୍ତର ପାଇଁ ଚାଲିଛି ଆଲୋଚନା । ୩–‘ଇସ୍ତଫା ଦେବା ପରେ ଦେଶ ଛାଡିଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଘନି, ତାଜାକିସ୍ତାନ ଯାଉଥିବା ସୂଚନା । ୪-ଆଫଗାନିସ୍ତାନରେ ତାଲିବାନ ଶାସନ ! […]