Browsing category

ମହାନଗର

ମୁକ୍ତାକାଶକାରାଶ୍ରମରୁ ଖଲାସ ହେଲେ ୫ କଏଦୀ

ମେଣ୍ଢାଶାଳ,୨୩/୭(ଏସଏସନିୟୁଜ) ରାଜ୍ୟସରକାରଙ୍କ କଏଦୀ ଖଲାସ ଆଦେଶ ପାଇବାପରେ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମପରିସରରୁ ଶୁକ୍ରବାରଦିନ ୫ଜଣ କଏଦୀ ଖଲାସ ହୋଇଛନ୍ତି । ୨୦୧୫ଡିସେମ୍ବର୫ତାରିଖରେ ବାରିପଦା ସର୍କଲଜେଲରୁ ଏଠାକୁ ଆସିଥିବା ଅନ୍ୟଜଣେ କଏଦୀ ଅଙ୍ଗାରି ରାଉତ କୋର୍ଟଙ୍କ ବେଲ ଅର୍ଡର ବଳରେ ତାଙ୍କୁ ପୁର୍ବରୁଖଲାସ କରା୍‌ାଇଛି ।ଆଜି ଖଲାସ ହୋଇଥିବା ୫ଜଣ କଏଦୀଙ୍କ ମଧ୍ୟରେ ୨୦୧୭ଅକ୍ଟୋବର୧୮ରେ ଜିଲ୍ଲାକାରଗର କେଉଁଝରରୁ ଆସିଥିବା ସୋନାରାମ ମୁଣ୍ଡା,କୋରାପୁଟ ସର୍କଲଜେଲରୁ ୨୦୧୫ଅକ୍ଟୋବର୧୧ରେ ଆସିଥିବା ରଘୁନାଥ ଶତପଥି,୨୦୧୮ଅଗଷ୍ଟ୫ରେ କୋରାପୁଟ ସର୍କଲଜେଲରୁ ଆସିଥିବା ଲୋଖନ ଚେଲାନ୍‌,ଢେଙ୍କାନାଳ ଜିଲ୍ଲାକାରାଗରରୁ ୨୦୧୬ସେପ୍ଟେମ୍ବର୭ରେ […]

ଆଜି ଶ୍ରୀମନ୍ଦିରରୁ ନୀଳାଚଳ ଅବଢ଼ା

ପୁରୀ,୨୪/୭(ଏସଏସନିୟୁଜ) ଶେଷ ହେଲା ଓଡ଼ିଆ ଜାତିର ଅନନ୍ୟ ପର୍ବ ରଥ ଯାତ୍ରା । ଗୁଣ୍ଡିଚା ଯାତ୍ରାରୁ ଆରମ୍ଭ ପର୍ବ ନୀଳାଦ୍ରି ବିଜେରେ ଶେଷ ହୋଇଛି । ନବଦିନାତ୍ମକ ଯାତ୍ରା ସାରି ମନ୍ଦିର ବାହୁଡିଲା କାଳିଆ । ଭକ୍ତ ନୁହେଁ, ସେବାୟତଙ୍କ ଗହଳିରେ କମ୍ପିଥିଲା ବଡଦାଣ୍ଡ ।ରତ୍ନ ସିଂହାସନରେ ବିରାଜମାନ କଲେ ଚତୁର୍ଦ୍ଧା ମୂର୍ତ୍ତି । ଖାଁ ଖାଁ ପଡ଼ିଥିବା ଆନନ୍ଦବଜାରରେ ଆଜିଠାରୁ ଶ୍ରୀମନ୍ଦିରରୁ ନୀଳାଚଳ ଅବଢା ବାହାରିବ । ୧୩ ଦିନ ପରେ ରୋଷଶାଳାରେ ମହାପ୍ରଭୁଙ୍କ ପାଇଁ […]

ଜିଓ ଫୋନକୁ ଟକ୍କର

ସକାଳର ଖବର,୨୪-ଜୁଲାଇ-୨୦୨୧,ଶନିବାର ➡️୧-ନବଦିନ ଯାତ୍ରା ଶେଷକରି ନୀଳକନ୍ଦରକୁ ବିଜେ କରିଲେ ଚତୁର୍ଦ୍ଧା ମୂରତୀ । ରସଗୋଲା ଖୁଆଇ ମହାଲକ୍ଷ୍ମୀ କଲେ ମାନଭଞ୍ଜନ । ଆଜିଠାରୁ ଆଷାଢ଼ ଶ୍ରୀ ମନ୍ଦିରରେ ମିଳିବ ଅଭଡ଼ା । ➡️୨-ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ICSE ଏବଂ ISC ୨୦୨୧ ପରୀକ୍ଷା ଫଳ । www.cisce.org କିମ୍ବା www.results.cisce.org ପରିଦର୍ଶନ କରି ବ୍ୟକ୍ତିଭାବେ ପରୀକ୍ଷାର୍ଥୀମାନେ ଫଳାଫଳକୁ ଯାଞ୍ଚ କରିପାରିବେ। ➡️୩-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ ଦଶମ ଏବଂ ଦ୍ୱାଦଶ ପରୀକ୍ଷା […]

ଜିଓ ଫୋନକୁ ଟକ୍କର

➡️୧-ନବଦିନ ଯାତ୍ରା ଶେଷକରି ନୀଳକନ୍ଦରକୁ ବିଜେ କରିଲେ ଚତୁର୍ଦ୍ଧା ମୂରତୀ । ରସଗୋଲା ଖୁଆଇ ମହାଲକ୍ଷ୍ମୀ କଲେ ମାନଭଞ୍ଜନ । ଆଜିଠାରୁ ଆଷାଢ଼ ଶ୍ରୀ ମନ୍ଦିରରେ ମିଳିବ ଅଭଡ଼ା । ➡️୨-ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ICSE ଏବଂ ISC ୨୦୨୧ ପରୀକ୍ଷା ଫଳ । www.cisce.org କିମ୍ବା www.results.cisce.org ପରିଦର୍ଶନ କରି ବ୍ୟକ୍ତିଭାବେ ପରୀକ୍ଷାର୍ଥୀମାନେ ଫଳାଫଳକୁ ଯାଞ୍ଚ କରିପାରିବେ। ➡️୩-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳାଫଳ ପ୍ରକାଶ […]

ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ଜରୁରୀ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୭(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନୟକ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ, କେତେକ ଜିଲ୍ଲାରେ ସଂକ୍ରମଣ ସ୍ଥିତିରେ ଆହୁରି ଉନ୍ନତି ଆସିବାକୁ ବାକି ଅଛି । ଯଦିଓ ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ […]

ଆଜି ରତ୍ନବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତି

ଭୁବନେଶ୍ୱର,୨୩/୭(ଏସଏସନିୟୁଜ) ରଥଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ । ରତ୍ନସିଂହାସନକୁ ଫେରିବେ ନୀଳାଦ୍ରିନାଥ । ସଂନ୍ଧ୍ୟାଧୂ ନୀତି ସମ୍ପନ୍ନ ହେବା ପରେ ଚାରମାଳ ବନ୍ଧା ହେବ । ବିଜେ କାହାଳୀ ବାଜିବା ପରେ ବନ୍ଦାପନାଓ ଡ଼ୋରଲାଗି ନୀତି ଅନୁଷ୍ଠିତ ହେବ । ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ ହେବେ ଦାରୁଦିଁଅ । ପରମ୍ପରା ଅନୁସାରେ କାଳିଆସାଆନ୍ତଙ୍କ ବାଟ ଓଗାଳିବେ ମା’ଲକ୍ଷ୍ମୀ ଠାକୁରାଣୀ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ […]

ଆଜିଠୁ ୨ ଦିନ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୨୩/୭(ଏସଏସନିୟୁଜ)ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ତତ୍‌ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଶୁକ୍ରବାର ଓଡ଼ିଶା ଉପକୂଳରେ ଏହି ଲଘୁଚାପର ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ଶନିବାର ଅପରାହ୍ନ ସୁଦ୍ଧା ଏହା ଉତ୍ତର ଆଡକୁ ମୁହାଁଇ ବିହାର ଅଭିମୁଖେ ଯିବ ବୋଲି କୁହାଯାଇଛି ।ଏହାର ପ୍ରଭାବରେ ଆସନ୍ତା ୨ ଦିନ ଯାଏ ରାଜ୍ୟର କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାସହ ଜୁଲାଇ ୨୭ […]

ଆଜିଠୁ ଟୋକିଓ ଅଲିମ୍ପିକ୍ସ

ଭୁବନେଶ୍ୱର,୨୩/୭(ଏସଏସନିୟୁଜ)ଆଜିଠୁ ଆରମ୍ଭ ହୋଇଛି କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ଅଲିମ୍ପିକ୍ସ ଷ୍ଟାଡ଼ିୟମ୍‌ରେ ହେବାକୁଥିବା ଉଦଘାଟନୀ ସମାରୋହରେ ଭାରତର ୨୦ଜଣ ଆଥଲେଟ୍ ଓ ୬ଜଣ ଅଫିସିଆଲ୍ ସଦସ୍ୟ ଭାଗ ନେବେ ।ତେବେ କରୋନା ସଂକ୍ରମଣ ପାଇଁ କ୍ରୀଡ଼ାଗ୍ରାମରେ କୋଭିଡ କଟକଣାକୁ କଡାକଡିଭାବେ ପାଳନ କରାଯିବ ।ଏହି ନିରାଡ଼ମ୍ବର ଉଦଘାଟନୀ ଉତ୍ସବରେ କରମର୍ଦ୍ଦନ, ଆଲିଙ୍ଗନ ଆଦିକୁ ବାରଣ କରାଯାଇଥିବାବେଳେ ସାମାଜିକ ଦୁରତାକୁ ଗୁରୁତ୍ୱ ଦିଆଯାଇଛି । ଟୋକିଓ ଅଲିମ୍ପିକ୍ସ ସଫଳତାର ସହ ଶେଷ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ […]

ଜନ୍ତରମନ୍ତରରୁ ଶୁଭିବ କୃଷକଙ୍କ ସ୍ଵର

୧. ରଥ ଉପରେ ସୀମିତ ସେବାୟତ ରହିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସୁନାବେଶ ବେଳେ ରଥ ଉପରେ ରହିଛନ୍ତି ଅଧିକ ସେବାୟତ, ଦୂରଦର୍ଶନ ସିଧା ପ୍ରସାରଣରେ ସ୍ପଷ୍ଟ ଦୃଶ୍ୟମାନ ହେଉନି ସୁନାବେଶ । ୨. ଜୁଲାଇ ୨୬ରୁ ସ୍କୁଲ ସହ ଖୋଲିବ ହଷ୍ଟେଲ, ଘୋଷଣା କଲେ ରାଜ୍ୟ ସରକାର । ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ଜାରି କଲା ନିର୍ଦ୍ଦେଶାବଳୀ । ୩. ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ଗୁରାଣ୍ଡି ଥାନା ଅଧିକାରୀ […]

ଆଜିର ଖବର

୧. ସୁରୁଖୁରୁରେ ଶେଷ ହେଲା ମହାପ୍ରଭୁଙ୍କ ୯ଦିନ ବ୍ୟାପି ଯାତ୍ରା, ସିଂହଦ୍ୱାର ସମ୍ମୁଖରେ ପହଁଚିଲା ୩ ରଥ । ୨. ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚ ପ୍ରଶଂସା । ୩. ମନ୍ଦିର, ପୁଲିସ, ଜିଲ୍ଲା ପ୍ରଶାସନ, ଅଗ୍ନିଶମ ସେବା ଓ ପୁରୀ ମ୍ୟୁନିସିପାଲଟିକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ୪. ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ […]