Browsing category

ମହାନଗର

ଘଟଣାସ୍ଥଳରୁ ମିଳିଲା ୨ଟି ଖୋକା

ବାଲେଶ୍ବର,୨୫/୭(ଏସଏସନିୟୁଜ) ଗତକାଲି ଗ୍ୟାଙ୍ଗଷ୍ଟର ହାଇଦରକୁ ସିମୁଳିଆଠାରେ କରାଯାଇଥିବା ଏନକାଉଣ୍ଟର ସ୍ଥଳରୁ ସାଇଂଟିଫିକ ଟିମ୍କୁ ୨ଟି ଖୋକା ମିଳଛି । ଘଟଣାସ୍ଥଳରେ ସାଇଂଟିଫିକ ଟିମ୍ ପହଂଚି ଛାନଭିନ ଆରମ୍ଭ କରୁଛି । ଆଜି ହାଇଦରର ଶବ ବ୍ୟବଚ୍ଛେଦ ହେବାପରେ ପରିବାର ସଦସ୍ୟଙ୍କୁ ହାଇଦରର ମୃତ ଶରୀର ହସ୍ତାନ୍ତର କରାଯାଇପାରେ ବୋଲି ଜଣାପଡିଛି ।ବାଲେଶ୍ବର ସିମୁଳିଆ ଥାନାରେ ଗ୍ୟାଙ୍ଗଷ୍ଟର ହାଇଦର ନାଁରେ ମାମଲା ରୁଜୁ ହୋଇଛି। ଖସି ପଳାଇବା, ଡକାୟତି, ଅସ୍ତ୍ରଶସ୍ତ୍ର ରଖିବା ଦଫାରେ ମାମଲା ରୁଜୁ ହୋଇଛି।ସରକାରୀ କର୍ମଚାରୀଙ୍କୁ […]

ଫୁଲୁଛି ଗୋଦାବରୀ

ମାଲକାନଗିରି , ୨୫/୭(ଏସଏସନିୟୁଜ) ଉପରମୁଣ୍ତରେ ବର୍ଷା ଲାଗି ରହିଥିବା ଯୋଗୁ ଫୁଲିବାରେ ଲାଗିଛି ଗୋଦାବରୀ ନଦୀ। ତେଲେଙ୍ଗାନାର ଭଦ୍ରାଚଲମ ନିକଟରେ ୪୦ ଫୁଟ ଉଚ୍ଚରେ ଗୋଦାବରୀ ପାଣି ପ୍ରବାହିତ ହେଉଛି। ଫଳରେ କୁନାଭରମ-ଭଦ୍ରାଚଲମ ମୁଖ୍ୟରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବାରୁ ମାଲକାନଗିରିରୁ ଆନ୍ଧ୍ର ଏବଂ ଛତିଶଗଡ଼ରୁ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କାଲିମେଳା ବ୍ଲକ୍‌ର ଛତିଶଗଡ଼ ଓ ଆନ୍ଧ୍ର ସୀମାନ୍ତରେ ରହିଛି ମୋଟୁ ତହସିଲ। ମୋଟୁ ଅଞ୍ଚଳର ଗୋଟିଏ ପଟେ ସିଲେରୁ ନଦୀ ଏବଂ ଅନ୍ୟପଟେ ଅନ୍ୟପଟେ ସାବେରୀ […]

ଘରକାନ୍ଥ ଭାଙ୍ଗିଲା ଦନ୍ତା

ତେଲକୋଇ ,୨୫/୭(ଏସଏସନିୟୁଜ)ତେଲକୋଇ ବ୍ଲକ୍‌ର ସଲେଇକେନା ପଞ୍ଚା‌ୟତ ରୁଗୁଡ଼ିହି ଗ୍ରାମର ନବଘନ ବେହେରାଙ୍କ ଘରର ପଛପଟ କାନ୍ଥ ଭାଙ୍ଗି ଦେଇଛି।ଏହାସହ ପ୍ରଭାକର ଦେହୁରୀଙ୍କ ଘର ଭାଙ୍ଗିବା ସହ ବିଦ୍ୟାଧର ନାଏକଙ୍କ ସୋଲାର ଚାଳିତ ପାଣିପମ୍ପକୁ ଭାଙ୍ଗି ଦେଇଛି। ବିଳମ୍ବିତ ରାତିରେ ହାତୀଟି ଘର ପଛପଟ କିଆରିରେ ଧାନତଳି ନଷ୍ଟ କରିବାସହ ଧାନଚାଉଳ ଖାଇବା ପାଇଁ ତାଙ୍କ ଘରର ପଛପଟ କାନ୍ଥକୁ କଣା କରି ଦେଇଥିଲା ବୋଲି ନବଘନ କହିଛନ୍ତି।ହାତୀର ଏହି ଭଳି ଦୈାରାମ୍‌ ପାଇଁ ସଲେଇକେନା ପଞ୍ଚା‌ୟତରେ ଭୟର […]

ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ

୧. କୁଖ୍ୟାତ ଅପରାଧୀ ଶେଖ ହାଇଦର ବାଲେଶ୍ୱର ନିକଟରେ ପୁଲିସ ଏନକାଉଣ୍ଟରରେ ମୃତ, ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ହେବ ପୋଷ୍ଟମର୍ଟମ । ୨. ମୟୁରଭଞ୍ଜ ସ୍ଥାନାନ୍ତର ହେଉଥିବା ବେଳେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଗୁଳିରେ ମୃତ । ୩. ମୃତ ହାଇଦରର ପୋଷ୍ଟମର୍ଟମ ପରେ ତାର ପରିବାରକୁ ଶବ ଦିଆଯିବା ନେଇ ପୁଲିସର ସୂଚନା । ୪. ହାଇଦର ମୃତ୍ୟୁ ପରେ କେନ୍ଦ୍ରାପଡାରେ ତାର ବାସସ୍ଥାନ ସମେତ ତିନିମୁହାଣୀ, ବସଷ୍ଟାଣ୍ଡ ଓ […]

ପରିଚୟ ଜାଣିବା ପାଇଁ ଲାଗିଲା ପୋଷ୍ଟର

ଭୁବନେଶ୍ୱର, ୨୪/୭(ଏସଏସନିୟୁଜ) ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆର କୁଆଖାଇ ନଦୀ ପଠାରୁ ଅଧାପୋତା ହୋଇଥିବା ମୃତଦେହ ପରିଚୟ ଜାଣିବା ପାଇଁ ପୋଷ୍ଟର ଜାରି କରିଛି ପୋଲିସ । ଏହା ସହ ମୃତ ବ୍ୟକ୍ତିର ପରିଚୟ ସମ୍ପର୍କରେ ଜଣାଇଲେ ସୂଚନା ଦେବା ବ୍ୟକ୍ତିଙ୍କ ନାମ ଗୋପନୀୟ ରଖିବା ସହ ପୁରସ୍କାର ମିଳିବ ବୋଲି କୁହାଯାଇଛି ।ପୋଷ୍ଟରରେ ମୃତ ବ୍ୟକ୍ତିର ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ବୋଲି କୁହାଯାଇଛି । ଏହା ସହ ଉଚ୍ଚତା ୫ରୁ ୮ ଇଞ୍ଚ, ଓଜନ […]

ଏନ୍‌କାଉଣ୍ଟରରେ ଆଖି ବୁଜିଲା କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର୍ ହାଇଦର୍

କଟକ,୨୪/୭(ଏସଏସନିୟୁଜ) ପୁଲିସ୍ ଏନକାଉଣ୍ଟରେ ଆଜି କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର୍ ହାଇଦର୍ ର ମୃତ୍ୟୁ ହୋଇଛି । ଚୌଦ୍ୱାରରୁ ବାରିପଦା ଜେଲ୍ କୁ ନିଆଯାଉଥିବା ବେଳେ ପରିସ୍ରା ବାହାନାରେ ହାଇଦର୍ ଖସି ଯିବାକୁ ଉଦ୍ୟମ କରିଥିଲା ।ଫଲରେ ପୋଲିସ୍ ଗୁଳି ଚଳାଇଥିବାବେଳେ ହାଇଦର୍ ର ପେଟରେ ଗୁଳି ବାଜିଥିଲା। ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିଲା । ଡାକ୍ତରଖାନାରେ ପ୍ରାୟ ୪ ମିନିଟ ଭିତରେ ତାଙ୍କର […]

ହାଇଦରକୁ ଏନକାଉଣ୍ଟର

କଟକ, ୨୪/୭(ଏସଏସନିୟୁଜ) ଗ୍ୟାଙ୍ଗଷ୍ଟାର ସେକ ହାଇଦରକୁ ବାରିପଦା ଜେଲ ନିଆଯାଉଥିବାବେଳେ ବାରିପଦା ନିକଟରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ତେବେ ଚୌଦ୍ବାର ଜେଲରୁ ବାରିପଦା ଜେଲକୁ ନିଆଯିବାବେଳେ ଖସି ଯିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍ ଏନକାଉଣ୍ଟର କରିଥିବାର ଜଣାପଡିଛି । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିୀଙ୍କ ସୁଚନାମୁତାବକ ଚୌଦ୍ବାର ଜେଲରୁ ନିରାପତ୍ତା ଦୃଷ୍ଟିରୁ ବାରିପଦା ଜେଲକୁ ହାଇଦରଙ୍କୁ ସ୍ଥାନାନ୍ତର କରାଯାଉଥିଲା। କଟକ ଜିଲା ଏସକର୍ଟପାର୍ଟି ତତ୍ୱାବଧାନରେ ବାରିପଦା ନିଆଯାଉଥିଲା । ଏସକର୍ଟପାର୍ଟିଙ୍କ ମଧ୍ୟରୁ ବନ୍ଧୁକ ଛଡ଼ାଇ […]

ମୁକ୍ତାକାଶକାରାଶ୍ରମରୁ ଖଲାସ ହେଲେ ୫ କଏଦୀ

ମେଣ୍ଢାଶାଳ,୨୩/୭(ଏସଏସନିୟୁଜ) ରାଜ୍ୟସରକାରଙ୍କ କଏଦୀ ଖଲାସ ଆଦେଶ ପାଇବାପରେ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମପରିସରରୁ ଶୁକ୍ରବାରଦିନ ୫ଜଣ କଏଦୀ ଖଲାସ ହୋଇଛନ୍ତି । ୨୦୧୫ଡିସେମ୍ବର୫ତାରିଖରେ ବାରିପଦା ସର୍କଲଜେଲରୁ ଏଠାକୁ ଆସିଥିବା ଅନ୍ୟଜଣେ କଏଦୀ ଅଙ୍ଗାରି ରାଉତ କୋର୍ଟଙ୍କ ବେଲ ଅର୍ଡର ବଳରେ ତାଙ୍କୁ ପୁର୍ବରୁଖଲାସ କରା୍‌ାଇଛି ।ଆଜି ଖଲାସ ହୋଇଥିବା ୫ଜଣ କଏଦୀଙ୍କ ମଧ୍ୟରେ ୨୦୧୭ଅକ୍ଟୋବର୧୮ରେ ଜିଲ୍ଲାକାରଗର କେଉଁଝରରୁ ଆସିଥିବା ସୋନାରାମ ମୁଣ୍ଡା,କୋରାପୁଟ ସର୍କଲଜେଲରୁ ୨୦୧୫ଅକ୍ଟୋବର୧୧ରେ ଆସିଥିବା ରଘୁନାଥ ଶତପଥି,୨୦୧୮ଅଗଷ୍ଟ୫ରେ କୋରାପୁଟ ସର୍କଲଜେଲରୁ ଆସିଥିବା ଲୋଖନ ଚେଲାନ୍‌,ଢେଙ୍କାନାଳ ଜିଲ୍ଲାକାରାଗରରୁ ୨୦୧୬ସେପ୍ଟେମ୍ବର୭ରେ […]

ଆଜି ଶ୍ରୀମନ୍ଦିରରୁ ନୀଳାଚଳ ଅବଢ଼ା

ପୁରୀ,୨୪/୭(ଏସଏସନିୟୁଜ) ଶେଷ ହେଲା ଓଡ଼ିଆ ଜାତିର ଅନନ୍ୟ ପର୍ବ ରଥ ଯାତ୍ରା । ଗୁଣ୍ଡିଚା ଯାତ୍ରାରୁ ଆରମ୍ଭ ପର୍ବ ନୀଳାଦ୍ରି ବିଜେରେ ଶେଷ ହୋଇଛି । ନବଦିନାତ୍ମକ ଯାତ୍ରା ସାରି ମନ୍ଦିର ବାହୁଡିଲା କାଳିଆ । ଭକ୍ତ ନୁହେଁ, ସେବାୟତଙ୍କ ଗହଳିରେ କମ୍ପିଥିଲା ବଡଦାଣ୍ଡ ।ରତ୍ନ ସିଂହାସନରେ ବିରାଜମାନ କଲେ ଚତୁର୍ଦ୍ଧା ମୂର୍ତ୍ତି । ଖାଁ ଖାଁ ପଡ଼ିଥିବା ଆନନ୍ଦବଜାରରେ ଆଜିଠାରୁ ଶ୍ରୀମନ୍ଦିରରୁ ନୀଳାଚଳ ଅବଢା ବାହାରିବ । ୧୩ ଦିନ ପରେ ରୋଷଶାଳାରେ ମହାପ୍ରଭୁଙ୍କ ପାଇଁ […]

ଜିଓ ଫୋନକୁ ଟକ୍କର

ସକାଳର ଖବର,୨୪-ଜୁଲାଇ-୨୦୨୧,ଶନିବାର ➡️୧-ନବଦିନ ଯାତ୍ରା ଶେଷକରି ନୀଳକନ୍ଦରକୁ ବିଜେ କରିଲେ ଚତୁର୍ଦ୍ଧା ମୂରତୀ । ରସଗୋଲା ଖୁଆଇ ମହାଲକ୍ଷ୍ମୀ କଲେ ମାନଭଞ୍ଜନ । ଆଜିଠାରୁ ଆଷାଢ଼ ଶ୍ରୀ ମନ୍ଦିରରେ ମିଳିବ ଅଭଡ଼ା । ➡️୨-ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ICSE ଏବଂ ISC ୨୦୨୧ ପରୀକ୍ଷା ଫଳ । www.cisce.org କିମ୍ବା www.results.cisce.org ପରିଦର୍ଶନ କରି ବ୍ୟକ୍ତିଭାବେ ପରୀକ୍ଷାର୍ଥୀମାନେ ଫଳାଫଳକୁ ଯାଞ୍ଚ କରିପାରିବେ। ➡️୩-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ ଦଶମ ଏବଂ ଦ୍ୱାଦଶ ପରୀକ୍ଷା […]