Browsing category

ମହାନଗର

ଆଜି ରତ୍ନବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତି

ଭୁବନେଶ୍ୱର,୨୩/୭(ଏସଏସନିୟୁଜ) ରଥଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ । ରତ୍ନସିଂହାସନକୁ ଫେରିବେ ନୀଳାଦ୍ରିନାଥ । ସଂନ୍ଧ୍ୟାଧୂ ନୀତି ସମ୍ପନ୍ନ ହେବା ପରେ ଚାରମାଳ ବନ୍ଧା ହେବ । ବିଜେ କାହାଳୀ ବାଜିବା ପରେ ବନ୍ଦାପନାଓ ଡ଼ୋରଲାଗି ନୀତି ଅନୁଷ୍ଠିତ ହେବ । ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ ହେବେ ଦାରୁଦିଁଅ । ପରମ୍ପରା ଅନୁସାରେ କାଳିଆସାଆନ୍ତଙ୍କ ବାଟ ଓଗାଳିବେ ମା’ଲକ୍ଷ୍ମୀ ଠାକୁରାଣୀ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ […]

ଆଜିଠୁ ୨ ଦିନ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୨୩/୭(ଏସଏସନିୟୁଜ)ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ତତ୍‌ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଶୁକ୍ରବାର ଓଡ଼ିଶା ଉପକୂଳରେ ଏହି ଲଘୁଚାପର ପ୍ରଭାବ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ଶନିବାର ଅପରାହ୍ନ ସୁଦ୍ଧା ଏହା ଉତ୍ତର ଆଡକୁ ମୁହାଁଇ ବିହାର ଅଭିମୁଖେ ଯିବ ବୋଲି କୁହାଯାଇଛି ।ଏହାର ପ୍ରଭାବରେ ଆସନ୍ତା ୨ ଦିନ ଯାଏ ରାଜ୍ୟର କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାସହ ଜୁଲାଇ ୨୭ […]

ଆଜିଠୁ ଟୋକିଓ ଅଲିମ୍ପିକ୍ସ

ଭୁବନେଶ୍ୱର,୨୩/୭(ଏସଏସନିୟୁଜ)ଆଜିଠୁ ଆରମ୍ଭ ହୋଇଛି କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ଅଲିମ୍ପିକ୍ସ ଷ୍ଟାଡ଼ିୟମ୍‌ରେ ହେବାକୁଥିବା ଉଦଘାଟନୀ ସମାରୋହରେ ଭାରତର ୨୦ଜଣ ଆଥଲେଟ୍ ଓ ୬ଜଣ ଅଫିସିଆଲ୍ ସଦସ୍ୟ ଭାଗ ନେବେ ।ତେବେ କରୋନା ସଂକ୍ରମଣ ପାଇଁ କ୍ରୀଡ଼ାଗ୍ରାମରେ କୋଭିଡ କଟକଣାକୁ କଡାକଡିଭାବେ ପାଳନ କରାଯିବ ।ଏହି ନିରାଡ଼ମ୍ବର ଉଦଘାଟନୀ ଉତ୍ସବରେ କରମର୍ଦ୍ଦନ, ଆଲିଙ୍ଗନ ଆଦିକୁ ବାରଣ କରାଯାଇଥିବାବେଳେ ସାମାଜିକ ଦୁରତାକୁ ଗୁରୁତ୍ୱ ଦିଆଯାଇଛି । ଟୋକିଓ ଅଲିମ୍ପିକ୍ସ ସଫଳତାର ସହ ଶେଷ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ […]

ଜନ୍ତରମନ୍ତରରୁ ଶୁଭିବ କୃଷକଙ୍କ ସ୍ଵର

୧. ରଥ ଉପରେ ସୀମିତ ସେବାୟତ ରହିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସୁନାବେଶ ବେଳେ ରଥ ଉପରେ ରହିଛନ୍ତି ଅଧିକ ସେବାୟତ, ଦୂରଦର୍ଶନ ସିଧା ପ୍ରସାରଣରେ ସ୍ପଷ୍ଟ ଦୃଶ୍ୟମାନ ହେଉନି ସୁନାବେଶ । ୨. ଜୁଲାଇ ୨୬ରୁ ସ୍କୁଲ ସହ ଖୋଲିବ ହଷ୍ଟେଲ, ଘୋଷଣା କଲେ ରାଜ୍ୟ ସରକାର । ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ଜାରି କଲା ନିର୍ଦ୍ଦେଶାବଳୀ । ୩. ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ଗୁରାଣ୍ଡି ଥାନା ଅଧିକାରୀ […]

ଆଜିର ଖବର

୧. ସୁରୁଖୁରୁରେ ଶେଷ ହେଲା ମହାପ୍ରଭୁଙ୍କ ୯ଦିନ ବ୍ୟାପି ଯାତ୍ରା, ସିଂହଦ୍ୱାର ସମ୍ମୁଖରେ ପହଁଚିଲା ୩ ରଥ । ୨. ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚ ପ୍ରଶଂସା । ୩. ମନ୍ଦିର, ପୁଲିସ, ଜିଲ୍ଲା ପ୍ରଶାସନ, ଅଗ୍ନିଶମ ସେବା ଓ ପୁରୀ ମ୍ୟୁନିସିପାଲଟିକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ୪. ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ […]

ଗୁଣ୍ଡୁଚିକୁ ସାହାର୍ଯ୍ୟ କଲେ ଓଡିଶା କିନ୍ନର ମହାସଂଘ

ବାରଙ୍ଗ,୨୭/୭(ଏସଏସନିୟୁଜ)ଅସହାୟଙ୍କୁ ସାହାରା ଦେଲେ ଓଡିଶା କିନ୍ନର ମହାସଂଘ ।ସେମାନଙ୍କ ଦୁଃଖରେ ସାମିଲ ହୋଇ ପକ୍କା ଘରର ବ୍ୟବସ୍ଥା କରାଇବା ପାଇଁ ପ୍ରତିଶୃତି ମଧ୍ୟ ଦେଲେ । ଏହିଭଳି ଏକ ପରିବେଶ ମଙ୍ଗଳବାରଦିନ ଉତ୍ତରନିର୍ବାଚନମଣ୍ଡଳୀର ଭୁବନେଶ୍ଵର ବ୍ଲକ ଅନ୍ତର୍ଗତ ବରିମୁଣ୍ଡ ପଞ୍ଚାୟତରେ ଦେଖିବାକୁ ମିଳିଥିଲା । ବରିମୁଣ୍ଡ ପଞ୍ଚାୟତ ୧୧ ନମ୍ବର ୱାର୍ଡ ଭୋଇ ସାହିରେ ରହୁଛନ୍ତି ୫୭ବର୍ଷୀୟ ଗୁଣ୍ଡିଚି ଭୋଇ । ବୃଦ୍ଧା ବାପା ,ତାଙ୍କ ସ୍ତ୍ରୀ , ଦୁଇ ଭଣଜା ଓ ଦୁଇ ଭଉଣୀକୁ ମିଶାଇ […]

ପୁରଣ ହେଲା ସରପଞ୍ଚଙ୍କ ପ୍ରତିଶୃତି

ଗୋପ,୨୦/୭(ଏସଏସନିୟୁଜ) ଗତ ପଞ୍ଚାୟତ ନିର୍ବାଚନରେ ପଂଚାୟତବାସୀଙ୍କୁ ଦେଇଥିବା ପ୍ରତିଶୃତିକୁ ଆଜି ଗୋପ ସରପଞ୍ଚ ସୁଶାନ୍ତ ସ୍ବାଇଁ ଏକକାଳୀନ ଦୁଇଟି ପ୍ରକଳ୍ପର ଶୁଭ ଦେଇ ପୁରଣ କରିଛନ୍ତି ।୨୦୧୭-୧୮ ଆର୍ଥିକ ବର୍ଷରେ ଚତୁର୍ଦଶ ଅର୍ଥକମିଶନ ଭାରତ ସରକାରଙ୍କ ଅନୁଦାନରେ କୁଶୁପୁର ରାଜସ୍ୱ ମୌଜା ଅନ୍ତର୍ଗତ କୁଶୁପୁର, ବିସରପୁର, ଜିରିକଣା ଗ୍ରାମରେ ବସବାସ କରୁଥିବା ପାଖାପାଖି ୭୦୦ପରିବାରଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଇଅସୁଥିବା ବେଳେ ଆଜି ଗୋପ ଏବଂ ବ୍ୟାୟାକୁଦା ରାଜସ୍ୱ ମୌଜା ଅନ୍ତର୍ଗତ ଦୁଇଟି ପ୍ରକଳ୍ପ ଜଳ ଜୀବନ […]

ବାହୁଡିଲେ ମହାବାହୁ

ଭୁବନେଶ୍ବର,୨୦/୭(ଏସଏସନିୟୁଜ) ଜନ୍ମବେଦୀରୁ ନବଦିନାତ୍ମକ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡିଛନ୍ତି ମହାବାହୁ। କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ବାହୁଡା ଯାତ୍ରା ସମୟରେ ବର୍ଷା ଲାଗିରହିଥିବାରୁ ସେବାୟତମାନେ ଆନନ୍ଦର ସହ ତିନି ରଥଙ୍କୁ ଟାଣି ଆଣିଥିଲେ । ଶ୍ରୀଜୀଉଙ୍କ ତିନି ରଥ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଜଗତରନାଥ ଜଗନନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ବାର ସାମ୍ନାରେ ପହଞ୍ଚିଛି । ଗୁଣ୍ଡିଚା ମନ୍ଦିରରୁ ପ୍ରଥମେ ବଳଭଦ୍ରଙ୍କ ରଥ ଗଡିଥିଲା । ବଳଭଦ୍ରଙ୍କ ରଥ ପଛେ ପଛେ ହଳଦୀମୁହିଁ […]

ଛେଳି ଚୋରୀ ବେଳେ ଧରାପଡିଲା

ବାଲିପାଟଣା,୨୦/୭(ଏସଏସନିୟୁଜ) ଛେଳି ଚୋରି କରୁଥିବାବେଳେ ଧରାପଡିଲେ ଚୋର ।ଗୁହାଳରୁ ଛେଳି ଫିଟାଉଥିବାବେଳେ ପରିବାର ଲୋକେ ଦେଖି ଚୋରକୁ କାବୁ କରିନେଇଥିଲେ।ଏହି ଖବର ପ୍ରଘଟ ହେବାପରେ ଗ୍ରାମବାସୀମାନେ ମିଶି ଗାଁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାରଧର କରିବା ପରେ ପୁଲିସ ଜିମା ଦେଇଥିଲେ। ଧରାପଡ଼ିଥିବା ଚୋର ଜଣଙ୍କ ତୁରିନ୍ତିରା ପଞ୍ଚାୟତ ଅନସ୍ତମାଳ ଗ୍ରାମର ପଞ୍ଚୁ କାଣ୍ଡିଙ୍କ ପୁଅ ହେମନ୍ତ କାଣ୍ଡି ବୋଲି ଜଣାପଡିଛି। ପଞ୍ଚୁ ଓ ତାର ସହଯୋଗୀମାନେ ମିଶି ଗତକାଲି ବିଳମ୍ବିତ ରାତିରେ ବାଗଲପୁର ଗ୍ରାମରେ ଚୋରି […]

ସମସ୍ତଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦/୭(ଏସଏସନିୟୁଜ)କୋ‍ଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି।ଏହି କଠିନ ପରିସ୍ଥିତିରେ ମହାପ୍ରଭୂଙ୍କ କରୁଣା ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି ବର୍ଣ୍ଣନାକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାପ୍ରଭୁଙ୍କ ନିକଟରେ ତାଙ୍କର ଭକ୍ତି ନିବେଦନ କରିଛନ୍ତି ।ସେବାୟତମାନେ ଯେଭଳି ଭକ୍ତି ଓ ସମର୍ପଣର ଭାବ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍ ସମୟରେ ସମ୍ପନ୍ନ କଲେ ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଂଶସା କରିଛନ୍ତି।ମନ୍ଦିର ପ୍ରଶାସନ, […]