Browsing category

ମହାନଗର

ନ୍ୟାୟ ପାଇଁ ଶାଶୂଘର ଆଗରେ ବସିଲେ ମହିଳା

ମହାକାଳପଡ଼ା, ୯/୭(ଏସଏସନିୟୁଜ) ନ୍ୟାୟ ପାଇଁ ଶାଶୂଘର ଆଗରେ ବସିଛନ୍ତି ମହିଳା । ସ୍ତ୍ରୀ ଥାଉଥାଉ ପୁଣିଥରେ ସ୍ମାମୀ ଦ୍ୱିତୀୟ ବିବାହ କରିଥିବାର ଖବରପାଇ ମହିଳା ଜଣଙ୍କ ଦ୍ବିତୀୟ ବିବାହକୁ ବିରୋଧ କରି ନିଜର ହକ ପାଇଁ ନ୍ୟାୟ ଦାବୀରେ ଶାଶୂଘର ଆଗରେ ବସିଛନ୍ତି ।ଏହିଭଳି ଘଟଣା ମହାକାଳପଡ଼ା ଥାନା କୋଚିଳା ଗ୍ରାମରେ ଦେଖିବାକୁ ମିଳିଛି । ବରକନ୍ଦା ଗ୍ରାମର ସୁଦର୍ଶନ ବେହେରାଙ୍କ ଝିଅ ରଶ୍ମିତା କୋଚିଳା ଗ୍ରାମର ରାଧାଶ୍ୟାମ ସାହୁଙ୍କ ପୁଅ ପ୍ରହଲ୍ଲାଦଙ୍କୁ ୨୦୧୩ ମସିହା ଜୁନ୍ […]

ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମାର ଜୀବନ

ଦଶରଥପୁର, ୯/୭(ଏସଏସନିୟୁଜ) ପୁଅକୁ ବଞ୍ଚାଇବାକୁ ଯାଇ ନାଗ ସାପ ଦଂଶନରେ ଚାଲିଗଲା ମା ର ଜୀବନ ।ଏହିଭଳି ଏକ ହୃଦୟବିଦାରକ ଖବର ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ଼ ଗ୍ରାମରେ ଦେଖିବାକୁ ମିଳିଛି । ୨୦୧୯ରେ ରାହାସୋଇ ଗ୍ରାମର ବନମାଳି ଜେନାଙ୍କ ଝିଅ ପ୍ରିୟଦର୍ଶିନୀ ଦେଉଳବାଡ଼ ଗ୍ରାମର ଚିନ୍ମୟ ରାଉତଙ୍କୁ ବିବାହ କରିଥିଲେ । ୨୦୨୦ ମେ ମାସରେ ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପୁତ୍ର ସନ୍ତାନକୁ ନେଇ ପରିବାର ବେଶ ଖୁସିରେ […]

ଆଜି ଶ୍ରୀଜିଉଙ୍କ ନବଯୌବନ ବେଶ

ପୁରୀ, ୯/୭(ଏସଏସନିୟୁଜ) ଆଜି ଶ୍ରୀଜିଉଙ୍କ ନବଯୌବନ ବେଶ । ଦୀର୍ଘ ୧୫ଦିନ ପରେ ପତିତପାବନଙ୍କୁ ଦେଖିବାର ସୁଯୋଗ ପାଇବେ ଭକ୍ତ । ଯେହେତୁ ଚତୁଦ୍ଧାମୁରତୀଙ୍କୁ ଦର୍ଶନ ନାହିଁ, ଆଖିପୁରାଇ ପତିତପାବନଙ୍କ ଦର୍ଶନ କରିବେ ଭକ୍ତ । ଆଜି ସକାଳୁ ଚକା ଅପସର ନୀତି କରାଯିବା ପରେ ମଙ୍ଗଳଆଳତୀ, ଅବକାଶ ପରେ ଦଶଅବତାର ଠାକୁର ବାହୁଡା ବିଜେ କରିବେ । ତାପରେ ନବଯୌବନ ଦର୍ଶନ ବିଧି ରହିଛି । କଟକଣା ଯୋଗୁଁ ଚଳିତ ବର୍ଷ ଭକ୍ତ ମାନେ ନବଯୌବନ […]

୧୫ ପରେ ଗର୍ଭବତୀମାନଙ୍କୁ ଟିକାକରଣ

ଭୁବନେଶ୍ୱର,୯/୭(ଏସଏସନିୟୁଜ) ରାଜ୍ୟରେ ଗର୍ଭବତୀମାନଙ୍କୁ ଟିକାକରଣ ନେଇ ସରକାର ଅନୁତି ଦେଇସାରିଥିବାବେଳେ ୧୫ ତାରିଖ ପରେ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହେବାକୁ ଯାଉଥିବାନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ୧୫ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନବାଡ଼ି, ସ୍ୱାସ୍ଥ୍ୟକର୍ମୀଙ୍କ ତାଲିମ ଶେଷ ହେବାପରେ ୧୫ ତାରିଖ ପରେ ଗର୍ଭବତୀମାନଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି ।ଟିକାକରଣ କେନ୍ଦ୍ରରେ ଲାଇନରେ ରହିବେନି ଗର୍ଭବତୀ । ସେମାନଙ୍କ ପାଇଁ ରହିବ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ । ଟିକା […]

ଆଜି ୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର,୯/୭(ଏସଏସନିୟୁଜ)ରାଜ୍ୟରେ ଅଧିକାଂଶ ଜିଲ୍ଲାରେ କୋଭିସିଲ୍ଡ ଟିକା ନଥିବାରୁ ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ।ଏହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼, କେନ୍ଦ୍ରାପଡ଼ା ଓ ନୂଆପଡ଼ା ।ଟିକାରଅଭାବ ଯୋଗୁ ଏହି ଜିଲ୍ଲାଗୁଡିକରେ ଟିକାକରଣ ବନ୍ଦ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ରାଜ୍ୟରେ ୫ ତାରିଖରେ ରାଜ୍ୟରେ କେକର୍ଡ ସଂଖ୍ୟକ ୪ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୯ ହଜାର ୫୯୦ ଡୋଜ୍ […]

ଏଥର ସୋସିଆଲ ମିଡିଆରେ କାଳିଆ ଠାକୁରଙ୍କୁ ଦର୍ଶନ

୧-ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରାପାଇଁ ଆରମ୍ଭ ହେଲା ରଥରେ କନା ପଡ଼ିବା । ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ସମେତ କନକମୁଣ୍ଡିରେ ପିତ୍ତଳ ସଜ ଲାଗି ହେବା ସହିତ ତିନି ରଥର ପ୍ରଭା ଫିଟିଙ୍ଗ ହେବ । ୨-ରଥଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ଭକ୍ତଙ୍କୁ ଘରେ ରହି ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବାକୁ କରିଲେ ଅନୁରୋଧ । ୩-ନୂଆ କ୍ୟାବିନେଟର ବଡ ଘୋଷଣା: କୋଭିଡ-୧୯ ଜରୁରୀ ମୁକାବିଲା ପାଇଁ ୨୩,୧୨୩ କୋଟି ଟଙ୍କା ମଂଜୁର । ୪-ଚାଷୀଙ୍କ ସହାୟତା […]

ଦାବି ପୁରଣ ନହେଲେ ଗଡ଼ିବନି ବସ୍

ଭୁବନେଶ୍ୱର, ୮/୭(ଏସଏସନିୟୁଜ) ରାଜ୍ୟ ବସ୍ ମାଲିକ ସଂଘର ଏକ ଜରୁରୀ କାର‌୍ୟ୍ୟକାରୀ ବୈଠକ ସଂଘର ସଭାପତି ଲୋକନାଥ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଗାଡ଼ି କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ରାସନ ସାମଗୀ ଯୋଗାଇ ଦିଆଯିବା ସହିତ ରିହାତି ଦରରେ ଡିଜେଲ ଦିଆଯାଉ ବୋଲି ଦାବି ହୋଇଛି । ଗାଡ଼ି ପିଛା ଏକ ଲକ୍ଷ ଟଙ୍କା ଲେଖାଏଁ ବିନା ସୁଧରେ ଋଣ ଦିଆଯିବା ସହିତ ବୀମା ଅବଧି ବୃଦ୍ଧି କରାଯାଉ ବୋଲି ଓଡ଼ିଶା […]

ଲୋକାର୍ପିତ ହେଲା ଇ-ଲେକଚର

ଭୁବନେଶ୍ୱର, ୮/୭(ଏସଏସନିୟୁଜ) ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକଚର ପାଇଁ ଲୋକାର୍ପିତ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଇ-ଲେକଚର ଦ୍ଵାରା ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ନିଶୁଳ୍କ ସେବା ପାଇପାରିବେ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଇ-ଲେକଚର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ଊଊଉଋରେ ଷ୍ଟୁଡିଓ ହୋଇଛି । ଘଓଉ ଦ୍ୱାରା ବିକଶିତ ଏକ ସ୍ୱତନ୍ତ୍ର ପୋର୍ଟାଲରେ ଇ-ଲେକଚର ଦିଆଯିବ । ସେହି ସ୍ୱତନ୍ତ୍ର ପୋଟାର୍ଲ ହେଉଛି- https://vtputkal.odisha.gov.in/ । ଆଜିଠାରୁ ଛାତ୍ରଛାତ୍ରୀ ନିଃଶୁଳ୍କ ଭାବେ […]

୧୧ ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍

ଭୁବନେଶ୍ୱର, ୮/୭(ଏସଏସନିୟୁଜ)ଆସନ୍ତା ୧୧ ତାରିଖରେ ଯେକୌଣସି ସମୟରେ ହୀରାକୁଦ ଡ୍ୟାମର ଗେଟ୍ ଖୋଲିବାକୁ ଯାଉଥିବାରୁ ଡ୍ୟାମ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରିଛି ହୀରାକୁଦ ଡ୍ୟାମ କତ୍ତୃପକ୍ଷ ।ଏହାଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛାଡିବା ନେଇ ସୂଚନା ମିଳିଛି ।। ସେପଟେ ନଦୀକୂଳିଆ ଅଞ୍ଚଳ ବାସୀଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ଡ୍ୟାମ କତ୍ତୃପକ୍ଷ ।

କେନାଲ୍‌ରୁ ରାଜମିସ୍ତ୍ରିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

କଟକ,୮/୭(ଏସଏସନିୟୁଜ)ଜଗତପୁର ଥାନା ଭୈରପୁର ଅଞ୍ଚଳରେ ଜଣେ ରାଜମିସ୍ତ୍ରିଙ୍କ କ୍ଷତାକ୍ତ ମୃତଦେହ ଶାଖା କେନାଲ୍‌ରୁ ଉଦ୍ଧାର କରାଯାଇଛି। ତାଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ କେନାଲ୍‌ରେ ଫିଙ୍ଗି ଦିଆଯାଇଥିବା ପୁଲିସ ଅନୁମାନ କରୁଛି। ମୃତକଜଣକ ଭୈରପୁର କଣିବାଟି ଗ୍ରାମର ରମେଶ ଓରଫ ନଣ୍ଡା ଭୋଇ(୪୨) ବୋଲି ପରିଚୟ ମିଳିଛି। ଖବରପାଇ ଜଗତପୁର ପୁଲିସ, କଟକ ଡିସିପି ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବାସହ ମୃତ ଶରୀରକୁ ଜବତ କରିଛନ୍ତି । ରମେଶଙ୍କ […]